ଏକା ଥରେ ଜନ୍ମ ହୋଇଥିଲେ ପାଞ୍ଚ ଭାଇଭଉଣୀ , ଗୋଟିଏ ଦିନରେ ବିବାହ କଲେ ତିନି ଯାଆଁଳା ଭଉଣୀ

0

ବେଳେ ବେଳେ ଆମ ସମାଜ ରେ ଏଭଳି ଘଟଣା ଦେଖିବାକୁ ମିଳେ ଯାହା ସତ ରେ ବହୁତ ଆଶ୍ଚର୍ଯ୍ୟଜନକ ହୋଇ ଥାଏ, ଆଉ ସେହି ଭଳି ଘଟଣା ଆମେ ବହୁତ କମ ଦେଖି ବାକୁ ପାଇ ଥିବା। ଆଉ ଏହି ଘଟଣା ଗୁଡିକ ବେଳେ ଏତେ ସୁନ୍ଦର ହୋଇ ଥାଏ କି ଯାହା ଆମେ କେବେ ସ୍ଵପ୍ନରେ ମଧ୍ୟ କଳ୍ପନା କରି ନଥିବା, ଆଉ ବେଳେ ବେଳେ ତାହା ଏତେ ଭୟଙ୍କର ହୋଇ ଥାଏ। ତାକୁ ଆମେ କେବେ ଚିନ୍ତା କରି ନଥିଲା। ତେବେ ସମାଜ ରେ ଏଭଳି ଘଟଣା ଅନେକ ସମୟ ରେ ଦେଖିବାକୁ ମିଳେ। ଆଉ ଏହି ସବୁ ଆମ ଆଖ ପାଖ ରେ ହୋଇ ଥାଏ।


ତେବେ ପ୍ରତେକ ଦିନ ଅନେକ ପିଲା ଜନ୍ମ ହେବା ରେ ଆମେ ଦେଖୁ ଥିବା। ତେବେ ସେହି ପିଲା ମାନଙ୍କ ଭିତରେ ଏଭଳି ପିଲା ମାନେ ଜନ୍ମ ହୁଅନ୍ତି , ଯାହା ଆମେ କେବେ ଦେଖି ନଥିବା । ଆଉ ଏହି ଘଟଣା ଆମ ସମାଜରେ ବହୁତ କମ ଦେଖିବାକୁ ମିଳେ। ତେବେ ତା ସହ ଆପଣ ଦେଖି ଥିବେ ଗୋଟେ ମା ପେଟ ରୁ ଦୁଇ ଛୁଆ ଏକ ସାଙ୍ଗ ରେ ଜନ୍ମ ହେବାର ,ଆଉ ଏହି ଘଟଣା ଆମେ ଅନେକ ଥର ଦେଖି ଥୁବା। ତେବେ ଗୋଟେ ମା ପେଟ ରୁ ୨ ,୩ ଏମିତି କି ୪ ଟି ମଧ୍ୟ ଛୁଆ ଜନ୍ମ ହେବାରେ ଆମେ ଦେଖି ଥିବା,ହେଲେ ବହୁତ କମ ଦେଖି ଥିବା। ତେବେ ସେହି ଭଳି ଏକ ଘଟଣା ଦେଖିବକୁ ମିଳିଛି ,ଯାହା ଆପଣ କେବେ ଦେଖି ନଥିବା ବା ଶୁଣି ନଥିବା। ତେବେ ଆସନ୍ତୁ ଜାଣିବା ଘଟଣା ଟି କଣ।


ଏହି ଆଶ୍ଚର୍ଯ୍ୟଜନକ ଘଟଣା ଟି କେରଳ ପୋଥିନମା ଅଞ୍ଚଳରେ ଗୋଟେ ମା ପେଟ ରୁ ୫ ଭାଇ ଭଉଣୀ ଜନ୍ମ ହୋଇ ଥିଲେ। ତେବେ ୧୯୯୫ ମସିହା ରେ ଏହି ପାଞ୍ଚ ଜଣ ଭାଇ ଭଉଣୀ ଜନ୍ମ ହୋଇ ଥିଲେ। ତେବେ ପାଞ୍ଚ ଜଣ ଜନ୍ମ ହେବା ଆପଣ କେବେ ଶୁଣି ନଥିବେ।ତେବେ ଏହି ପାଞ୍ଚ ଜଣ ଙ୍କ ମଧ୍ୟରେ ୩ ଜଣ ଭଉଣୀ ଗୋଟେ ଦିନ ରେ ବିବାହ କରିଛନ୍ତି,ଯାହା ଏବେ ସୋସିଆଲ ମିଡ଼ିଆରେ ବହୁତ ଭାଇରଲ ହୋଇଛି। ତେବେ ଗୋଟେ ଦିନ ରେ ଆଉ ଗୋଟେ ବେଦି ରେ ସେମାନେ ବିବାହ କରିଛନ୍ତି ଏକା ଭଳି ଶାଢ଼ୀ ପିନ୍ଧି ଛନ୍ତି , ଏକ ଭଳି ଗହଣା ପିନ୍ଧି ଛନ୍ତି । ତେବେ ଏହି ପାଞ୍ଚ ଜଣ ଏକା ଦିନ ରେ ଜନ୍ମ ହୋଇ ଥିବାରୁ ତାଙ୍କର ଜନ୍ମ ଦିନ ଗୋଟେ ଦିନ ରେ ହୁଏ।ତେବେ ତାଙ୍କ ମା ଙ୍କ ନାମ ହେଉଛି ରେମା।


ତେବେ ସେମାନଙ୍କ ନାମ ମଧ୍ୟ ସେହି ଭଳି ଦିଆ ଯାଇଛି। ତେବେ ସେମାନଙ୍କ ନାମ ହେଉଛି ଉଥରା , ଉଥମା , ଉଥଜା , ଆଉ ଭାଇ ଙ୍କ ନାମ ଉଥାରାଜନ୍ ।ତେବେ ଏମାନଂକୁ ୧୦ ବର୍ଷ ହୋଇ ଥିଲା ବେଳେ ତାଙ୍କ ବାପା ଚାଲି ଯାଇଥିଲେ। ସେତେ ଦିନ ରୁ ତାଙ୍କ ମା ଙ୍କ ଉପରେ ଏହି ୫ ଟି ଛୁଆ ଙ୍କର ଦାୟିତ୍ୱ ରହି ଥିଲା। ତେବେ ଛୋଟ ବେଳୁ ଏହି ୫ ଜଣ ଏକ ସାଙ୍ଗ ରେ ଖାଇବା , ସ୍କୁଲ ଯିବା , ବୁଲିବା , ଶୋଇବା , ଖେଳିବା କରନ୍ତି। ହେଲେ ବିବାହ ପରେ ଏହି ୪ ଜଣ ଭଉଣୀ ଏବେ ଅଲଗା ହୋଇ ଯାଇଛନ୍ତି। ତେବେ ଏହି ଖବର ଏବେ ସବୁ ଆଡେ ଚର୍ଚ୍ଚା ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।