3d sex game gameplay how good is adult friend finder playa de las americas prostitutes top free sex websites Free hookup Holladay

ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ଅଭିନେତା ଓ ଅଭିନେତ୍ରୀ ଙ୍କ ରୀୟଲ୍ ଲାଇଫ୍ ବିଷୟରେ , 2020 ରେ କେଉଁ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।।

0

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ସବୁ କଳାକାର ମାନେ ବହୁତ୍ ପରିଶ୍ରମୀ ଓ ବହୁତ୍ ସୁନ୍ଦର୍ ଦେଖିବାକୁ ମଧ୍ୟ। ବହୁତ୍ କଳାକାର ବହୁତ୍ କମ୍ ଦିନ ରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି। ସେଥିରୁ କିଛି କଳାକାର ଙ୍କ କଥା ଆଜି ଆମେ କହିବାକୁ ଯାଉଛୁ ଏବଂ ତାଙ୍କ ରିଲ ଜିବନ ବିଷୟରେ ନୁହେଁ ତାଙ୍କ ରିୟଲ୍ ଜୀବନ ବିଷୟରେ କିଛି ଜାଣିବା ।ମାନେ 2020 ରେ କେଉଁ କେଉଁ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସେହି ବିଷୟରେ ଜାଣିବା

1. ତୁଷାର ଓ ମାହି:-

ପ୍ରଥମେ ଆସୁଛନ୍ତି ତୁଷାର ଏବଂ ମାହି ଫେବୃଆରୀ ମାସ ରେ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ। ତେବେ ତାଙ୍କର ମଧ୍ୟ ଏବେ ଗୋଟେ ଶିଶୁ କନ୍ୟା ହୋଇଛି।

2. ଝିଲୀକ୍:-

ଏହା ପରେ ଆସୁଛନ୍ତି ଝିଲିକ୍ , ଝିଲିକ୍ ଯେତେବଳେ ବିବାହ କଲେ ସେତେବଳେ ସମସ୍ତଙ୍କୁ ଚକିତ କରାଇ ଥିଲା। କାରଣ ହଟାତ୍ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ମଧ୍ୟ ମାର୍ଚ୍ଚ ମାସ ବିବାହ କରିଥିଲେ ।

3.ଶୁଭସ୍ମିତା:-

ତୃତୀୟ ରେ ଆସୁଛନ୍ତି ସୁଭସ୍ମିତା , ଶୁଭସ୍ମିତା ମଧ୍ୟ 2020 ର ଫେବୃୟାରୀ ମାସ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏବଂ ସେ ଭୁବନେଶ୍ୱର ର ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥିବାର ଜଣା ପଡ଼ିଛି ।

4ଅର୍ଧେନ୍ଦୁ ଓ ପଲ୍ଲବୀ:-

ଏହା ପରେ ଚତୁର୍ଥ ରେ ଆସୁଛନ୍ତି ଅର୍ଧେନ୍ଦୁ ଓ ପଲ୍ଲବୀ ,ତେବେ ଆପଣ ମାନେ ତ ପଲ୍ଲବୀ ମହାରଥୀ ଙ୍କୁ ବେଶ୍ ଭଲ ଭାବେ ଜାଣିଥିବେ। ସେ ହେଉଛନ୍ତି ପ୍ରଦୀପ ମହାରଥୀ ଙ୍କ ର ଏକ ମାତ୍ର ଝିଅ ।ସେ ଅର୍ଧେନ୍ଦୂ ଙ୍କୁ ବିବାହ କରିଥିଲେ।।

5.ଅମ୍ଳାନ:-

ଏହା ପରେ ପଞ୍ଚମ ରେ ଆସୁଛନ୍ତି ଅମ୍ଳାନ ଦାସ୍ । ହଁ ଆମେ ମିହିର୍ ଦାସ୍ ଙ୍କ ଏକ ମାତ୍ର ପୁଅ ଅମ୍ଳାନ ଙ୍କ ବିଷୟରେ ହିଁ କହୁଛୁ, ଅମ୍ଳାନ ଦାସ୍ ଏବଂ ଭୂମିକା ଦାସ୍ ଙ୍କ ର 2020 ଫେବୃୟାରୀ ମାସ 7 ତାରିଖ ରେ ବିବାହ ହୋଇଥିଲା । ଗତ କିଛି ଦିନ ଆଗରୁ କିଛି ଦୁର୍ଘଟଣା ପାଇଁ ସେମାନଙ୍କ କଥା ବହୁତ୍ ଚର୍ଚ୍ଚା ହେଉଥିଲା। ହେଲେ ଏବେ ସେମାନେ ବହୁତ୍ ଖୁସି ରେ ଅଛନ୍ତି ।

6.ସୋନାଲି:-

ଏହା ପରେ ଆସୁଛନ୍ତି ସୋନାଲି । ସୋନାଲି 2020 ରେ ଡିସେମ୍ବର ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।

7.ଦୀପ୍ତି ରେଖା:-

ଏହା ପରେ ସପ୍ତମ ରେ ଆସୁଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ନାମୀ ଦାମୀ କଣ୍ଠ ଶିଳ୍ପୀ ଦୀପ୍ତି ରେଖା , ତେବେ ଦୀପ୍ତି ରେଖା ମଧ୍ୟ ଏକ ବଡ଼ ବିଜ୍ନେସ୍ ମ୍ୟାନ୍ ଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କ ବିବାହ ମଧ୍ୟ ଡିସେମ୍ବର ମାସ ହୋଇଛି ।

8.କାମିନୀ:-

ତେବେ ଶେଷ ରେ ଆସୁଛନ୍ତି କାମିନୀ, ଆପଣ ମାନେ ବହୁତ୍ ସାରା ସିରିଅଲ୍ ରେ ଦେଖି ଥିବେ । ସେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏବଂ ସେ ପୁରୀ ର ବଡ଼ ପଣ୍ଡା ଙ୍କୁ ବିବାହ କରିଛନ୍ତି ।

ଆମ ସମସ୍ତଙ୍କ ର ଏତିକି ଶୁଭ କାମନା ଯେ ଏହି ସବୁ ସୁନ୍ଦର୍ ଯୋଡ଼ି ଙ୍କୁ ଶ୍ରୀ ଜଗନ୍ନାଥଙ୍କ ଖୁସି ରେ ରଖନ୍ତୁ ଏବଂ ସେମାନେ ଏମିତି ଆହୁରି ଆଗକୁ ଯାଆନ୍ତୁ , ଆଊ ସେ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଏମିତି ଆହୁରି ଆଗକୁ ନେଇ ଯାଆନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।