ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ? ଏହି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ। ଆମ ପୁରାଣ ରେ ଅନେକ ସବୁ ଘଟଣା ର ଲିପିବଧ୍ ହୋଇ ରହିଛି। ତେବେ ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର ଜାଣିବା।

୧)ବାର ମାସରେ କେତୋଟି ପର୍ବ ଆସେ ?
ଉତ୍ତର:-୧୩ ଟି

୨)ଚାଣକ୍ୟ ଙ୍କର ଅର୍ଥ ଶାସ୍ତ୍ର ରୁ କେଉଁ ବିଷୟ ରେ ଜାଣିବାକୁ ମିଳେ ?
ଉତ୍ତର:-ରାଜନୀତି

୩)ବିନ୍ଦୁ ସାର ଙ୍କ ପିତା ଙ୍କ ନାମ କଣ ?
ଉତ୍ତର:- ଚନ୍ଦ୍ର ଗୁପ୍ତ ମୋର୍ଜ୍ୟ

୪)ମୋର୍ଜ୍ୟ ବଂଶ ର ଶେଷ ଶାସକ କିଏ ଥିଲେ ?
ଉତ୍ତର:- ବ୍ରୁହଦ୍ରଥ

୫)ମୋଗୋଲ୍ ସମୟ ରେ ରାଜ ଭାଷା କଣ ଥିଲା ?
ଉତ୍ତର;- ପାରସି

୬) ଦଶାଶ୍ୱମେଧ୍ ଘାଟ କେଉଁ ନଦୀର ଏକ ଘାଟ ?
ଉତ୍ତର:- ବୈତରଣୀ ନଦି ଯାହା ଯାଜପୁର ରେ ରହିଛି।

୭) ପଶ୍ଚିମ ଓଡିଶା ରେ ପ୍ରସିଧ୍ ବଏଲ୍ ଯାତ୍ରା କେଉଁ ପୁର୍ଣିମା ରେ ପାଳିତ ହୁଏ ?
ଉତ୍ତର:- ଆଶ୍ଵିନ ମାସ ରେ ଏହି ଯାତ୍ରା ପାଳନ ହେବାର ଦେଖିବାକୁ ମିଳି ଥାଏ ।

୮) ତେବେ କେଉଁ ଦେବତା ଙ୍କୁ କୁମାର ବୋଲି କୁହା ଯାଏ ?
ଉତ୍ତର:- ଶିବ ପୁତ୍ର କାର୍ତିକେୟ୍

୯) ଶୂନ୍ୟ ସଂହିତା କିଏ ରଚନା କରିଥିଲେ ?
ଉତ୍ତର:- ଅଚ୍ୟୁତନନ୍ଦ ଦାସ ରଚନା କରି ଥିଲେ।

୧୦) କବିସେଖର୍ ଉପାଧି ରେ କେଉଁ କବି ଭୁସିତ୍ ?
ଉତ୍ତର:- ଚିନ୍ତାମଣି ମହାନ୍ତି ଙ୍କୁ ଏହି ଉପାଧି ଦିଆ ଯାଇ ଥିଲା ।

11 -ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ?

ଉତ୍ତର – ଦ୍ବାପର

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।