vashikaran odia – ପ୍ରେମ କରୁଥିବା ଝିଅ କୁ ସବୁଦିନ ପାଇଁ ନିଜ ବଶ ରେ କରିବାକୁ ଚାହୁଁଛନ୍ତି କି ମାତ୍ର ଗୋଟିଏ ଗୁଜୁରାତି ରେ କରନ୍ତୁ ଏହି ଉପାୟ ସପ୍ତାହ ରେ ଝିଅ ଆପଣଙ୍କ ର

0

ପ୍ରେମ ଅନ୍ଧ ହୋଇଥାଏ ।ଏହା ଏକ ଏମିତି ରୋଗ ଯାହା କେବେବି କାହାକୁ ବି ହୋଇପାରେ । ପ୍ରେମ ର କୌଣସି ରଙ୍ଗ ନାହିଁ , କି ଧନୀ ଗରିବ ର ଫରକ ନାହିଁ , ଏହା ଜାତି , ଧର୍ମ , ବର୍ଣ୍ଣ ,ଜନ୍ମ କିଛି ବି ଦେଖେ ନାହିଁ ବାସ ହୋଇଯାଇଥାଏ । ମାତ୍ର ଆମ ସାମଜ ଏହି ବର୍ଣ୍ଣହୀନ , ଜାତିହୀନ ଏବଂ ଧର୍ମହୀନ ପ୍ରେମ କୁ ବୁଝିନଥାଏ । ଏହି ସାମଜ ଏହାକୁ ଅତି ଘୃଣ୍ୟ ଦୁଷ୍ଟି ରେ ଦେଖିଥାଏ । କିନ୍ତୁ ପ୍ରେମ ରେ ପଡିଥିବା ଲୋକ ଏହି କଥାକୁ ବୁଝିପାରନ୍ତି ନାହିଁ ।ସେମାନେ ନିଜ ପ୍ରେମ କୁ ପାଇବା ପାଇଁ ନିଜ ଭଲପାଇବା ସହ ସାରା ଜୀବନ ରହିବା ପାଇଁ କିଛି ବି କରିବାକୁ ପାଛଘୁଞ୍ଚା ଦିଅନ୍ତି ନାହିଁ।

ତେବେ ସେମାନେ ନିଜ ପ୍ରେମ କୁ ପାଇବା ପାଇଁ କେବେ କେବେ ବହୁତ ଭୁଲ କରିବସିଥାନ୍ତି ଯାହା ଫଳରେ ଭବିଷ୍ୟତ ରେ ସେମାନ ଙ୍କୁ ବହୁତ ପସ୍ତେଇବାକୁ ହୋଇଥାଏ । କିନ୍ତୁ ଏହି ପୋଷ୍ଟ ମଧ୍ୟମରେ ଆମେ ଆଜି ଆପଣ ଙ୍କୁ ଏମିତି ଏକ ସହଜ ଉପାୟ ବିଷୟରେ ଜଣେଇବାକୁ ଯାଉଛୁ ଯାହା କରିବା ଦ୍ବାରା ଆପଣ ସବୁଦିନ ପାଇଁ ନିଜ ପ୍ରେମ କୁ ପାଇପାରିବେ ।ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ:-

ଯଦି ଆପଣ ଭଲପାଉଥିବା ଝିଅ ଟୀକୁ ସବୁଦିନ ପାଇଁ ନିଜର ବଶ ରେ କରିବାକୁ ଚାହୁଁଛନ୍ତି ତ ଏହି ଉପୟା ଟି କରନ୍ତୁ।ଏହି ଉପାୟ ଟୀକୁ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ହେଉଛି
୧. ଗୋଟିଏ ଗୁଜୁରାତି
୨.ଲାଲ ସୂତା
୩.ଧଳା କାଗଜ ଓ
୪.ମାର୍କର

କିପରି କରିବେ ଏହି ଉପୟା:-

ଏହି ଉପାୟ ଟୀକୁ ଆପଣ କୌଣସି ବି ଦିନ କେଉଁ ବି ସମୟରେ କରିପାରିବେ। ତେବେ ପ୍ରଥମେ ଏକ ଧଳା କାଗଜ ନିଅନ୍ତୁ ଏବଂ ସେଥିରେ ଆପଣ ଭଲପାଉ ଥିବା ଝିଅ ର ନାମ କୁ ଲେଖନ୍ତୁ ଓ ନାମ ତଳକୁ ବଶଂ ଲେଖି ନିଅନ୍ତୁ। ଏବଂ ଏହି କାଗଜ ଟୀକୁ ୪ ଭାଙ୍ଗ କରି ମୋଡି ଦିଅନ୍ତୁ। ବର୍ତ୍ତମାନ ସେହି ଭାଙ୍ଗି ଥିବା କାଗଜ ଉପରେ ଗୋଟିଏ ଗୁଜୁରାତି ରଖନ୍ତୁ ଓ ଲାଲ ସୂତା ସାହାଯ୍ୟ ରେ ତାକୁ ଭଲଭାବରେ ବାନ୍ଧି ନିଅନ୍ତୁ।

ବର୍ତ୍ତମାନ ଆପଣ ସେହି ସୂତା ବନ୍ଧା ଗୁଜୁରାତି କୁ ଆଣି ନିଜ ବାମ ହାତ ରେ ବାନ୍ଧି ନିଅନ୍ତୁ। ନିଜ ବାମ ହାତରେ ବାନ୍ଧିବା ପରେ ପୁଣି ଥିରେ ସେହି ଝିଅ ଟିର ଚେହେରା କୁ ନିଜ ଆଖି ଆଗକୁ ଆଣିବାକୁ ଚେଷ୍ଟା କରନ୍ତୁ ଏବଂ ତା କଥା ଭାବନ୍ତୁ। ସେହି ଝିଅ କଥା ଭାବିବା ବେଳେ ଏହି ମନ୍ତ୍ର ଟୀକୁ ୨୧ ଥର ଧ୍ୟାନ ରେ ଜୋପ କରନ୍ତୁ।ତେବେ ମନ୍ତ୍ର ଟି ହେଉଛି

“ଓଁ କାମୁକ ମୋହିନୀ ଫଟ ବଶଂ”

ତେବେ ଏହା କରିସାରିବା ପରେ ଆପଣ ଏହି ସୁତା ଟୀକୁ ୩ ଦିନ ପର୍ଯ୍ୟନ୍ତ ହାତରେ ବାନ୍ଧି ରଖନ୍ତୁ ଓ ଚତୁର୍ଥ ଦିନ ଏହାକୁ ବାହାର କରିନିଅନ୍ତୁ। ଦେଖିବେ ପଞ୍ଚମ ଦିନ ଝିଅ ଆପଣଙ୍କ ପାଖକୁ ଆସିଯିବ ଆଉ ଆପଣଙ୍କୁ ଭଲପାଏ ବୋଲି କହିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।