ସତ ପ୍ରମାଣିତ ହେଲା ଅଚ୍ୟୁତଙ୍କର ଭବିଷ୍ୟବାଣୀ ଯାହା କହିଥିଲେ ଓଡ଼ିଶା ରାଜନୀତି ଉପରେ ତାହା ହିଁ ଘଟିଲା ସମୟ ଚକ୍ର ରେ ଜାଣନ୍ତୁ କଣ କହିଥିଲେ ସେ ଓଡିଶା ରାଜନୀତି ଉପରେ

0

ସାଧାରଣ ଭାବରେ କହିବା କୁ ଗଲେ ଆମର ପୂର୍ବପୁରୁଷ ମାନେ ନିଜର ଜ୍ଞାନ ଓ ଦୂର ଦୁର୍ଷ୍ଟି ଦ୍ବାରା ସେମାନେ ସାରା ବିଶ୍ୱ ଉପରେ କେତେକ ଭବିଷ୍ୟ ବାଣୀ କରିଥିଲେ । ଯାହାକୁ କି ଆମେ ମାଳିକା ଵଚନ ବୋଲି ମଧ୍ୟ କହୁଛୁ ।ତେବେ ପୂର୍ବରୁ ଲୋକ ମାନେ ପୁର୍ବ ପୁରୁଷ ତଥା ମାଳିକା ବଚନ ଉପରେ ବିଶ୍ୱାସ କରୁନଥିଲେ ।

ସେମାନେ ଭାବୁଥିଲେ ଏହା ଜ୍ଞାନ ଲୋକମାନ ଙ୍କର ଏକ ପରିକଳ୍ପନା ବୋଲି ।କିନ୍ତୁ ୨୦୨୦ ମସିହାରେ ମାଳିକା ବଚନ ରେ ଲିଖିତ ହୋଇଥିବା କରନା ଭୁତାଣୁ ର କଥା ସତ ରେ ପ୍ରକାଶିତ ହେବା ପରେ ତଥା ସାରା ବିଶ୍ୱ ଏହି ମାରାତ୍ମକ ମହାମାରୀ ର ଶିକାର ହେବା ପରେ ଆମେ ସମସ୍ତେ ଏହାକୁ ବିଶ୍ୱାସ କରୁଛନ୍ତି ଏବଂ ଆଗତ ଭବିଷ୍ୟତ ଉପରେ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ।

ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ଭବିଷ୍ୟ ବାଣୀ ରେ ସାରା ବିଶ୍ଵ ର ରାଜନୈତିକ ପରିସ୍ଥିତି କଣ ହେବା କୁ ଯାଉଛି ବୋଲି ଜଣେଇଛନ୍ତି। ତେବେ ସେ କେବଳ ବିଶ୍ୱ ରାଜନୀତି ବିଷୟରେ କହିନାହାନ୍ତି ବରଂ ଭାରତ ର ତଥା ଓଡ଼ିଶାର ରାଜନୀତି ଉପରେ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି ।ତେବେ ଆସନ୍ତୁ ଜାଣିବା କଣ ଭବିଷ୍ୟବାଣୀ କରିଛନ୍ତି ଅଚ୍ୟୁତାନନ୍ଦ ତାଙ୍କର ଲିଖନୀ ରେ ।

ଉଲ୍ଲେଖ ଯୋଗ୍ୟ ଯେ , ୧୯୯୬ ମସିହାରେ ଭାରତ ର ରାଜନୀତି ବିଷୟରେ ମଧ୍ୟ ଅଚ୍ୟୁତାନନ୍ଦ ପୂର୍ବରୁ କହିଥିଲେ।ସେ ତାଙ୍କର ଭବିଷ୍ୟବାଣୀ ରେ କହିଥିଲେ ଯେ ,ଅଳ୍ପ ଦିନ ପାଇଁ ବ୍ରାହ୍ମଣ ରାଜା ରାଜ୍ୟ ର ପ୍ରଜା ମାନଙ୍କୁ ପାଳନ କରିବ ଏବଂ ମାତ୍ର ୧୩ ଦିନରେ ତାଙ୍କର ରାଜୁତି ଶେଷ ହୋଇଯିବ ।ଆଉ ଠିକ ସେହିପରି ହୋଇଥିଲା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀଙ୍କ ସମୟରେ ।

ସେ ମାତ୍ର ୧୩, ଦିନ ପାଇଁ ଭାରତ ର ରାଜନୀତି ଭାର ଗ୍ରହଣ କରିଥିଲେ ୧୯୯୬ ମସିହାରେ ।ତେବେ ଅଚ୍ୟୁତାନନ୍ଦ କେବଳ ଭାରତ ର ରାଜନୈତିକ ପରିସ୍ଥିତି ବିଷୟରେ କହି ନଥିଲେ ବରଂ ସେ ଓଡ଼ିଶାର ରାଜନୀତି ଉପରେ ମଧ୍ୟ ଭବିଷ୍ୟବାଣୀ କରିଥିଲେ ଆଉ ଯାହାକି ସତ ରେ ମଧ୍ୟ ପ୍ରମାଣିତ ହୋଇସାରିଛି ।ତେବେ ଆସନ୍ତୁ ଜାଣିବା ଓଡ଼ିଶାର ରାଜନୀତି ବିଷୟରେ ସେ କଣ କହିଛନ୍ତି ବୋଲି।

ଓଡ଼ିଶାର ରାଜନୀତି କୁ ନେଇ ଅଚ୍ୟୁତାନନ୍ଦ ମାଳିକା ରେ କହିଥିଲେ ଯେ, ଏମିତି ଜଣେ ରାଜନୀତିଜ୍ଞ ଆସିବେ ଯେ କି ଓଡ଼ିଶାର ରାଜା ଭାବରେ କିଛି ଦିନ ପର୍ଯ୍ୟନ୍ତ ରାଜୁତି କରିବେ ଆଉ ଲୋକମାନ ଙ୍କର ପ୍ରିୟ ହେବେ। ନିଜର ଆଗତ ,ଭବିଷ୍ୟତ ଉପରେ କିଛି ଜଣେଇବେ ନାହିଁ । ଏବଂ ତାଙ୍କର ଶେଷ ସମୟ ତଥା ମୃତ୍ୟୁ ସମୟ ବେଳକୁ ବିଦେଶ ରେ ଥିବା ତାଙ୍କର ଯୋଗ୍ୟ ପୁତ୍ର ଓଡ଼ିଶାର ଶାସନ ଭାର କୁ ଗ୍ରହଣ କରିବେ ଓ ବିଶ୍ୱ ର ସର୍ବଶ୍ରେଷ୍ଠ ଶାସକ ଭାବରେ ପରିଚିତ ହେବେ ।ଆଜ୍ଞା ଏହା ମଧ୍ୟ ସତ୍ୟ ହୋଇଲା ,

ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କର ଶେଷ ସମୟ ବେଳକୁ ବିଦେଶ ରେ ରହୁଥିବା ଯୋଗ୍ୟ ସଂତାନ ଶ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାର ଶାସକ ହେଲେ ଏବଂ ବର୍ତ୍ତମାନ ବିଶ୍ୱ ର ନମ୍ବର ୧ ମୁଖ୍ୟମନ୍ତ୍ରୀ ଅଟନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।