ଶୁଣନ୍ତୁ ଅଡିଓ କଲ୍ – ସଭାପତି ହୋଇ କିଭଳି ଭାବରେ ଜଣେ ମହିଳା ଙ୍କ ସହ କଥା ହେଉଛନ୍ତି ଭାଇରାଲ ହେଉଛି ଏହି ଅଡିଓ କଲ୍ , ସମାଜର ଏଭଳି ନେତାମାନଙ୍କୁ କଣ ଦଣ୍ଡ ମିଳିବା ଦରକାର କମେଣ୍ଚରେ ମିଶ୍ଚୟ କୁହନ୍ତୁ

0

ଆଜି କାଲି ଦୁନିଆରେ ଆମେ ଦେଖିବାକୁ ଗଲେ ଲୋକ ମାନଙ୍କୁ ଆଉ କୌଣସି ସମ୍ପର୍କ ପାଇଁ ଲାଜ ଲଜ୍ଜା ର ଭୟ ନାହିଁ। ଏଇ ଦୁନିଆ ରେ ତ ଶ୍ୱଶୁର ବୋହୂ, ମାଇଁ ଭଣଜା, ବାପ ଝିଅ, ଗୋଟିଏ ବିବାହିତା ପୁରୁଷ ଅନ୍ୟ ଏକ ନାରୀ ସହ ସମ୍ପର୍କ ରଖୁଛନ୍ତି ତ ନାରୀ ମାନେ ମଧ୍ୟ ସେହିପରି କରୁଛନ୍ତି। ଆଜି କାଲି ଲୋକ ମାନେ ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ ସମସ୍ତ ଙ୍କ ସହ ସମ୍ପର୍କ ରଖିଦେଉଛନ୍ତି।

ସେମାନଙ୍କୁ ନା ସମ୍ପର୍କର କିଛି ଲାଜ ଲାଗଛି ନା ଲୋକ ଲଜ୍ଜା କୁ ଭୟ ଲାଗୁଛି। ତେବେ ଆମେ ମାନେ ସମସ୍ତେ ତ ସୋସିଆଲ୍ ମିଡିଆ ସହ ନିଶ୍ଚିତ ଯୋଡିତ ଥିବା। ପ୍ରତିଦିନ ଏହି ପରି ଘଟଣା ସୋସିଆଲ୍ ମିଡିଆ ରେ ବହୁ ମାତ୍ରାରେ ଭାଇରାଲ୍ ହେଉଛି। ଲୋକ ମାନେ ଏହି ସବୁ ବହୁମାତ୍ରାରେ ସେୟାର୍ କରିବା ସହ ଏହା ଉପରେ ଅନେକ ପ୍ରକାରର ମନ୍ତବ୍ୟ ମଧ୍ୟ ଦେଉଛନ୍ତି।

ତେବେ ଆଜି ର ଦୁନିଆ ରେ ଯୁବପିଢି ମାନେ ଯେଉଁ ଭଳି ହେଉଛିନ୍ତି , ଏହା ଆଗାମୀ ଭବିଷ୍ୟତ ପାଇଁ ଅନେକ କୁ ପ୍ରଭାବ ପକାଇବ। ତେବେ ଆପଣ ମାନେ ଦେଖିବାକୁ ପାଉ ଥିବେ କି ଆଜି ର ପୁଅ ଝିଅ ମାନେ ନିଜର ଖୁସି ପାଇଁ ନିଜର ଶରୀର ର ଭୋକ ମେଣ୍ଟାଇବା ପାଇଁ ଅନେକ ତଳକୁ ଖସି ଯାଉଛନ୍ତି। ତେବେ ଖାଲି ଯୁବପିଢି ନୁହନ୍ତି ,

ଅଧିକ ବୟସ ର ଲୋକ ମାନେ ମଧ୍ୟ ଶାରୀରିକ ସୁଖ ପାଇଁ ସମସ୍ତ ଲଜ୍ୟା କୁ ଭୁଲି ଯାଇଛନ୍ତି, ଆଉ ଏମିତି କିଛି କାର୍ଯ୍ୟ କରୁଛନ୍ତି , ଯାହା ସମାଜ ପାଇଁ ଏକ ଅପରାଧ ଓ ଏକ ନିନ୍ଦନୀୟ କାର୍ଯ୍ୟ। ତେବେ ଆପଣ ତ ସୋସିଆଲ ମିଡିଆରେ ଅନେକ ଏହି ଭଳି ଘଟଣା ସମ୍ପର୍କ ରେ ଜାଣି ଥିବେ । ତେବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ମଧପ୍ରଦେଶ ରେ। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।

ତେବେ ଏହି ଲଜ୍ୟାଜନକ ଘଟଣା ଟି ହେଉଛି , ମଧ୍ୟ ପ୍ରଦେଶର ଜଣେ ରାଜନୀତିକ ଦଳ ର ଜଣେ ଜିଲ୍ଲା ସଭାପତି ଜଣେ ମହିଳା ଙ୍କ ସହ ଅଶୀଳ ବର୍ତ୍ତାଳାପ ର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହି ନେତା ଜଣକ ଅନେକ ସୁନ୍ଦର ସୁନ୍ଦର କଥା କହି , ସେ ଝିଅ କୁ ନିଜ ଆଡକୁ ଆକର୍ଷିତ କରୁଛନ୍ତି । ତେବେ ସେହି ମହିଳା ଙ୍କର ସ୍ୱାମୀ ଙ୍କ ସହ ତାଙ୍କର ସମ୍ପର୍କ ନାହିଁ , ତେବେ ଏହା ପରେ ସେହି ମହିଳା ଜଣକ ଏକ ଘର ଭଡା ଖୋଜୁଛନ୍ତି,ଆଉ ଘର ଭଡା ଏହି ମନ୍ତ୍ରୀ ଜଣକ ତାଙ୍କ ଘରେ ଦେବେ ବୋଲି କହୁଛନ୍ତି,

ଆଉ ସେମାନେ କେବେ ଦେଖା କରିବେ , ତାହା ମଧ୍ୟ ସେହି କଲ ରେକୋଡିଙ୍ଗ୍ ରୁ ଜଣା ପଡୁଛି। ତେବେ ସେହି ମନ୍ତ୍ରୀ ଜଣକ ଏମିତି ସୁନ୍ଦର ସୁନ୍ଦର କଥା କହି ତାଙ୍କୁ ନିଜ ପ୍ରେମ ରେ ପକାଇବା କୁ ଚେଷ୍ଟା କରୁଛନ୍ତି। ତେବେ ଏମିତି ଅନେକ କଥା ସେହି କଲ ରେକୋଡିଙ୍ଗ୍ ରେ ଶୁଣିବାକୁ ମିଳିଛି।

ତେବେ ସେହି ଝିଅ ମଧ୍ୟ ସେହି ମନ୍ତ୍ରୀ ଙ୍କ ପ୍ରେମ ରେ ପଡ଼ିବାକୁ ଲାଗିଛି,ଏହା ସେହି ଝିଅ ର କଥା ରୁ ଜଣା ପଡୁଛି। ତେବେ ଏହି ଲଜ୍ୟାଜନକ ଘଟଣା ସୋସିଆଲ ମିଡିଆରେ ଅନେକ ମାତ୍ରା ରେ ଭାଇରଲ ହୋଇ ଥିଲା ଆଉ ଲୋକ ମାନେ ମଧ୍ୟ ଏହି ଘଟଣା ଉପରେ ଅନେକ ମନ୍ତବ୍ୟ ଦେଇଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।