ଆସନ୍ତୁ ଜାଣିବା କୁନି ତାରା ତାରିଣୀ ଡବଲ୍ ରୋଲ୍ ପଛ ର ରହସ୍ୟ ବାସ୍ତବ ରେ ସେମାନେ ଦୁଇଜଣ ନା ଜଣେ ଚାଲନ୍ତୁ ଜାଣିବା ଏହା ପଛର ସତ୍ୟତା

0

ଆଜିର ସମୟ ରେ ସମସ୍ତେ ନିଜ ର କାମ କାର୍ଯ୍ୟ ସାରି ସାରିବା ପରେ ନିଜକୁ କ୍ଳାନ୍ତ ଅନୁଭବ କରିଥାନ୍ତି। ତେଣୁ କରି ଏହି କ୍ଳାନ୍ତି ରୁ ମୁକ୍ତି ପାଇବା ପାଇଁ ଆମେ ମନୋରଞ୍ଜନ କରିଥାଉ। ତେବେ ମନୋରଞ୍ଜନ ଅନେକ ପ୍ରକାର ର ହୋଇଥାଏ। ଯେମିତି କି ଟିଭି ଦେଖିବା, ମୋବାଇଲ୍ ରେ ଗେମ୍ ଖେଳିବା। ଏହିପରି ଆହୁରି ଅନେକ ଜିନିଷ ରହିଛି।

ସବୁ ଦିନେ ସନ୍ଧ୍ଯା ସମୟ ରେ ଆମେ ନିଜର ପୂରା ଦିନର କାମ ସାରି ଯେତେବେଳେ କ୍ଳାନ୍ତ ଅନୂଭବ କରୁ, ସେତେବେଳେ ଏଥିରୁ ମୁକ୍ତି ପାଇବା ପାଇଁ ମନୋରଞ୍ଜନ କରୁ। ତେବେ ପୁରୁଷ ମାନେ ଦିନ ର କାମ ସାରି ମନୋରଞ୍ଜନ ପାଇଁ ବାହାରକୁ ବୋଲିବା ପାଇଁ ଚାଲି ଯାଆନ୍ତି। କିନ୍ତୁ ମହିଳା ମାନେ ତ ସେହି ଘରେ ରୁହନ୍ତି। ସେମାନେ ବାହାର କୁ ବୁଲିବା ପାଇଁ ଯାଇ ପାରନ୍ତି ନାହିଁ,କାରଣ ସେମାନ ଙ୍କୁ ଘର ଲୋକ ଙ୍କ ପାଇଁ ଖାଇବା ପ୍ରସ୍ତୁତ କରିବା ପାଇଁ ପଡେ।

ତେଣୁକରି ନିଜର ମନୋରଞ୍ଜନ ପାଇଁ ଟିଭି ଦେଖିଥାନ୍ତି ଏବଂ ଟିଭି ରେ ବିଶେଷ କରି ସେମାନେ ସିରିୟଲ୍ ଦେଖିବାକୁ ପସନ୍ଦର କରିଥାନ୍ତି। ତେବେ ଆଜି କାଲି ର ଦୁନିଆ ରେ ଆମର ଟେକ୍ନୋଲୋଜି ବହୁତ ଡେଭଲପ କଲାଣି,ଯାହାଦ୍ବାରା ବର୍ତ୍ତମାନ ଅନେକ ଟିଭି ଚ୍ୟାନେଲ ମଧ୍ୟ ହେଲାଣି। ତେବେ ବର୍ତ୍ତମାନ ସମୟ ରେ ସବୁ ଚ୍ୟାନେଲ ନିଜକୁ ନମ୍ବର ଓ୍ଵାନ କରିବା ପାଇଁ ପ୍ରତିଦ୍ବନ୍ଦୀ ଚ୍ୟାନେଲ ଠାରୁ ଆହୁରି ଭଲ ଫିଲ୍ମ ଏବଂ ସିରିୟଲ୍ ସବୁକୁ ସୁଟିଂ କରୁଛନ୍ତି।

ତେବେ ଆଜି ଆମେ ଆପଣ ଙ୍କୁ ଓଡ଼ିଆ ସିରିୟଲ୍ ତାରା ତାରିଣୀ ବିଷୟ ରେ କହିବୁ। ଯେଉଁଥିରେ ଆମେ ଆପଣ ମାନଙ୍କୁ ଜଣେଇବୁ ଓଡିଆ ସିରିୟଲ୍ ର ତାରା ତାରିଣୀ ରେ ଡବଲ୍ ରୋଲ୍ କରୁଥିବା କୁନି ଝିଅ ବିଷୟ ରେ। କଣ ରହିଛି ଏହି ଡବଲ୍ ରୋଲ୍ ପଛ ର ରହସ୍ୟ ,ଜଣେ ନା ଦୁଇଜଣ ଏହି କୁନି ଝିଅ।

ଆପଣ ମାନେ ତ ତାରା ତାରିଣୀ ସିରିୟଲ୍ ର ଡବଲ୍ ରୋଲ୍ କରୁଥିବା ତାରା ତାରିଣୀ ଏବଂ ସେମାନେ ଙ୍କ ର ଆକ୍ଟିଙ କୁ ବହୁତ ଭଲ ପାଆନ୍ତି। ତାରା ଏବଂ ତାରିଣୀ ଦୁହେଁ ଦେଖିବା ପାଇଁ ଏକା ହୋଇଥିଲେ ମଧ୍ଯ। ବାସ୍ତବ ରେ ସେ ଜଣେ,ଖାଲି ତାରା ତାରିଣୀ ନୁହଁ ଏମିତି ଆହୁରି ଅନେକ ସିରିୟଲ୍ ବା ଚଳଚ୍ଚିତ୍ର ରେ ଡବଲ୍ ରୋଲ୍ ଦେଖିବା ପାଇଁ ପାଇଥାଉ।କାରଣ ବର୍ତ୍ତମାନ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରି କମ୍ପ୍ୟୁଟର, ଲ୍ୟାପଟପ ଏବଂ ବିଭିନ୍ନ ଏଡିଟିଂ ସଫ୍ଟୱେୟାର୍ ମାଧ୍ୟମ ରେ ଜଣ କୁ ଦୁଇଜଣ ରୁପ ରେ ଦେଖାଯାଇ ପାରୁଛି।

ତାରା ତାରିଣୀ ର ସିରିୟଲ୍ ରେ ଆକଟିଙ୍ କରୁଥିବା କୁନି ଝିଅ ଜଣେ ନୁହଁ ବରଂ ଦୁଇଜଣ ଅଟନ୍ତି,ଯାହାକି କମ୍ପ୍ୟୁଟର ମାଧ୍ୟମ ରେ ଦୁଇଜଣ ଙ୍କୁ ଗୋଟିଏ ଚେହେରା ରେ ଦର୍ଶା ଯାଇଥାଏ,କିନ୍ତୁ ଏଠାରେ ଦୁଇଜଣ ଙ୍କ ସ୍ୱର କୁ ନିଜେ କୁନି ତାରିଣୀ ଦେଇଥାନ୍ତି। ତେବେ ଏଥିରୁ ଜଣା ପଡିଲା ଯେ ତାରା ତାରିଣୀ ଭୂମିକା ରେ ଅଭିନୟ କରୁଥିବା କୁନି ଝିଅ ଦୁଇଜଣ ନୁହଁ ବରଂ ଜଣେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।