ଖେଳ ସରିଲା ! ଅରୁଣ ବୋଥ୍ରା ଙ୍କ ପାଇଁ ବଢିଲା ଅଡୁଆ , ସମସ୍ତ ତଥ୍ୟ ମାଗିଲେ ନିର୍ଭୟା ଓକିଲ ସୀମା ,ଆପଣଙ୍କ ମତରେ କଣ ସତରେ ପରୀ ନ୍ୟାୟ ପାଇବ ?

0

ଯେମିତି କି ଆପଣ ମାନେ ଜାଣିଛନ୍ତି ଆଜକୁ ପ୍ରାୟ କିଛି ମାସ ତଳେ ଓଡିଶା ର ନୟାଗଡ ଜିଲ୍ଲା ର ଜଣେ ୫ ବର୍ଷ ବୟସ ର ନାବାଳିକା କୁ ଦୁଷ୍କର୍ମ କରି ହତ୍ଯା କରାଯାଇଥିଲା। ଏବଂ ସେହି ନାବାଳିକା ଙ୍କ ନାମ ହେଉଛି ପରୀ। ତେବେ ପରୀକ୍ଷା କୁ ନ୍ଯାୟ ଦେବା ପାଇଁ ବର୍ତ୍ତମାନ ସାରା ରାଜ୍ଯ ରେ ଚାଞ୍ଚଲ୍ୟକର ପରିସ୍ଥିତି ସ୍ଋଷ୍ଟି ହୋଇଥିଲା। ପରୀ ର ମୃତ୍ୟୁ ପରେ ସେ କେମିତି ନ୍ଯାୟ ପାଇବ ସେଥିପାଇଁ ତାର ମା, ବାପା ବ୍ୟାକୁଳ ହୋଇ ଯାଇଥିଲେ।

ଝିଅ କୁ ନ୍ଯାୟ ଦେବାପାଇଁ ସେମାନେ ବିଧାନ ସଭା ଆଗରେ ଆତ୍ମହୁତି ଉଦ୍ୟମ ମଧ୍ଯ କରିଥିଲେ। ରାଜ୍ୟ ବାସୀ ଙ୍କ ଚାଞ୍ଚଲ୍ୟ ଏବଂ ବାପା, ମା ଙ୍କ ର ଏଭଳି ଉଦ୍ୟମ କୁ ଦେଖି ସରକାର ଏହି ମାମଲା ର ଯାଞ୍ଚ କରିବା ପାଇଁ ଏସ୍ ଆଇ ଟି କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଏହି ଘଟଣା କୁ ୫ ମାସ ବିତିଯାଇଥିଲେ ମଧ୍ଯ ଏହି ଘଟଣା ର କୈଣସି ପ୍ରକାର ସାକ୍ଷୀ ପ୍ରମାଣ ମିଳିପାରି ନାହିଁ। କିନ୍ତୁ କିଛି ଦିନ ତଳେ ଏସ୍ ଆଇ ଟି ର ମୁଖ୍ଯ ଅରୁଣ ବୋଥ୍ରା ଘଟଣା ଟି ର ତଦନ୍ତ କରିଥିଲେ ଏବଂ ଜଣକୁ ଅଭିଯୁକ୍ତ ଭାବରେ ଗିରଫ କରିଥିଲେ,

ଯାହାର ନାମ ହେଉଛି ସରୋଜ ସେଠୀ। ସେ କହିଛନ୍ତି ଯେ ସରୋଜ ହେଉଛି ଘଟଣା ର ମୁଖ୍ଯ ସାକ୍ଷୀ, ଯିଏ ପରୀକୁ ହତ୍ଯା କରି ଦୁଷ୍କର୍ମ କରିଛି କିନ୍ତୁ ସେପଟେ ପରୀ ର ମା, ବାପା ଏବଂ ଗାଁ ଲୋକେ ଅରୁଣ ଙ୍କ ସାକ୍ଷୀ କୁ ମାନିବା ପାଇଁ ନାରାଜ। ସେମାନେ କହୁଛନ୍ତି ଯେ ସରୋଜ ଦୋଶୀ ନୁହଁ ବରଂ ଏ ଘଟଣା ରେ ଅନ୍ୟ କାରଣ ରହିଛି। ସେମାନେ କହିଛନ୍ତି ଯେ ବାବୁଲି ଏବଂ ଅରୁଣ ଙ୍କ ସହିତ ଆଉ ଦୁଇଜଣ ଏହି କେସ୍ ରେ ସମ୍ପୃକ୍ତ ଅଛନ୍ତି। ତେବେ ପରୀ ଘଟଣା ରେ ପରୀ କୁ ବର୍ତ୍ତମାନ ସୁଧ୍ଧା ନ୍ଯାୟ ମିଳିପାରି ନାହିଁ। ତେବେ ବର୍ତ୍ତମାନ ସମୟ ରେ ଶୁଣିବାକୁ ମିଳୁଛି ଯେ ପରୀ କୁ ନ୍ୟାୟ ଦେବାପାଇଁ ପରୀ ର କେସ୍ କୁ ନିର୍ଭୟା ଙ୍କ ଓକିଲ ସୀମା ଲଢିବାକୁ ଯାଉଛନ୍ତି,ଯେଉଁଥି ପାଇଁ ପରୀ ର ମା ଙ୍କ ସହିତ ସୀମା ନିଜେ ଫୋନ୍ ରେ କଥା ହୋଇଛନ୍ତି। କିଛି ଦିନ ତଳେ ସୋସିଆଲ ମିଡିଆ ରେ ପରୀ ର କେସ୍ କୁ ନିର୍ଭୟା ଓକିଲ ଲଢନ୍ତୁ ବୋଲି ଦାବି ହୋଇଥିଲା,ଯାହା କୁ ନେଇ ସମ୍ବିତ୍ ନନ୍ଦ ସୀମା କୁ ଟ୍ୱିଟ୍ କରିଥିଲେ।

ଏହା ପରେ ପରୀ ମାମଲା ର ସବିଶେଷ ତଥ୍ଯ ମାଗିଥିଲେ ସୀମା। ସେ ଫୋନ୍ କନ୍ଫରେନ୍ସ ରେ କହିଥିଲେ ଯେ ମା ତୁମେ ବ୍ୟସ୍ତ ହୁଅନା ପରୀ କୁ ନ୍ଯାୟ ମିଳିବ। ସୀମା ଙ୍କ ଏହି ପଦୋ ଟେ କଥା ପରୀ ମା ପାଇଁ ଯଥେଷ୍ଟ ଏବଂ ଏହି ଘଟଣା ପାଇଁ ସୀମା ଓଡ଼ିଶା ମୁଖ୍ଯ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଏହା ତାଙ୍କ ପାଇଁ ବହୁ ଲଜ୍ଜା ଜନକ ବୋଲି କହିଛନ୍ତି। ବର୍ତ୍ତମାନ ଅରୋଣ ବ୍ରୋଥା ବିଭ୍ରାନ୍ତି ରେ ପଡି ଯାଇଛନ୍ତି,କାରଣ ସେ ସରୋଜ କୁ ସାବାଳକ ବୋଲି କହିଥିଲେ କିନ୍ତୁ ବର୍ତ୍ତମାନ ଜଣା ପଡିଛି ସେ ନାବାଳକ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।