Dating sites Bala Cynwyd Dating in Acton brisbane women sex public Speed dating Toney when to use different dating sites is happn a hookup app

ଝିଅ ହେବ ତ ଏମିତି କରୋନା ସମୟରେ ନିଜର ବାପାଙ୍କ ଚାଲିଗଲା ଚାକିରୀ , ତାପରେ ଓଟ ଚଳାଇ ଘରର ସବୁ ଦାୟିତ୍ବ ତୁଲାଉଛନ୍ତି ଏହି କର୍ମମୟୀ ଝିଅ ! ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ…..

0

ଯେବେଠାରୁ କରୋନା ମହାମାରୀ ଆସିଲାଣି ସେବେଠାରୁ ବହୁତ ଲୋକ ଲକ୍ ଡାଉନ୍ ରେ ନିଜର ଚାକିରି ହରେଇ ବେକାରୀ ହୋଇ ବୁଲୁଛନ୍ତି। ସେମାନଙ୍କ ଘର ର ଆର୍ଥିକ ସ୍ଥିତି ବହୁତ ଅସୁବିଧା ରେ ପଡିଯାଇଛି। ସେମାନେ ନିଜ ଘର ର ଖର୍ଚ ଠିକ୍ ସେ ତୁଲେଇ ପାରୁନାହାନ୍ତି,କିନ୍ତୁ ଦେଖିବାକୁ ଗଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁ ମାନେ କି ଚଳିବା ପାଇଁ ଛୋଟ ମୋଟ କାମ ଆରମ୍ଭ କରିଦେଇଥିଲେ। କରୋନା କଟକଣା ପାଇଁ ସ୍କୁଲ ଗୁଡିକ ବନ୍ଦ ଥିବା ହେତୁ ସ୍କୁଲ ବସ୍ ଚଲଉଥିବା ଡ୍ରାଇଭର ମାନେ ମଧ୍ଯ ବେକାର ହୋଇ ବସିଛନ୍ତି।

ତେବେ ଆଜି ଆମେ ଆପଣ ଙ୍କୁ ଏମିତି ଜଣେ ଝିଅ ଙ୍କ ବିଷୟ ରେ କହିବୁ ଯିଏ ନିଜର ବାପା ଙ୍କ ଚାକିରୀ ଚାଲିଯିବା ପରେ ନିଜେ ଅଟୋ ଚଲେଇ ଘର ର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ଆସନ୍ତୁ ନଜର ପକେଇବା ସମ୍ପୂର୍ଣ୍ଣ ଖବରଟି କଣ।

ଜାମ୍ମୁ କାଶ୍ମୀର ର ଅଧମପୁର ରେ ରହୁଥିବା ସରଦାର ଗୋରଖ ସିଂ ନାମକ ଜଣେ ବ୍ଯକ୍ତି ସ୍କୁଲ ବସ୍ ଚଲେଇ ନିଜର ଗୁଜୁରାଣ ମେଣ୍ଟଉଥିଲେ। ମାତ୍ର ଏହି କରୋନା ମହାମାରୀ କଟକଣା ପାଇଁ ସେହି ସମୟ ରେ ସେ ନିଜର ଚାକିରି ହରେଇ ଥିଲେ। ତେବେ ନିଜ ପରିବାର କୁ ଚଲେଇବା ପାଇଁ ଏହି ସମୟ ରେ ସେ ଅଟୋ ଚଲେଇବା ଆରମ୍ଭ କରିଦେଇଥିଲେ,କିନ୍ତୁ ଏଥିରେ ମଧ୍ଯ ତାଙ୍କ ଘର ର ଖର୍ଚ୍ଚ ପୂରଣ ହେଉନଥିଲା।

ଏହାକୁ ଦେଖି ସେହି ସମୟ ରେ ତାଙ୍କର ଦୁଇ ଝିଅ ବନଜିତ କର ଏବଂ ଦବିଦର କର ଗୋରଖ ସିଂ କୁ କହିଥିଲେ କି ଯେ ସେ ସେମାନ ଙ୍କୁ ଅଟୋ ଚଲେଇବା ଶିଖେଇବାକୁ ଦେବାପାଇଁ, ଯାହା ଦ୍ବାରା ସେମାନେ ମଧ୍ଯ ବାପାଙ୍କ ସହିତ ମିଶି ଅଟୋ ଚଲେଇ ଘର ର ଖର୍ଚ୍ଚ ରେ ସାହାଯ୍ୟ କରି ପାରିବେ ଏବଂ ଏହି ସମୟ ରେ ଗୋରଖ ସିଂ ଙ୍କ ଦୁଇ ଜଣ ଝିଅ ଅଟୋ ଚଲେଇ ସମାଜ ର ନିତି ନିୟମ ଭାଙ୍ଗି ସେମାନେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି।

ବନଜିତ କର ଙ୍କ ବୟସ ହେଉଛି ୨୧ ବର୍ଷ ଏବଂ ସେ ସେକଣ୍ଡ୍ ଇୟର ର ଷ୍ଟୁଡେଣ୍ଟ ଅଟନ୍ତି ଓ ନିଜର ପାର୍ଟ ଟାଇମ୍ ଜବ୍ ରେ ସେ ଅଟୋରିକ୍ସା ଚଲାନ୍ତି। ନିଜ ବାପା ଙ୍କ ର ଏଭଳି ଅସୁବିଧା ପାଇଁ ଏବଂ ବାପା ଙ୍କ ର ସମସ୍ୟା କୁ ଦୂର କରିବା ପାଇଁ ସେ ଅଟୋ ଚଲେଇବା ଆରମ୍ଭ କଲେ। ସେଥିପାଇଁ ସେ କହିଛନ୍ତି ଯେ ପ୍ରତ୍ୟେକ ଅସୁବିଧା ର ସାମ୍ନା କରିବା ପାଇଁ ଝିଅ ମାନଙ୍କୁ ସଜାଗ ରହିବା ପାଇଁ ପଡିବ ଏବଂ ଏହା ସହିତ ସରଦାର ଗୋରଖ ସିଂ କହିଛନ୍ତି

ଯେ ବର୍ତ୍ତମାନ ର ସମାଜ ରେ ଝିଅ ମାନେ ସବୁ ଜାଗାରେ ଉନ୍ନତି କଲେଣି,ନିଜ ପସନ୍ଦ ଅନୁସାରେ କାମ ମଧ୍ଯ କରୁଛନ୍ତି। ଏବଂ ସୂଚନା ଯୋଗ୍ୟ କି ଆରଟିଏ ର ଆସିଷ୍ଟାଣ୍ଟ ଜେନେରାଲ ଟ୍ରାନ୍ସଫର ଅଫିସର ଏକ ଅଭିଯାନ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ଝିଅ ମାନଙ୍କୁ ଡ୍ରାଇଭିଂ ଶିଖଉଛନ୍ତି ଏବଂ ଏହି ଅଭିଯାନ ର ନାମ ହେଉଛି ଝିଅ ମାନେ ମଧ୍ଯ ଡ୍ରାଇଭ କରିପାରନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।