Dr Suvendu Narayan Mishra – ମହିଳା ଏବଂ ପୁରୁଷଙ୍କ ଯୌନ ସମସ୍ୟା ହେଉଥିଲେ ଜାଣନ୍ତୁ ଏହାଠାରୁ ରକ୍ଷା କିପରି ପାଇବେ

0

ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।

କିନ୍ତୁ କେବେ କେବେ ପାରିବାରିକ ତଥା ନିଜସ୍ଵ ସମସ୍ୟା କୁ ନେଇ ବହୁତ ସ୍ତ୍ରୀ ଓ ପୁରୁଷ ମନେ ଦୀର୍ଘଦିନ ଧରି ପରସ୍ପରଠୁ ଦୁରେଇ ଯାଆନ୍ତି ଏବଂ ଶାରୀରିକ ସମ୍ପର୍କରେ (ସେକ୍ସ) ରୁହନ୍ତି ନାହିଁ ।ନିଜ ସାଥୀ ଠାରୁ ସର୍ବଦା ଦୂରରେ ରହିବା ଏବଂ ପରସ୍ପର ସହ ଝଗଡା ଏବଂ ପାରିବାରିକ ସମସ୍ୟା କାରଣରୁ ସେମାନଙ୍କର ଶାରୀରିକ ସମ୍ପର୍କରେ ବ୍ୟାଘାତ ହୋଇଥାଏ । କିନ୍ତୁ ଶାରୀରିକ ସମ୍ପର୍କ ପରସ୍ପର ସହ ରହିବା ନିହାତି ଆବଶ୍ୟକ , ପରସ୍ପର ମଧ୍ୟରେ ସେକ୍ସ ନହେବା ଦ୍ୱାରା ବହୁତ ଅସୁବିଧା ଦେଖାଦେଇଥାଏ ଏବଂ ଉଭୟ ଶାରୀରିକ ତଥା ମାନସିକ ସ୍ତରରେ ଖରାପ ପ୍ରଭାବ ପକାଇଥାଏ ।

ଆମେରିକା ର ଏକ ଗବେଷଣାର ତତ୍ଯ ଅନୁସାରେ: ଯଦି ଜଣେ ବିବାହିତ ପୁରୁଷ କିମ୍ବା ନରୀ ବହୁଦିନଧରି ଶାରୀରିକ ସମ୍ପର୍କ ଠାରୁ ଦିରେଇରହାନ୍ତି ତା ଏହା ତାଙ୍କ ଶରୀର ର ବହୁତ କ୍ଷୟକ୍ଷତି କରିବା ସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଦେଖାଯାଏ।

ଗବେଷଣା ଅନୁସାରେ ,ଯଦି ଏକ ପୁରୁଷ ବହୁଦିନ ପର୍ଯ୍ୟନ୍ତ ସେକ୍ସ କରିନିଥାଏ ତେବେ ସେହି ପୁରୁଷ ର ଯୌନ କ୍ୟାନ୍ସର ହେବାର ଅନେକ ସମ୍ଭାବନା ରହିଥାଏ । ଏହି ତଥ୍ୟ ଟୀକୁ ଆମେରିକା ରେ ଗୁରୁତ୍ୱ ଦିଆଯାଇଥାଏ କାରଣ ଏହି ଗବେଷଣା ରେ ଆମେରିକା ର କିଛି ବିବାହିତ ଓ ବୟସ୍କ ପୁରୁଷ ଙ୍କ ଉପରେ କରାଯାଇ ଦେଖାଗଲାଯେ ସେମାନେ ନିଜ କାମରେ ବ୍ୟସ୍ତ ରହିବା ହେତୁ ସେମାନଙ୍କୁ ଯୌନଙ୍ଗ କ୍ୟାନ୍ସର
ହୋଇଥିଲା ।

ଗବେଷଣା ଅନୁସାରେ ,ବୟସ୍କ କିମ୍ବା ବିବାହିତ ପୁରୁଷଙ୍କର ଗୋଟିଏ ସପ୍ତାହ ରେ ଥରେ ସ୍କଳନ ହେବା ଆବଶ୍ୟକ ଏବଂ ଅତିକମରେ ସପ୍ତାହ ରେ ଥରେ ଶାରିରୀକ ସମ୍ବନ୍ଧ ରହିବା ନିହାତି ଦରକାର ହୋଇଥାଏ ।କିନ୍ତୁ ଏହା ଅବିବାହିତ ପୁରୁଷ ଓ ନରୀ ଙ୍କ ଠାରେ ଯୁକ୍ତିଯୁକ୍ତ ନୁହେଁ ।ସେକ୍ସ ନକରିବା ଦ୍ୱାରା ବିଭିନ୍ନ ଶାରୀରିକ ତଥା ରାତିରେ ନିଦ ନହେବା ,ଦେହ ଅସୁସ୍ଥ ହେବ ପରି ବହୁ ସମସ୍ୟା ଦେଖାଦେଇଥାଏ ।ଆହୁରି ମଧ୍ୟ ସେକ୍ସ ନକରିବା କାରଣରୁ ପରସ୍ପର ମଧ୍ୟରେ ସବୁବେଳେ କଳିଝଗଡା ,ପାଟିତୁଣ୍ଡ ଏମିତି କି ଛାଡପତ୍ର ଦେବା ଘଟଣା ମଧ୍ୟ ହୋଇଥାଏ ।

ଦୀର୍ଘ ଦିନ ଧରି ଶାରିରୀକ ସମ୍ବନ୍ଧରେ ନୋରହିଲେ ଉଭୟ ପୁରୁଷ ଓ ନରୀ ଙ୍କର ରୋଗପ୍ରତିଶୋଧକ କ୍ଷମତା ମଧ୍ୟ କମିଯିବା ସହ ଅଧିକ ଚିନ୍ତା ମଧ୍ୟ ବଢ଼ିଥାଏ ।କୁହାଯାଏ ଯେ ମଣିଷ ବହୁ ଦିନ ପର୍ଯ୍ୟନ୍ତ କୌଣସି ଶାରୀରିକ ସମ୍ପର୍କରେ ନୋରହିଲେ ତାହାର ସେକ୍ସ କରିବାର ତଥା କାମନା ଓ ବାସନା ର ଇଛାଶକ୍ତି ମଧ୍ୟ ଧୀରେ ଧୀରେ କମ ହେବାରେ ଲାଗିଥାଏ ।

ଯଦି କୌଣସି ଵ୍ୟୟସ୍କ ଓ ବିବାହିତ ମହିଳା ବହୁ ସମୟ ପର୍ଯ୍ୟନ୍ତ ସେକ୍ସ ନକରେ ତେବେ ତାଙ୍କୁ ମାସିକ ଧର୍ମ ସମୟରେ ରେ ବାହୁତ ପୀଡ଼ା ଅନୁଭବ ହେବା ସହ ମାସିକ ଧର୍ମରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।