ଦେଖନ୍ତୁ ଭିଡିଓ – ଭୁବନେଶ୍ୱର କୁ ବେଶ୍ୟାଳୟ ଭାବରେ ବନେଇଲା କିଏ ? ଭିଡିଓ ଟି ରେ ପୁଅ ଟି ଯାହା କହିଲା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଆମ ଭାରତ ହେଉଛି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଗଣତାନ୍ତ୍ରିକ ରାଷ୍ଟ୍ର ର ମୁଖ୍ୟ ଉଦେଶ୍ୟ ହେଉଛି ଲୋକ ମାନଙ୍କ ମଙ୍ଗଳ ପାଇଁ ନୂଆ ନୂଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ।କିନ୍ତୁ ସରକାର ଲୋକମାନ ଙ୍କର ଆବଶ୍ୟକତା କୁ ଜାଣିବା ପାଇଁ ସୋସିଆଲ ମିଡ଼ିଆ ର ସାହାଯ୍ୟ ନେଇଥାନ୍ତି ।ଏହି କାରଣ ରୁ ସୋସିଆଲ ମିଡ଼ିଆ ବା ଗଣମାଧ୍ୟମ କୁ ସରକାର ଙ୍କର ଚତୁର୍ଥ ପିଲର ବୋଲି କୁହାଯାଏ। ଏବଂ ଏହି ସୋସିଆଲ ମିଡ଼ିଆ ର ମୁଖ୍ୟ କାର୍ଯ୍ୟ ହେଉଛି ଲିକମାନ ଙ୍କ ଅସୁବିଧା ଓ ସମସ୍ୟା କୁ ନେଇ ସରକାର ଙ୍କୁ ଜଣେଇବା ଏବଂ ସରକାର ଙ୍କର ନୀତି ନିୟମ ଓ ଯୋଜନା ବିଷୟରେ ଲୋକମାନ ଙ୍କୁ ଜଣେଇବା ।

କିନ୍ତୁ ବର୍ତ୍ତମାନ ର ଗଣମାଧ୍ୟମ ଲୋକମାନ ଙ୍କର ଆବଶ୍ୟକତା କୁ ସରକାର ଙ୍କ ଠାରୁ ପହଞ୍ଚେଇବା ଦୂର କରି ଆମ ସମାଜରେ ଘଟିଥିବା ସମସ୍ତ ପ୍ରକାରର ଅସାମାଜିକତା ଓ ଦୁର୍ଘଟଣା ଗୁଡିକୁ ଲୋକ ମାନଙ୍କ ଆଗକୁ ଆଣିଥାନ୍ତି ।ଯାହାକି ଲୋକ ମାନଙ୍କର ଜୀବନ କୁ କେତେକ ପ୍ରତିବଦ୍ଧକ ଦ୍ବାରା ସୀମିତ କରିଦେଇଥାଏ। ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମସ୍ତ ନିୟୁଜ ଚ୍ୟାନେଲ ରେ ଅଧିକାଂଶ ସମୟରେ ବିଭିନ୍ନ ସ୍ଥାନର ବେଶ୍ୟାଳୟ ଏବଂ ବେଶ୍ୟା ବୃତ୍ତି ଉପରେ ଖବର ଦେଇଥାନ୍ତି।

ଏପରି କି ଆମ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଯାହାକି ନିଜର ଇତିହାସ ତଥା ମନ୍ଦିର ମାଳିନୀ ସହର ଭାଵରେ ପରିଚିତ ତାହା ବର୍ତ୍ତମାନ ଏକ ବେଶ୍ୟାଳୟ ର ସହର ଭାବରେ ପରିଗଣିତ ହେଉଛି। ଏହାର କାରଣ ହେଉଛି କେବଳ ଆଉ କେବଳ ଆମର ସୋସିଆଲ ମିଡ଼ିଆ ଓ ଗଣମାଧ୍ୟମ ।ବର୍ତ୍ତମାନ ଆମ ସମାଜରେ କାର୍ଯ୍ୟରତ ଥିବା ସମସ୍ତ ଗଣମାଧ୍ୟମ ପ୍ରାୟ ଭୁବନେଶ୍ୱର ର ଭିନ୍ନ ଭିନ୍ନ ସ୍ଥାନରେ ହେଉଥିବା ସେକ୍ସ ରକେଟ ବିଷୟରେ ଲୋକମାନ ଙ୍କୁ ଜଣାଇଛନ୍ତି କିନ୍ତୁ କେବେ ସେହି ବେଶ୍ୟାଳୟ କୁ ବନ୍ଦ କରିବାକୁ ପ୍ରୟାସ କରିନାହାନ୍ତି ।

କେତେକ କେସ୍ ରେ ଏମିତି ମଧ୍ୟ ଦେଖା ଯାଇଛି ଯେ , ଅନେକ ଗଣମାଧ୍ୟମ ବେଶ୍ୟା ମାନଙ୍କୁ ଡାକି ତାଙ୍କର ଇଣ୍ଟରଭିୟୁ ନେଇଥାନ୍ତି ତାଙ୍କ ବିଷୟରେ ଲୋକ ମାନଙ୍କୁ କାହାଣୀ ଶୁଣେଇଥାନ୍ତି ।କିନ୍ତୁ କେବେ ହେଲେ ସେମାନ ଙ୍କୁ ଏହି ରାସ୍ତା ଭୁଲ ବୋଲି କହି ଏହି କାମ ଛାଡିବାକୁ କହିନଥାନ୍ତି। ଆମ ଭାରତ ର ଶାସନ ବ୍ୟବସ୍ଥା ଅନୁସାରେ ତଥା ଗଣତାନ୍ତ୍ରିକ ରାଷ୍ଟ୍ର ର ବୈଶିଷ୍ଟ୍ୟ ଭାବରେ ଗଣମାଧ୍ୟମ ମୁକ୍ତ ଓ ସ୍ୱାଧୀନ ଅଟେ ।କାରଣ ଏହି ଗଣମାଧ୍ୟମ ହିଁ ସାମଜ କୁ ଅସାମାଜିକତା , ଅରାଜକତା ତଥା ବିଭିନ୍ନ ପ୍ରକାରର ଅଘଟଣ ରୁ ବନେଇବା ରେ ମୁଖ୍ୟ କାର୍ଯ୍ୟ ନିର୍ବାହ କରିଥାଏ।

କିନ୍ତୁ ଆମ ଦେଶ ତଥା ରାଜ୍ୟ ର ଗଣମାଧ୍ୟମ ଲୋକମାନ ଙ୍କ ପାଖକୁ ନେଇ ଆସିଥାଏ କଲ ଗାର୍ଲ ଓ ବେଶ୍ୟା ମାନଙ୍କ ର କାହାଣୀ କୁ ନେଇ। ତେଣୁ ଯଦି ଆମ ଦେଶ କୁ ପ୍ରକୃତ ରେ ଆଗେଇବା କୁ ଚାହୁଁଛନ୍ତି ତେବେ ପ୍ରଥମେ ଗଣମାଧ୍ୟମ ଙ୍କୁ ତାଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ବିଷୟରେ ଜାଣିନେବା ଉଚିତ ।ଓ ସାମଜ ର ଉନ୍ନତି ପାଇଁ ଦେଶର ନାମ ପାଇଁ କାର୍ଯ୍ୟ କରିବ ଉଚିତ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।