ଆଶ୍ଚର୍ଯ୍ୟ ଘଟଣା – ୧୦ ଦିନ ପ୍ରେମ କରିବା ପରେ ଯୁବତୀ ସହ ଯାହା ଘଟିଲା, ଆପଣ ଜାଣିଲେ ହୋସ ଉଡିଯିବ !!

0

ବର୍ତ୍ତମାନର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା । ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ । ଏବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ରେ ରହିବା ମଧ୍ୟ ଏକ ସାମାନ୍ୟ କଥା ହୋଇଗଲାଣି। ତେବେ ଆମେ ଆଜି ଆପଣଙ୍କୁ ଜଣେଇବୁ ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଯାହା ଜାଣିଲା ପରେ ଆପଣ ଲଜ୍ୟା ଅନୁଭବ କରିବା ସହ ଦୁଃଖ ପ୍ରକାଶ ମଧ୍ୟ କରିବେ ।


ଉଲେକ୍ଷ୍ୟଯୋଗ୍ୟ ଯେ , ବର୍ତ୍ତମାନର ପ୍ରେମୀ ଯୁଗଳ ମାନେ ନିଜର କାମନା କୁ ପୁରା କରିବା ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ତେବେ ଏହା ପାଇଁ ସେମାନେ ବହୁ ଅସୁବିଧା ର ସମୁଖୀନ ମଧ୍ୟ ହେଉଛନ୍ତି ଏହାର କୌଣସି ସନ୍ଦେହ ନାହିଁ । ତେବେ ଏମିତି ଏକ ଅତ୍ୟନ୍ତ ମର୍ମାହତ ପ୍ରେମ କାହାଣୀ ଉପରେ ଆମେ ଆଜି ଆପଣଙ୍କୁ ଜାଣେଇବୁ ।ତେବେ ଏହି ପ୍ରେମ ସମ୍ପର୍କ ଟି ଆରମ୍ଭ ହୋଇଥିଲା ଇଣ୍ଟରନେଟ ମାଧ୍ୟମ ରେ । ପରସ୍ପର କୁ ଜାଣିନଥିବା ଜଣେ ଯୁବକ ଏବଂ ଯୁବତୀ ସୋସିଆଲ ମିଡ଼ିଆ ମାଧ୍ୟମରେ ଦୁହିଁଙ୍କୁ ଭେଟିଥିଲେ । ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆଉ ତା ପରେ ଦୁହେଁ ପ୍ରେମ ସମ୍ପର୍କ ରେ ବାନ୍ଧି ହୋଇଯାଇଥିଲେ । ମାତ୍ର ଝିଅ ଟି ଜାଣିନଥିଲା କି ମାତ୍ର ୧୦ ଦିନର ପ୍ରେମ ପାଇଁ ତାକୁ ଦିନେ ନିଜର ଜୀବନ ଦେବାକୁ ହେବ ବୋଲି ।


ଏହିପରି ଭାବରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଧୀରେ ଧୀରେ ଗଭୀର ହେବାକୁ ଲାଗିଲା ଆଉ ଯୁବକ ଜଣଙ୍କ ନିଜର ପ୍ରେମିକା ଠାରୁ ଶାରୀରିକ ସୁଖ ଆଶା ରଖିଥିଲେ । ଯେବେ ଝିଅ ଟିକୁ ସେହି ଯୁବକ ଜଣକ ଭେଟିଥିଲେ ସେତେବେଳେ ତାଙ୍କୁ ଶାରୀରିକ ସମ୍ବନ୍ଧରେ ରଖିବାକୁ କହିଥିଲେ ।ମାତ୍ର ଝିଅ ଟି ଏଥିରେ ରାଜି ହୋଇନଥିଲେ ଏବଂ କହିଥିଲେ କି ବିବାହ ପୂର୍ବରୁ ସେକ୍ସ କରିବା ଠିକ ନୁହେଁ ବୋଲି । କିନ୍ତୁ ପୁଅ ଟି ଏଥିରେ ବହୁତ ରାଗିଯାଇଥିଲା ଏବଂ ତା ସହ କଥା ବାର୍ତା ବନ୍ଦ କରିବା ସହ ଭିନ୍ନ ଭିନ୍ନ ନାଟକ ଦେଖିବାକୁ ଲାଗିଲା ।ଫଳରେ ଝିଅ ଟି ନିଜର ପ୍ରେମ ପାଇଁ ସେହି ପୁଅ ଟିର କଥା ରେ ରାଜି ହୋଇଥିଲା । ଏବଂ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ଅବ୍ୟାଧ୍ୟ ଶାରୀରିକ ସମ୍ପର୍କ ।


ମାତ୍ର ଏହି ଅବ୍ୟାଧ୍ୟ ଶାରୀରିକ ସମ୍ପର୍କ ଫଳରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଯାଇଥିଲେ । ଆଉ ଯେତେବେଳେ ସେ ନିଜର ପ୍ରେମିକ କୁ ଏ ବିଷୟରେ ଜଣେଇଥିଲେ ସେତେବେଳେ ଯୁବକ ଜଣକ ସେହି ଝିଅ ଟୀକୁ ବହୁତ ଖରାପ ଭାଷାରେ ଗାଳି କରିବା ସହ ଛୁଆ ଟି ତାର ନୁହେଁ ଅନ୍ୟ କାହାର ବୋଲି କହି ତା ସହ କଥା ହେବା ବନ୍ଦ କରିଦେଇଥିଲା । ଏହାପରେ ଝିଅ ଟି କଣ କରିବ ନଜାଣିପାରି ଶେଷରେ ଆତ୍ମହତ୍ୟା କରିଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।