VastuTips – ଖରାପ ସମୟ ଆସିବା ପୁର୍ବରୁ ଭଗବନ ଦିଅନ୍ତି ଏହି ସଂକେତ ଜାଣନ୍ତୁ ସେହି ସଂକେତ ଗୁଡିକ କ’ଣ କ’ଣ ଓ ହୋଇଯାଆନ୍ତୁ ସତର୍କ ….

0

ଏବେ ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛୁ ଯାହାର ଜୀବନ୍ତ ଉଦାହରଣ ହେଉଛି ଆମ ବିଜ୍ଞାନ ର ଅଗ୍ରଗତି ଏବଂ ପ୍ରଯୁକ୍ତି ବିଦ୍ୟାର ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି । ମାତ୍ର ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଲୋକମାନେ ଏବେବି ଭଗବାନ ଙ୍କ ଉପରେ ଭରସା ରଖିଥାନ୍ତି କାରଣ ଏବେ ପର୍ଯ୍ୟନ୍ତ ବିଜ୍ଞାନ ଭଗବାନ ଙ୍କୁ ଜିତି ପାରିନାହିଁ ।ତେବେ ଲୋକମାନଙ୍କ ର ଭକ୍ତି ବି ମଧ୍ୟ କେବେ କେବେ ଭଗବାନ ବିବାସ କରିଦେଇଥାଏ ଏହି ମର୍ତ୍ତ୍ୟମଣ୍ଡଳ ଆସିବାକୁ ।ଆଉ ନିଜ ଭକ୍ତ କୁ ବିପଦ ରୁ ରକ୍ଷା କରିବା ପାଇଁ ସାହାଯ୍ୟ କରିଥାନ୍ତି।

ତେବେ ଆମର ପୁରାଣ ଶାସ୍ତ୍ର ଓ ଜ୍ଞାନୀ ଲୋକମାନ ଙ୍କର କହିବା ଅନୁସାରେ ଜଣେ ବ୍ୟକ୍ତି ଙ୍କ ଉପରକୁ ବିପଦ ଆସିବା ପୂର୍ବରୁ ଭଗବାନ କେତେକ ସଂକେତ ଦେଇଥାନ୍ତି ।ତେବେ ଆସନ୍ତୁ ଜାଣିବା ସେହି ସଂକେତ ଗୁଡ଼ିକ ବିଷୟରେ ଯାହା ଫଳରେ ଆପଣ ନିଜର ଖରାପ ସମୟ ଆସିବାକୁ ଯାଉଛି ବୋଲି ଜାଣିପାରିବେ ଓ ସତର୍କତା ଅବଲମ୍ବନ କରିବେ।

୧.ତୁଳସୀ ଗଛ :-

ତୁଳସୀ ଗଛ ବହୁତ ପବିତ୍ର ହୋଇଥାଏ ।ଏହା ପ୍ରାୟ ସମସ୍ତ ଙ୍କର ଘରେ ରହିଥାଏ। ତେବେ ଯେତେବେଳେ ତୁଳସୀ ଗଛ ଟି ଧୀରେ ଧୀରେ ଶୁଖିବାକୁ ଲାଗିଥାଏ ।ସେତେବେଳେ ଆପଣ ନିଶ୍ଚିତ ହୋଇଯାଆନ୍ତୁ ଯେ ଆପଣ ଙ୍କର ପରିବାର ଉପରକୁ କୌଣସି ନା କୌଣସି ବିପଦ ମାଡ଼ିଆସିଛି ଆଉ ସତର୍କ ରୁହନ୍ତୁ।

୨.ଦ୍ବାର ମୁହଁକୁ ଗାଈ ନ ଆସିବା :-

ଯେଉଁ ଘର ଉପରକୁ ଖରାପ ସମୟ ଆସୁଥାଏ ସେହି ଘର ର ଦୁଆର କୁ ଗାଈ ଆସନ୍ତି ନାହିଁ ।ଯେଉଁ ସବୁବେଳେ ଝଗଡା ଓ ପାଟିତୁଣ୍ଡ ହୋଇଥାଏ ତାହାର ଖାଇବା ଗାଈ ଗ୍ରହଣ କରନ୍ତି ନାହିଁ ।ତେଣୁ ଦୁଆର ଆଗକୁ ଗାଈ ନ ଆସିବା ବିପଦ ର ସଂକେତ କୁହାଯାଏ।

୩.ଘରର ଝାଡ଼ୁ:-

ଯଦି ଆପଣ ଘର ଝାଡୁ କରୁଥିବା ସମୟରେ ବାରମ୍ବାର ଆପଣ ଙ୍କ ହାତରୁ ଝାଡୁ ଖସିଯାଏ ବା ଏହାର ପତ୍ର ଛିଣ୍ଡି ଯାଏ ତାହେଲେ ସତର୍କ ହୋଇଯାଆନ୍ତୁ ।ଏବଂ ଏକ ନୂଆ ଝାଡ଼ୁ ଆଣି ତାହାକୁ ପୂଜା କରନ୍ତୁ।

୪.ହାତରୁ କ୍ଷୀର ପଡିଯିବା:-

ବାସ୍ତୁ ବଚନ ଅନୁସାରେ ,ଯଦି ଆପଣଙ୍କ ହାତରୁ କ୍ଷୀର ବା ଦହି ଖସିଯାଇ ତଳେ ପଡିଯାଉଛି ତାହେଲେ ଆପଣ ନିଶ୍ଚିତ ହୋଇଯାଆନ୍ତୁ କି କୌଣସି ନା କୌଣସି ବିପଦ ଆପଣ ଙ୍କ ଉପର କୁ ମାଡି ଆସୁଛି ଓ ସତର୍କ ହୋଇଯାଆନ୍ତୁ।

୫.ପକ୍ଷୀ ମରିବା:-

ଯଦି କୌଣସି ଦିନ କୌଣସି କାରଣ ରୁ ପକ୍ଷୀ ଟି ଆସି ଆପଣ ଙ୍କର ଘରର ଛାତ ବା ଘର ଉପରେ ମରି ପଡ଼ିଥାନ୍ତି । ଏହାର ଅର୍ଥ ଆପଣଙ୍କ ର ଖରାପ ସମୟ ଆସିବାକୁ ଯାଉଛି ।

୬.ପୂଜା ସମୟରେ ହାତରୁ ପୂଜାଥାଳି ଖସିଯିବା:-

ଯଦି ଯେବେ ଆପଣ ଭଗବାନ ଙ୍କୁ ପୂଜା କରିବା ସମୟରେ ହାତରୁ ପୂଜା ଥାଳି ଖସିଯାଏ ତ ଭାବନ୍ତୁ ନାହିଁ ଭଗବାନ ରାଗିଯାଇଛନ୍ତି ବୋଲି ବରଂ ସତର୍କ ହୋଇଯାଆନ୍ତୁ ଯେ ଭଗବାନ ଆପଣଙ୍କୁ ସଂକେତ ଦେଇଛନ୍ତି ବିପଦ ଆସୁଥିବା ନେଇ।

୭.ଘରର ପୁରୁଷ ମାନେ ରାଗିବା:-

 

ଯଦି କୌଣସି କାରଣ ରୁ ଘରେ ହଟାତ ଝଗଡା ହୋଇଥାଏ ଓ ପୁରୁଷ ମାନେ ଛୋଟ ଛୋଟ କଥାରେ ରାଗୁଥାନ୍ତି ତେବେ ନିଶ୍ଚିତ ରୁହନ୍ତୁ କି ଘର ଉପରକୁ ବିପଦ ଆସିଛି ବୋଲି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।