ଏକ ସଡକ ଦୁର୍ଘଟଣାରେ ଛଅ ଦିନ ହେବ ଅଶ୍ୱିନୀ ହସ୍ପିଟାଲ ରେ କୋମା ରେ ଅଛନ୍ତି ଏହି ବ୍ୟକ୍ତି , ଆପଣଙ୍କର ଗୋଟିଏ ସାହାର୍ଯ୍ୟ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇପାରିବ

0

ଆମ ସମାଜ ରେ ଅନେକ ଘଟଣା ସବୁ ଦେଖିବାକୁ ମିଳି ଥାଏ। ଯାହା ଆମ ଜୀବନ ହଠାତ ଘଟି ଥାଏ,ଆଉ ଏମିତି କିଛି ଘଟିବ ବୋଲି ଆମେ କେବେ ଭାବି ମଧ୍ୟ ନ ଥିବା କିନ୍ତୁ ଏମିତି କିଛି ଘଟଣା ଘଟି ଯାଏ , ଯାହା ଆମ ଜୀବନ କୁ ସମ୍ପୁର୍ଣ୍ଣ ଭାବେ ବଦଳାଇ ଦେଇଥାଏ,ଆଉ ଏଥି ପାଇଁ ଆମେ ଅନେକ ଅସୁବିଧା ରେ ମଧ୍ୟ ପଡି ଥାଉ।ତେବେ ପ୍ରତିଦିନ ଆମେ ଅନେକ ଘଟଣା ସବୁ ଦେଖିବାକୁ ପାଇ ଥାଉ,

ଏହି ସବୁ ସମସ୍ୟାର ସମାଧାନ ପାଇଁ କୌଣସି ରାସ୍ତା ନଥାଏ ,କାରଣ ଏମିତି କିଛି ଘଟଣା ଘଟିବ ବୋଲି ଆମେ ଜାଣି ନଥାଉ।ତେବେ ବେଳେ ବେଳେ ଏମିତି କିଛି ଘଟଣା ଘଟିଥାଏ ,ଯାହା ପାଇଁ ଅନେକ ଲୋକ ଙ୍କର ଜୀବନ ମଧ୍ୟ ଚାଲି ଯାଏ,ଅନେକ ଲୋକ ଏଥିରେ ଆହତ ହୋଇ ଯାନ୍ତି। ତେବେ ଆମେ ପ୍ରତିଦିନ୍ ଏମିତି ଅନେକ ଘଟଣା ଦେଖିବାକୁ ପାଉ ଥିବା,ଯେଉଁ ଥିରେ ଲୋକ ଙ୍କର ମୁର୍ତ୍ୟୁ ହୋଇ ଯାଏ,ଆଉ ଯେଉଁ ମାନଂକର କିଛି ଭୁଲ ନ ଥାଏ , ସେମାନେ ମଧ୍ୟ ଅନେକ ଅସୁବିଧା ରେ ସମୁଖୀନ ହୋଇ ଥାନ୍ତି।

ତେବେ ପ୍ରତିଦିନ ଆପଣ ମାନେ ସଡ଼କ ଦୁର୍ଘଟଣା ବିଷୟରେ ଶୁଣୁ ଥିବେ। ଆଜିର ଯୁବପିଢି ମାନେ କେମିତି ଭାବରେ ଗାଡି ଚଳାଉଛନ୍ତି, ଆଉ ଯାହା ପାଇଁ ଅସୁଵିଧା ରେ ପଡୁଛନ୍ତି।ତେବେ ଆଜି ଆମେ ଆପଣଙ୍କୁ ସେହି ପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ,ଏକ ସଡ଼କ ଦୁର୍ଘଟଣାରେ ରାଜ କନିକା ଅଞ୍ଚଳ ରେ କାଳିକା ପୁର ଗ୍ରାମ ର ଜଣେ ଯୁବକ ଯିଏ କି ଗତ କିଛି ଦିନ ହେଲା ଅଶ୍ଵନି ହସ୍ପିଟାଲ୍ ରେ କୋମା ରେ ଅଛନ୍ତି ,

ତାଙ୍କ ନାମ ହେଉଛି ସିପୁ। ଏବେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି,ଯାହା ବାଧକ ସାଜିଛି ତାଙ୍କ ଚିକିତ୍ସା ରେ।। ପରିବାର ର ଯାହା ବି ସମ୍ବଳ ଥିଲା ସେ ସବୁ ପ୍ରାୟତଃ ଚିକିତ୍ସା ପାଇଁ ସରି ଗଲାଣି ,ଅର୍ଥ ଅଭାବରୁ ତାଙ୍କ ଚିକିତ୍ସା ଆଗକୁ ବଢ଼ି ପାରୁନି ଯଦି ଆମେ ସମସ୍ତେ ମିଶି ତାଙ୍କୁ କିଛି ପ୍ରକାର ର ସାହାଯ୍ୟ କରି ପାରନ୍ତ ତାହେଲେ ସେହି ଯୁବକ ଙ୍କ ର ଚିକିତ୍ସା ଆଗକୁ ବଢ଼ି ପାରିବ ।

ସେ ଏବେ ମୃତ୍ୟୁ ସହ ଲଢେଇ କରୁଛନ୍ତି, ଏବଂ କୋମା ରେ ମଧ୍ୟ ଅଛନ୍ତି । ବହୁତ୍ କଠିନ ପରିସ୍ଥିତି ରେ ଗତି କରୁଛନ୍ତି। ଯଦି ଆପଣ ମାନେ ଆପଣଙ୍କ ସହୃଦୟ ରୁ ସିପୁ ଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି , ତାହେଲେ ଦୟା କରି ଆପଣ ମାନେ ତାଙ୍କୁ ସାହାଯ୍ୟ ର ହାତ ବଢାନ୍ତୂ । ଆମ ମାନଙ୍କ ର ଏହି ଛୋଟୋ ସାହାଯ୍ୟ ହୁଏ ତ କାହାର ନିରୀହ ଜୀବନ କୁ ଏକ ପୁନର୍ଜନ୍ମ ଦେଇ ପାରିବ।।

ଆପଣ ମାନେ ଫୋନ୍ ପେ/ ଗୁଗୂଲ୍ ପେ _9937336257 (ଦେବାଶିଷ ନାୟକ)……..ଏହି ନମ୍ବର ରେ ଆପଣ ମାନେ ଯାହା ବି ପାରିବେ ନିଶ୍ଚିତ ସାହାଯ୍ୟ କରନ୍ତୁ ଏବଂ ଯାହା ବି ଆପଣ ସାହାଯ୍ୟ କରୁଛନ୍ତି ତାହା screenshot ନିଶ୍ଚିତ ଦେବେ ।

 

ଜୀବନ ଆମ ପାଇଁ ବହୁତ୍ ମୂଲ୍ୟବାନ ହେଲେ ବି କିଛି ଲୋକ ଏହାର ଦୁରୁପଯୋଗ କରନ୍ତି ,ଅମାନ୍ୟ ହୋଇ ଗାଡ଼ି ଚଲାନ୍ତି , ହେଲମେଟ ମଧ୍ୟ ପିନ୍ଧିବା ଉଚିତ୍ ମନେ କରନ୍ତିନି। ଏମିତି ଅସାବଧାନତା ଯୋଗୁଁ ଏହି ପରି ଅନେକ ଦୁର୍ଘଟଣା ସବୁ ସମୟରେ ଘଟି ଆସୁଛି।ଆମର ଆପଣ ମାନଙ୍କୁ ବାସ୍ ଗୋଟିଏ ଅନୁରୋଧ କି ଜୀବନ ବଞ୍ଚିବାର ସୁଯୋଗ ଥରେ ଆସେ ବାର୍ ବାର୍ ନୁହେଁ,ତେଣୁ ସବୁବେଳେ ସତର୍କ ରୁହନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।