ଦେଖନ୍ତୁ ଭିଡିଓ – ସୋସିଆଲ ମିଡିଆରେ ଭାଇରାଲ୍ ହେଲା ତାରା ତାରିଣୀ ସିରିଏଲ୍ ର ତନୁଜା ଙ୍କ ଏଭଳି ଡ୍ୟାନ୍ସ ସେୟାର ହେବାରେ ଲାଗିଛି

0

ଆଜିର ସମୟରେ ସମସ୍ତେ ନିଜ ର କାମ ସାରିବା ପରେ ନିଜକୁ କ୍ଳାନ୍ତ ଅନୁଭବ କରିଥାନ୍ତି,ତେଣୁ ଏହି କ୍ଳାନ୍ତି ରୁ ମୁକ୍ତି ପାଇବା ପାଇଁ ଆମେ ମନୋରଞ୍ଜନ କରିଥାଉ। ତେବେ ମନୋରଞ୍ଜନ ଅନେକ ପ୍ରକାର ର ହୋଇଥାଏ ଯେମିତି କି ଟିଭି ଦେଖିବା, ମୋବାଇଲ୍ ରେ ଗେମ୍ ଖେଳିବା, ଏହିପରି ଆହୁରି ଅନେକ ଜିନିଷ ରହିଛି। ସବୁ ଦିନେ ସନ୍ଧ୍ଯା ସମୟରେ ଆମେ ନିଜର ପୂରା ଦିନର କାମ ସାରି ଯେତେବେଳେ କ୍ଳାନ୍ତ ଅନୂଭବ କରୁ,

ସେତେବେଳେ ଏଥିରୁ ମୁକ୍ତି ପାଇବା ପାଇଁ ମନୋରଞ୍ଜନ କରୁ। ତେବେ ପୁରୁଷ ମାନେ ଦିନ ର କାମ ସାରି ମନୋରଞ୍ଜନ ପାଇଁ ବାହାରକୁ ବୁଲିବା ପାଇଁ ଚାଲି ଯାଆନ୍ତି,କିନ୍ତୁ ମହିଳା ମାନେ ତ ସେହି ଘରେ ରୁହନ୍ତି। ସେମାନେ ବାହାରକୁ ବୁଲିବା ପାଇଁ ଯାଇ ପାରନ୍ତି ନାହିଁ,କାରଣ ସେମାନ ଙ୍କୁ ଘର ଲୋକ ଙ୍କ ପାଇଁ ଖାଇବା ପ୍ରସ୍ତୁତ କରିବା ପାଇଁ ପଡେ।

ତେଣୁକରି ନିଜର ମନୋରଞ୍ଜନ ପାଇଁ ଟିଭି ଦେଖିଥାନ୍ତି ଏବଂ ଟିଭି ରେ ବିଶେଷ କରି ସେମାନେ ସିରିୟଲ୍ ଦେଖିବାକୁ ପସନ୍ଦ କରିଥାନ୍ତି। ତେବେ ଆଜି କାଲି ର ଦୁନିଆରେ ଆମର ଟେକ୍ନୋଲୋଜି ବହୁତ ଡେଭଲପ କଲାଣି,ଯାହାଦ୍ବାରା ବର୍ତ୍ତମାନ ଅନେକ ଟିଭି ଚ୍ୟାନେଲ ମଧ୍ଯ ହେଲାଣି।

ତେବେ ବର୍ତ୍ତମାନ ସମୟ ରେ ସବୁ ଚ୍ୟାନେଲ ନିଜକୁ ନମ୍ବର ଓ୍ଵାନ କରିବା ପାଇଁ ପ୍ରତିଦ୍ବନ୍ଦୀ ଚ୍ୟାନେଲ ଠାରୁ ଆହୁରି ଭଲ ଫିଲ୍ମ ଏବଂ ସିରିୟଲ୍ ସବୁକୁ ସୁଟିଂ କରୁଛନ୍ତି। ଆପଣ ମାନେ ତାର ତାରିଣୀ ସିରିଏଲ ବିଷୟରେ ଜାଣିଥିବେ। ସିରିଏଲ୍ ଟି ପାରିବାରିକ ଅଟେ,ଏଥିରେ ମୁଖ୍ୟ ନାୟିକା ଲିପି ଙ୍କୁ ଦେଖିବାକୁ ମିଳିଛି।

ଖୁବ୍ ସୁନ୍ଦର ଅଭିନୟ କରି ଦର୍ଶକ ଙ୍କ ମନ କିଣି ପାରିଛନ୍ତି। ଏହା ତରଙ୍ଗ ରେ ପ୍ରସାରିତ ହେଉଛି। ତେବେ ଆଜି ଆମେ ଆପଣ ଙ୍କୁ ଓଡ଼ିଆ ସିରିୟଲ୍ ତାରା ତାରିଣୀ ର ତନୁଜା ଙ୍କ ବିଷୟ ରେ କହିବୁ। ତେବେ ଏଥିରେ ତରଣି ଙ୍କ ସାନ ଯା ଭାବରେ ଅଭିନୟ କରୁଛନ୍ତି। ଶାନ୍ତ ସ୍ଵଭାବ ର ଚରିତ୍ର ପାଇଛନ୍ତି ଏଥିରେ, ସେ ତାଙ୍କ ରିଅଲ ଲାଇଫ ରେ ଭାରି ନଟଖଟି,ବିନ୍ଦାସ ରହିବାକୁ ବେଶ ପସନ୍ଦ କରନ୍ତି। ସୋସିଆଲ ମଡିଆରେ ସମୟ ବିତାଇବା କୁ ପସନ୍ଦ କରିଥାନ୍ତି। ଛୋଟ ଛୋଟ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି।

ତେବେ ନିକଟ ରେ ସେ ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ଏକ ହଟ୍ ଡାନସ କରି ପୋଷ୍ଟ କରୁଛନ୍ତି। ଦର୍ଶକ ମାନେ ତାଙ୍କ ତାଳ ରେ ଝୁମିଛନ୍ତି , ବେଶ୍ ଭଲ ପାଇବା ସାଉଁଟି ପାରିଛନ୍ତି ସେହି ଭିଡିଓ ରେ। ଲାଇକ ଓ କମେଣ୍ଟ୍ ରେ ଭରି ପଡିଛି ଭିଡ଼ିଓ ଟି। ତେବେ ଅଭିନୟ ରେ ଯେତିକି ନିପୁଣ ଦ୍ୟାଂଶ ରେ ମଧ୍ୟ ସେତିକି ନିପୁଣ। ଅଭିନୟ ଦ୍ୱାରା ଖୁବ୍ କମ୍ ଦିନ ରେ ପ୍ରଶଂସା ସାଉଁଟି ପାରି ଛନ୍ତି ସେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।