ଦେଖନ୍ତୁ ଭିଡିଓ – ଆଳତି ସମୟ ରେ ଜୀବନ୍ତ ହେଲେ ମା କାଳୀ ହାତ ଟେକି ଦେଲେ ଆଶୀର୍ବାଦ, ମା କାଳୀ ଙ୍କର ଏହି ଅଦ୍ଭୁତ ଭିଡିଓ ନିଶ୍ଚୟ ଦେଖନ୍ତୁ…

0

ଏବେ ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛୁ ଯାହାର ଜୀବନ୍ତ ଉଦାହରଣ ହେଉଛି ଆମ ବିଜ୍ଞାନ ର ଅଗ୍ରଗତି ଏବଂ ପ୍ରଯୁକ୍ତି ବିଦ୍ୟାର ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି । ମାତ୍ର ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଲୋକମାନେ ଏବେବି ଭଗବାନ ଙ୍କ ଉପରେ ଭରସା ରଖିଥାନ୍ତି କାରଣ ଏବେ ପର୍ଯ୍ୟନ୍ତ ବିଜ୍ଞାନ ଭଗବାନ ଙ୍କୁ ଜିତି ପାରିନାହିଁ ।

ତେବେ ଲୋକମାନଙ୍କ ର ଭକ୍ତି ବି ମଧ୍ୟ କେବେ କେବେ ଭଗବାନ ବିବାସ କରିଦେଇଥାଏ ଏହି ମର୍ତ୍ତ୍ୟମଣ୍ଡଳ ଆସିବାକୁ ।ତେବେ ଏହି ପରି ଏକ ଆଶ୍ଚର୍ଯ୍ୟ ଜନକ ଏବଂ ଚମତ୍କାର ଘଟଣା ବିଷୟରେ ଆମେ ଆପଣଙ୍କୁ ଜାଣେଇବୁ ।

ଲୋକମାନେ ବିଶ୍ୱାସ ରଖିନ୍ତି ଯେ , ମାତା କାଳୀ ବହୁତ ଶୀଘ୍ର ନିଜ ଭକ୍ତ ଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ଏବଂ ବେଳେ ବେଳେ ଆବିର୍ଭାବ ମଧ୍ୟ ହୋଇଥାନ୍ତି ।ତେବେ ସୂଚନାଯୋଗ୍ୟ ଯେ , ଏହି କାଳୀ ପୂଜାରେ ଗୋଟିଏ ମଣ୍ଡପ ରେ ମାତା କାଳୀ ଙ୍କ ର ପୂଜା ଅର୍ଚ୍ଚନା ହେଉଥିବା ସମୟରେ ଏକ ବିସ୍ମୟକର ଘଟଣା ଘଟିଛି ଯାହା ଜଣିଲେ ଆପଣ ବି ଚକିତ ହୋଇଯିବେ ଏବଂ ବିଶ୍ୱାସ ମଧ୍ୟ କରିପାରିବେ ନାହିଁ ।ତେବେ ଘଟଣା ଟି ହେଉଛି ଚଳିତ ବର୍ଷ ର କାଳୀ ପୂଜାରେ ।

ଗୋଟିଏ ମଣ୍ଡପ ରେ ଦେବି କାଳୀ ଙ୍କ ର ପୂଜାର ଆଳତୀ ହେଉଥିବା ସମୟରେ ହଟାତ ମା କାଳୀ ଙ୍କ ର ମୂର୍ତ୍ତି ଟି ଜୀବନ୍ତ ହୋଇଯାଇଥିଲା । ସେହି ପୂଜା ମଣ୍ଡପ ରେ ଉପସ୍ଥିତ ସମସ୍ତ ବ୍ରାହ୍ମଣ ଓ ଲୋକମାନେ ଏହା ଦେଖି ପ୍ରଥମେ ନିଜକୁ ବିଶ୍ୱାସ କରିପାରିନଥିଲେ ହେଁ ଏହା ଏକ ବାସ୍ତବିକ ଘଟଣା ଥିଲା । ଯାହାକୁ ଜଣେ ବ୍ୟକ୍ତି ନିଜ ମୋବାଇଲ କ୍ୟାମେରା ରେ କ୍ୟାପଚର କରିଥିଲେ ।

ତେବେ ଉଲ୍ଲେଖ କରାଯାଇଛି ଯେ , ମାତା କାଳୀ ଙ୍କର ପୂଜା ସମୟରେ ସେହି ପୂଜା ମଣ୍ଡପ ପରେ ଭକ୍ତ ମାନଙ୍କର ବହୁତ ଭିଡ଼ ଥିଲା, ଯଦିଓ ପୂଜାର୍ଚ୍ଚନା ତଥା ଆଳତୀ ସମୟରେ କ୍ୟାମେରା ଅନ କରିବା ନିଷେଧ ରହିଥାଏ କିନ୍ତୁ ଏହି ପୂଜା ମଣ୍ଡପ ପ୍ରବଳ ଭିଡ଼ ହୋଇଥିବାରୁ ଏହି ବ୍ୟକ୍ତି ଜଣକ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା କୁ ନିଜ ମୋବାଇଲ ରେ ରେକର୍ଡ କରିଥିଲେ । ଏବଂ ଏହା ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ପୂଜା ସମୟରେ ମାତା କାଳୀଙ୍କର ମୂର୍ତ୍ତି ଏକ ଜୀବନ୍ତ ଠାକୁର ରୂପେ ଆବିର୍ଭାବ ହେବା ଏକ ଅଭାବନୀୟ ଓ ଚମତ୍କାର ଘଟଣା ହୋଇଥିଲେ ମଧ୍ୟ ଏହା ସତ୍ୟ ବୋଲି ଜଣା ପଡ଼ିଛି । ତେବେ ସୋସିଆଲ ମିଡ଼ିଆର ଭାଇରଲ ହୋଇଥିବା ରେକଡିଙ୍ଗ କୁ ଦେଖିଲେ ଏମିତି ଲାଗୁଛି ଯେମିତି ମାତା କାଳୀ ନିଜର ଭକ୍ତ କୁ ହାତ ବଢ଼ାଇ ଆଶୀର୍ବାଦ ଦେଉଛନ୍ତି ।ଦେଖା ଯାଇଛି ଯେ,ଜଣେ ଭକ୍ତ ମା ଙ୍କ ପାଖରେ ହାତ ବଢ଼ାଇ ତାଙ୍କର ଆଶୀର୍ବାଦ ପାର୍ଥନା କରୁଥିବା ବେଳେ ମା ନିଜେ ତାଙ୍କୁ ହାତ ବଢ଼ାଇ ଆଶୀର୍ବାଦ ଦେଇଛନ୍ତି। ଯାହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାର ଲାଗିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।