Dr Manas Ranjan Puhan -ମୁଣ୍ଡରେ ରୁପି ସମସ୍ୟା ର କାରଣ ଓ ଏହାକୁ ଭଲ କରିବାର ସହଜ ଉପାୟ 100% ଗ୍ୟାରେଣ୍ଟି

0

ଆପଣ ମାନେ ସମସ୍ତେ କେବେ କେବେ ଦେଖିଥିବେ ଆପଣଙ୍କ ମୁଣ୍ଡ ରୁ ରୂପି ଉଠୁଥିବା ର। ତେବେ ଆପଣ ମାନେ ଜାଣି ରଖନ୍ତୁ ମୁଣ୍ଡ ରୁ ଉଠୁଥିବା ଚମଡା କୁ ରୂପି ବା ଡେଣ୍ଡରଫ୍ କୁହାଯାଏ। ଏହା ଏକ ସାଧାରଣ ଟର୍ମ। କୌଣସି ପ୍ରକାର ର ମେଡିକାଲ ଟର୍ମ ନୁହଁ। କାରଣ ମେଡିକାଲ ଟର୍ମ ରେ ଅନେକ ଗୁଡ଼ିଏ ରୋଗ ଅଛି ଯେଉଁ ଥିରେ ଚର୍ମ ରୁ ଚୁପା ଛାଡିବ କିନ୍ତୁ ଗୋଟିଏ କମନ୍ ଟର୍ମ ରେ ଆମେ ସବୁଗୁଡ଼ିକୁ ଡେଣ୍ଡରଫ୍ ରେ ନେଉ।

କିନ୍ତୁ ଡେନ୍ଡରଫ୍ ବହୁତ ପ୍ରକାରର ଅଛି। ସେଥି ରୁ ଗୋଟିଏ ବୟସ ଅନୁସାରେ। ଯେତେବେଳେ ଜଣେ ବ୍ଯକ୍ତି ୧୫ ରୁ ୨୫-୩୦ ବର୍ଷ ବୟସ ହୋଇଯାଏ ଯେତେବେଳେ ଆମର ହର୍ମୋନ୍ ଗ୍ରୋଥ ହୁଏ ଏବଂ ଜେନେରାଲ ଏକ୍ଟିଭିଟି ଗ୍ରୋଥ ହୁଏ ଯାହା ଦ୍ବାରା ମୁଣ୍ଡ ରୁ ଚମଡା ଉଠେ। ଯଦିଓ ଏହାକୁ ଆମେ କମନ୍ ଭାବେ ଧରିଥାଉ କିନ୍ତୁ ଆପଣ ଦେଖିଥିବେ ଛୁଟ ପିଲାଙ୍କ ର ମଧ୍ଯ ରୂପି ଉଠିଥାଏ।

*ରୁଫି ସମସ୍ୟା ର କାରଣ:-

ଯଦି ଛୋଟ ପିଲା ଙ୍କ ଚୁଟି ରେ ବାରମ୍ବାର ତେଲ ଲଗେଇବେ ତାହା ହେଲେ ତାହା ଚୋପା ହୋଇ ସଫ୍ଟ ହୋଇ ଉଠିଯିବ ଏବଂ ଅନେକ ଗୁଡ଼ିଏ ରୋଗ ରହିଛି ଯାହା ବୃଦ୍ଧା ବସ୍ଥାରେ ହୋଇଥାଏ। ଯାହା କି ସୋରିଆସିସ, ଯାଦୁ ଯାହା ଦେହରେ ହଉଛି ଏବଂ ଫଙ୍ଗାଲ ଇନଫେକ୍ସନ ମୁଣ୍ଡ ରେ ହୋଇ ଉପି ଉଠୁଛି। ତେଣୁ ଏହା ସବୁ ବର୍ଗ ର ଲୋକ ଙ୍କୁ ହୋଇପାରିବ। ତେବେ ରୂପି ଝଡିବା କୌଣସି ଅସୁବିଧା ନ ଥାଏ,

କିନ୍ତୁ ଯେତେବେଳେ ଆପଣ ସାମ୍ପୁ କରୁଛନ୍ତି ସେତେବେଳେ ଦିନେ ଦୁଇ ଦିନ ପରେ ଦେଖିବେ ରୂପି ଗୁଡିକ ଚୋପା ହୋଇ ମୁଣ୍ଡ କୁଣ୍ଡେଇଲେ ତାହା ଆପଣ ଙ୍କ ସାର୍ଟ ରେ ପଡେ। ତାହା ଆମ ଜୀବନ ଶୈଳୀ କୁ ଖରାପ କରେ। ରୂପି ଏକ ରୋଗ ନୁହଁ କିନ୍ତୁ ଏହା ଆମ ଜୀବନ ଶୈଳୀ ରେ ଖରାପ ପ୍ରଭାବ ପକାଏ,କିନ୍ତୁ କେମିତି ଜାଣିବା କଉଁଟା ସାମ୍ପୁ ରେ ଭଲ ହେବ ଏବଂ କେଉଁଟା ନୁହଁ। ଯଦି ରୂପି ତୋଷ ଭଳି ହୁଏ ତାହା ହେଲେ ତାହା କମନ୍ ଡେନ୍ଡରଫ୍ ଏବଂ ଯଦି ରୁପି ଟିକେ ବଡ ଆକାରର ହୁଏ ତାହା ହେଲେ ତାହା ଫଙ୍ଗାଲ ଇନଫେକ୍ସନ ଦ୍ବାରା ହୁଏ।

*ପ୍ରତିକାର ପଦ୍ଧତି:-

ତେବେ ଯଦି ଆମ ଶରୀର ରେ ଭିଟାମିନ୍ ବି-୧୨ ର ଅଭାବ ରହେ ତାହା ହେଲେ ଆମର ଡେଣ୍ଡରଫ୍ ହୁଏ। ଭିଟାମିନ ସି ର ଅଭାବ ରେ ମଧ୍ଯ ଆମ ମୁଣ୍ଡ ରୁ ଚୋପା ଝଡେ। ଖିର, ଶାଗ, ସବୁଜ ପନିପରିବା ଖାଇବା ଦ୍ବାରା ଆମର ରୂପି ସମସ୍ୟା କମ୍ ହୁଏ ଏବଂ ଚୁଟି ଝଡିବା ମଧ୍ଯ କମ୍ ହୁଏ। ତେବେ ଆପଣ ବହୁ ଶାମ୍ପୁ ଆଡ୍ଭରଟାଇଜ୍ ଦେଖିଥିବେ ଯାହାକୁ ଲଗେଇଲେ ରୂପି ସମସ୍ୟା ଦୂର ହେବ।

କିନ୍ତୁ ଯେ କୈଣସି ଶାମ୍ପୁ ଲଗେଇଲେ ରୂପି ସମସ୍ୟା ଦୂର ହୁଏ। ଏବଂ ଯଦି ଆପଣ ଜେଲ୍ ଲଗଉଛନ୍ତି ତାହା ହେଲେ ପତଳା ଜେଲ୍ ଲଗାନ୍ତୁ ଯାହା ଡେଣ୍ଡରଫ୍ କୁ ବାହାର କରିଦେବ। ତେବେ ଝିଅ ପିଲା ଙ୍କ ଯଦି ଡେଣ୍ଡରଫ୍ ହେଉଛି ତାହା ହେଲେ ଡକ୍ଟର ଙ୍କ ପରାମର୍ଶ ରେ କିଛି ମେଡିସିନ ଲଗାନ୍ତୁ ଏବଂ ସପ୍ତାହ କୁ ୨ ରୁ ୩ ଥର ସାମ୍ପୁ କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।