ଦେଖନ୍ତୁ ଭିଡିଓ – ରୋଗୀ ବେହସ୍ ଥିବା ସମୟରେ ଡାକ୍ତର କହିଲେ ମୃତ ତାପରେ କଣ ହେଲା ନିଶ୍ଚୟ ଦେଖନ୍ତୁ

0

ବ୍ୟକ୍ତି ଜଣକ ବଞ୍ଚି ଥାଉ ଥାଉ ମାରିଦେଲେ ଡାକ୍ତର ଏହି ଘଟଣାଟି ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଷ୍ଟମଟମ କରିବା ପୂର୍ବରୁ ଲୋକଟିର ହୋସ ଅସିବା ପରେ ଧରା ପଡିଥିଲା ଡାକ୍ତରଙ୍କର ସମସ୍ତ କାରନାମ । ଗତ ରାତିରେ ଭଦ୍ରକ ଘୁଷୁରା ଥାନା ଅନ୍ତର୍ଗତ ଖଟୁଆ ପାଟନା ଗ୍ରାମର ସୁଜିତ ଖଟୁଆଙ୍କୁ ଅଚେତ ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା  । ସେଠାରେ କାର୍ଯ୍ୟରତ ଡାକ୍ତର କରୁଣାକର ରାଉତ ସୁଜିତଙ୍କୁ ମୃତ ଘୋଷିତ କରିବା ସହିତ ଆସନ୍ତାକାଲି ପୋଷ୍ଟମୋଟମ ହେବ ବୋଲି କହିଥିଲେ । ସକାଳେ ଚେତା ଫେରିବା ପରେ ସେ ହଠାତ ଉଠିବସିଥିଲେ । ଏହା ପରେ ତାଙ୍କର ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା ଏହାପରେ ତାଙ୍କୁ ମେଡିସିନ ୱାଡରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଚିକିତ୍ସା ମଧ୍ୟ କରାଯାଇଛି ଏବେ ସୁଜିତ ସମ୍ପୂର୍ଣ୍ଣ ଭାବରେ ଠିକ ଅଛନ୍ତି ।

ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀଙ୍କର ଏପରି ଅବସ୍ଥା ହୋଇଥିବାରୁ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଟାନ ଦାବିରେ ରୋଗୀଙ୍କ ଭାଇ ଏତେଲା ଦେଇଛନ୍ତି । ଏପଟେ ଏ ସମ୍ପର୍କରେ ଡାକ୍ତରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଡକ୍ଟରଙ୍କ କହିବା କଥା ସୁଜିତ ଏବେ ସୁସ୍ଥ ଅଛନ୍ତି ଏବଂ ବ୍ଲଡ ଟେଷ୍ଟ କରିବା ବାକି ରହିଛି ।

ଗାଁ ଲୋକମାନଙ୍କର କହିବା ଅନୁସାରେ ଗୋଟିଏ ସ୍ଥାନରେ ଅଚେତ ଅବସ୍ଥାରେ ପଡିଥିଲେ ଏହା ପରେ ତାଙ୍କୁ ତୁରନ୍ତ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡକ୍ଟର ରୋଗୀଙ୍କୁ ଷ୍ଟେଚ ଲଗାଇ ଦେଖିଲେ କହିଲେକି ରୋଗୀଟିର ଡେଥ ହୋଇଯାଇଛି ଓ ଆସନ୍ତାକାଲି ପୋଷ୍ଟମୋଟମ ହେବ ବୋଲି କହିଛନ୍ତି । ସକାଳେ ସୁଜିତଙ୍କର ହୋସ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ଓ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇ ଥାନାରେ ଅଭିଯୋଗ କରିଛନ୍ତି ।

ଏ ପର୍ଯ୍ୟନ୍ତ ଡାକ୍ତରଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ ଏବଂ ଏ ନେଇ ରୋଗୀଙ୍କ ଭାଇ ଥାନାରେ ଏତେଲା ଦେଇଛନ୍ତି । ସେ କହିଛନ୍ତି ରୋଗୀଙ୍କୁ ଭଲ ଭାବରେ ଚିକିତ୍ସା ନକରି ତାଙ୍କୁ ମୃତ ଘୋଷିତ କରିଛନ୍ତି ଏନେଇ କିଛି ସମୟ ଡାକ୍ତରଖାନାରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ସୁଜିତଙ୍କର ଭାଇ ଏ ସମ୍ପର୍କରେ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଥିଲେ ଯେ ରୋଗୀ ବଞ୍ଚିଥିବା ଅବସ୍ଥାରେ ଡକ୍ଟର ରାଉତ ତାଙ୍କୁ ମୃତ ଘୋଷିତ କରିଛନ୍ତି ।

ଏନେଇ ଟାଉନ ଥାନା ଅଧିକାରୀ ସରୋଜିନୀ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ଚଳାଇଛନ୍ତି ଏବଂ ସମ୍ପର୍ଣ୍ଣ ଘଟଣାର ମଧ୍ୟ ତଦନ୍ତ କରିଛନ୍ତି । ଏ ଘଟଣା ସମ୍ପର୍କରେ ଡାକ୍ତରଙ୍କର କୌଣସି ପ୍ରତିକ୍ରିୟା ଆସିପାରି ନାହିଁ ଏବଂ ଜଣେ ଜୀବିତ ଲେକଟିକୁ ମୃତ ଘୋଷିତ କରି ପୋଷ୍ଟମଟମ ହେବାକୁ ଯାଉଥିବା ସୁଜିତଙ୍କର ହୋସ ଫେରିଛି । ଏ ଘଟଣା ସମ୍ପର୍କରେ ତାଙ୍କର ଭାଇ ଥାନାରେ ଏତେଲା ଦେଇଛନ୍ତି ଓ ଏ ସମ୍ପର୍କରେ ଟାଉନ ଥାନା ଅଧିକାରୀ ସୋରଜିନୀ ସମ୍ପର୍ଣ୍ଣ ଘଟଣା ବିଷୟରେ ତଦନ୍ତ କରୁଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।