ପଥରରେ ପଥର ପିଟିଲେ ବାହାରୁଛି ଘଣ୍ଡ ଧ୍ବନି ବିଶ୍ବାସ ନହେଲେ ବି ସତ ! ମନରେ ଭକ୍ତିଥିଲେ ଲେଖନ୍ତୁ ଓଁ ନମଃ ଶିବାୟଃ…..

0

ଏ ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହି ରହସ୍ୟମୟ ମନ୍ଦିର ମଧ୍ୟରେ ଦେବା ଦୀ ଦେବ ଭଗବାନ ଶିଵ ଙ୍କର ବଦ୍ରିନାଥମନ୍ଦିର ହେଉଛି ଅନ୍ୟତମ ।

ତେବେ ଆମେ ଆଜି ଏହି ମନ୍ଦିର ବିଷୟରେ ଏକ ରହସ୍ୟମୟ ତଥ୍ୟ ଜଣେଇବୁ ଯାହା ଆପଣ ଆଗରୁ କେବେ ବି ଦେଖିନଥିବେ କି ଜାଣିନଥିବେ ।ଯେଉଁ ମନ୍ଦିର ର ରହସ୍ୟ ଠାରେ ମୁଣ୍ଡ ନୁଆଇଁଛି ଅତ୍ୟାଧୁନିକ ଟେକ୍ନୋଲୋଜି ।ତେବେ ଆସନ୍ତୁ ଜାଣିବା ସେହି ରହସ୍ୟମୟ ମନ୍ଦିର ର କାହାଣୀ ବିଷୟରେ ।

ସୂଚନାଯୋଗ୍ୟ ଯେ , ଆମ ଓଡିଶାର ବାଲେଶ୍ଵର ଓ ବାରିପଦା ର ସୀମାନ୍ତ ରେ ଏକ ଏମିତି ରହସ୍ୟମୟ ମନ୍ଦିର ରହିଛି ଯେଉଁ ମନ୍ଦିର ପାଖରେ ଥୁବା ପଥର ଗୁଡିକ ପରସ୍ପର ସହ ବଜେଇଲେ ଏହା ଘଣ୍ଟା ର ଧ୍ଵନି ବାହାରି ଥାଏ ।କଥା ଟି ନିଶ୍ଚିତ ଭାବରେ ଆପଣଂକୁ ଆଶ୍ଚର୍ଯ୍ୟ ଜନକ ଲାଗୁଥିବ ମାତ୍ର ଏହା ସତ୍ୟ ଘଟଣା ଅଟେ ।

ବାଲେଶ୍ଵର ଓ ମୟୁରଭଞ୍ଜ ର ସୀମାନ୍ତ ରେ ଝରଣା ଘାଟି ନିକଟରେ ଥିବା ଛତ୍ରହୁଡି ଗ୍ରାମରେ ଏହି ରହସ୍ୟମୟ ମନ୍ଦିର ଅବସ୍ଥିତ ।ତେବେ ଏହି ମନ୍ଦିର ରେ ଦେବା ଧି ଦେବ ମହାଦେବ ଙ୍କର ମୃତ୍ତି ରହିଛି ଯିଏକି ଛତ୍ରେଶ୍ଵର ବାବା ନାମରେ ପରିଚିତ ଅଟେ ।

ସେଠାରେ ରହୁଥିବା ଲୋକ ମାନଙ୍କ କହିବା ଅନୁସାରେ ସେହି ମନ୍ଦିର ରେ ଘଣ୍ଟି ଲଗାଯାଇ ନାହିଁ କାରଣ ମନ୍ଦିର ପାଖରେ ଥିବା ସମସ୍ତ ପଥର ରେ ପଥର ବାଡେଇ ହେଲେ ଘଣ୍ଟ ଧ୍ଵନି ଶୁଣା ଯାଇଥାଏ ।ତେଣୁ ଏହି ମନ୍ଦିର ରେ ଘଣ୍ଟି ନାହିଁ କିମ୍ବା କୌଣସି ଭକ୍ତ ଙ୍କୁ ଘଣ୍ଟି ଦେବାର ବା ଲଗେଇବା ର ପ୍ରଥା ମଧ୍ୟ ନାହିଁ ।ତେବେ ସେମାନ ଙ୍କର କହିବା ଅନୁସାରେ ସେହି ବାବା ଛତ୍ରେଶ୍ୱର ମନ୍ଦିର ନିକଟ ରେ ଜଣେ ବାବା ରୁହନ୍ତି ଯିଏକି ବିଗତ ୧୪ ବର୍ଷ ହେବ ଏହି ସ୍ଥାନରେ ରହୁଛନ୍ତି ଏବଂ ମନ୍ଦିର ର ପୂଜାର୍ଚ୍ଚନା ମଧ୍ୟ ସେ କରିଥାନ୍ତି।

ସେଠାକୁ ଦର୍ଶନ କରିବାକୁ ଯାଉଥିବା ସମସ୍ତ ଭକ୍ତ ମାନେ ପ୍ରଥମେ ସେହି ମନ୍ଦିର ପାଖରେ ଥିବା ବାବା ଙ୍କୁ ପ୍ରଣାମ ଜଣେଇ ଥାନ୍ତି ଏବଂ ତାଙ୍କ ସାହାଯ୍ୟ ରେ ବାବା ଛତ୍ରେଶ୍ୱର ଙ୍କର ପୂଜା କରିଥାନ୍ତି। ତେବେ ସେହି ସମସ୍ତ କାହାଣୀ ବିଷୟରେ ସେହି ବାବା ହିଁ ସମସ୍ତ ଙ୍କୁ ଜଣେଇଥାନ୍ତି। ତେବେ ଏହା ଉପରେ ବୈଜ୍ଞାନିକ ମାନେ ଏକ ରିସର୍ଚ୍ଚ ଆରମ୍ଭ କରିଥିଲେ ମାତ୍ର କୌଣସି ଲାଭ ହୋଇନଥିଲା। ସେମାନେ ଏହି ମାୟା କୁ ବୁଝିବାକୁ ସକ୍ଷମ ହୋଇନଥିଲେ ।ଖାଲି ଏତିକି ନୁହେଁ ବରଂ କୁହାଯାଏ କି ଯେଉଁ ବି ଭକ୍ତ ନିଜ ଭକ୍ତି ଭାବରେ ଏହି ମନ୍ଦିର ରେ କୌଣସି ଇଚ୍ଛା କହିଥାଏ ତାର ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।