ଦେଖନ୍ତୁ ଭିଡିଓ- ପୁଣିଥରେ ବାଲେଶ୍ଵର ର ବେଳାଭୂମିରେ କଲେଜ ଛାତ୍ରୀ ଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରଲ , ଭିଡିଓ ଟି ଏବେ ବଜାରରେ ଘୁରିବୁଲୁଛି

0

ଦୁନିଆ କଣ ଝିଅ ମାନଙ୍କୁ ସତରେ ବଞ୍ଚିବାକୁ ଦବନି। ଆଜି କାଲି ସମାଜ ରେ ବହୁତ୍ ଅନ୍ୟାୟ ହେଉଛି ଝିଅ ମାନଙ୍କ ଉପରେ ଯାହା ଆଇନ୍ ଆଖିରେ ଦଣ୍ଡନୀୟ ବୋଲି ବିବେଚନା କରାଯାଏ। ଝିଅ ମାନଂକ ର କଣ ସ୍ଵାଧୀନତା ବୋଲି କିଛି ନାହିଁ। ଆମେ ଆପଣ ମାନଙ୍କୁ ଏକ ଏ ଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଏକ କଲେଜ୍ ପଢ଼ିବା ଛାତ୍ରୀ ସହ ଘଟିଛି ,ସେ ଏକ ଅତ୍ୟାଚାର ର ଶିକାର ହୋଇଛନ୍ତି ।

ତେବେ ଆପଣ ଏହାକୁ ପଢ଼ିଲେ ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ ,ଝିଅ ମାନେ କଣ ସତରେ ଏତେ ଅସହାୟ,ସେମାନେ କଣ ନିଜର ସ୍ୱାଭିମାନ ରେ ବଞ୍ଚି ପାରିବେନି । କଣ ଗୋଟିଏ ଝିଅ ବୋଲି ସିଏ ସମାଜ ରେ ସବୁ ଲାଞ୍ଛନା ସହିଯିବ?କାହିଁକି ନାରୀ ମାନେ ଏହା ବିରୋଧ ରେ ସ୍ୱର ଉତ୍ତୋଳନ କରୁ ନାହାନ୍ତି ?

ତେବେ ଏହି ଘଟଣା ଟି ବାଲେଶ୍ଵର ର ତାଳସାରି ବେଳାଭୂମିରେ ଏହି ଘଟଣା ଟି ଘଟିଥିଲା । ଯେଉଁଠାରେ ଏକ କଲେଜ୍ ଝିଅ କୁ ଅନେକ ଅଶ୍ଲୀଳ ବ୍ୟବହାର ଏବଂ ଅତ୍ୟାଚାର ମଧ୍ୟ କରିଥିଲେ । ତେବେ ସେ ଝିଅ ଟି ନିଜ ସାଙ୍ଗ ମାନଙ୍କ ସହିତ ବେଳା ଭୂମି କୁ ବୁଲି ଯାଇଥିଲା ବେଳେ ସ୍ଥାନୀୟ ଯୁବକ ମାନେ ତାଙ୍କୁ ଡାକି ନଗ୍ନ ହେବାକୁ କହିବା ସହ ତାଙ୍କ ନଗ୍ନ ଶରୀର ର ଭିଡିଓ କରି ଥିଲେ । ତେବେ ଏହି ଘଟଣା ରେ ପୋଲିସ୍ କୌଣସି ଆକ୍ସନ ନେଉ ନାହାନ୍ତି ,

କଣ ସେହି ଝିଅ ପ୍ରତି ହେଉ ଥିବା ଅନ୍ୟାୟ ସମ୍ପର୍କରେ ସରକାର ଙ୍କ କାନ ରେ ପଡୁନି? କାହିଁକି ନାରୀ ମାନଙ୍କ ଉପରେ ଏମିତି ଅତ୍ୟାଚାର ହେଉଛି ,ଯାହା ସମାଜ ଆଗରେ ସତରେ ବହୁତ୍ ନିନ୍ଦନୀୟ ଓ ଦଣ୍ଡନୀୟ ଅପରାଧ ଅଟେ । ସତରେ କଣ ନାରୀ ଜାତି ଏ ବିଚିତ୍ର ଦୁନିଆ ରେ ମୁଣ୍ଡ ଟେକି ଚାଲି ପାରିବେନି। ଏମିତି ଅନେକ ଘଟଣା ସବୁ ଆମ ଆଗରେ ଘଟୁଛି ଯାହା ନାରୀ ମାନଙ୍କ ମନରେ ଭୟ ସୃଷ୍ଟି କରିବ ଏବଂ ସମାଜକୁ ନାରୀ ମାନେ ନିଜର ଶତ୍ରୁ ବୋଲି ମାନିବ।

ଏ ଦୁନିଆ ବଡ଼ ବିଚିତ୍ର ଜୀବଜନ୍ତୁ ମାନଙ୍କୁ ନେଇ ଚାଲିଛି , କିଛି ଖରାପ୍ ପ୍ରକୃତି ର ଲୋକ ମାନଙ୍କ ପାଇଁ ଆମ ସମାଜ ରେ ନାରୀ ମାନେ ସତରେ ମୁଣ୍ଡ ଟେକି ଚାଲି ପାରୁ ନାହାଁନ୍ତି । ତେବେ ଏହି ଭଳି ବ୍ୟବହାର କରୁଥିବା ଲୋକ ମାନଙ୍କ ପାଇଁ ସରକାର କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଯାହା ଫଳରେ ସେମାନେ ନାରୀ ମାନଙ୍କ ପ୍ରତି କରୁଥିବା ଏହି ଭଳି ଘୃନ୍ୟ କାମ ଗୁଡିକ କରିବାକୁ କିଛି ମାତ୍ରା ରେ ଡରିବେ ।

ତେବେ ଏହି କ୍ଷେତ୍ର ରେ ପ୍ରଶ୍ନ ଉଠିଛି ଯେ ସରକାର କାହିଁକି କିଛି ପଦକ୍ଷେପ ନେଇ ନାହାନ୍ତି ଏବଂ ଏହି ସବୁ ଘଟଣା କୁ କାହିଁକି ବିରୋଧ ମଧ୍ୟ କରୁ ନାହାନ୍ତି। ସତରେ କଣ ଆଇନ୍ ଏହି ସବୁ ଅନ୍ୟାୟ କୁ ଦେଖି ପାରୁନି, ନା ଜାଣି ଶୁଣି ଅଣ ଦେଖା କରୁଛି । ଆପଣ ମାନଙ୍କୁ ଆମର ଗୋଟିଏ ପ୍ରାର୍ଥନା ଯେ ଆପଣ ମାନଙ୍କ ଆଗରେ ଯଦି ଏହି ଭଳି ଘଟଣା ସାମନା କୁ ଆସେ ତାହେଲେ ତାହାକୁ ଅଟକାନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।