playa de las americas prostitutes how good is adult friend finder brisbane women sex public how to set up tinder without facebook top free sex websites

ଦେଖନ୍ତୁ ଭିଡିଓ – ବଡ ଖୁଲାସା ହୋଟେଲ OYO ଡଷ୍ଟବିନ ରୁ ମିଳିଲା କିଛି ଏଭଳି ପ୍ରମାଣ ଯାହା ଦେଖିେଲେ ଆପଣ ବି ବିଶ୍ବାସ କରି ପାରିବେନି

0

ଆମେ ଅନେକ ଘଟଣା ଶୁଣିବାକୁ ପାଇଛୁ,ଅନେକ ଦୁର୍ଘଟଣା ସମ୍ପର୍କ ରେ ମଧ୍ୟ ଶୁଣିବାକୁ ପାଇଛୁ । ତେବେ ଆଜି କାଲି ଦୁନିଆ ରେ ଆତ୍ମ ହତ୍ୟା, ହତ୍ୟା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ବହୁତ୍ ସାଧାରଣ ହୋଇ ଗଲାଣି। ଝରା ଫୁଲ ର ଜୀବନ ଦୀପ ଲିଭିଗଲା।ପିଲା ବେଳେ ଆମେ ଗୋଟେ କଥା ଶୁଣିଥିଲେ ଝରି ଯାଇଥିବା ଫୁଲ କୁ ଝରା ଫୁଲ କୁହା ଯାଏ ।ସେଇଭଳି ଭାବେ ଆଜି ଗୋଟେ ଝିଅଟିର ମୃତ୍ୟୁ ଘଟିଛି ।ତେବେ ଆଜି ଆମେ ଆପଣଙ୍କୁ ଏକ ସେମିତି ଘଟଣା ବିଷୟରେ କହିବାକୁ ଯାଉଛୁ। ଯାହା ଶୁଣିଲେ ଆପଣ ମାନଙ୍କ ମନ ରେ ଏକ ଡର ସୃଷ୍ଟି ହୋଇ ଯିବ,ତେବେ ରାସ୍ତା କଡ଼ରୁ ଉଦ୍ଧାର ହେଲା ଛାତ୍ରୀ ଙ୍କ ମୃତ ଦେହ।

ସେ ହେଉଛନ୍ତି ରମାଦେବୀ ବିଶ୍ଵବିଦ୍ୟାଳୟ ର ଛାତ୍ରୀ ।ସେ ସେହି ଠାରେ +୨ ପ୍ରଥମ ବର୍ଷ ଏବଂ +୨ ର ଶେଷ ବର୍ଷ ସରିବା ପରେ +୩ ଭି କରୁଥିଲେ,ସେହି ଦିନ ରାତି ହି ଥିଲା ଝରା ଫୁଲ ର ଝରିଯିବା ର ରାତି ।

ସେ ଘର କୁ ଫେରି ଥିବା ବେଳେ ଏମିତି ଗୋଟେ ଘଟଣା ଘଟିଛି ଯାହା କି ହୃଦୟ ବିଦାରକ ଅଟେ।ତେବେ ଝରାଫୁଲଙ୍କ ମୃତ୍ୟୁ ପରେ ପୋଲିସ୍ ତାଙ୍କ ପ୍ରେମିକ କୁ ଗିରଫ କରିଛି,ତାଙ୍କ ପ୍ରେମିକ କହୁଛନ୍ତି ଯେ ଝରାଫୁଲ ବାଣୀବିହାର ରେ ବସ ରୁ ଓହ୍ଲାଇ ମୋତେ ଫୋନ୍ କରିଥିଲେ,ତେବେ ମୁଁ ପହଞ୍ଚିବା ପରେ ଦେହ ଭଲ ଲାଗୁନି ବୋଲି କହିଥିଲା।

କିଛି ସମୟ ବୁଲାବୁଲି କରିବା ପରେ ଆମେ ଫାଷ୍ଟଫୁଡ ଖାଇଥିଲୁ।ଦେହ ଭଲ ଲାଗୁ ନଥିବାରୁ ପ୍ରଥମେ ସେ ଖାଇବାକୁ ମନା କରିଥିଲା।କିଛି ସମୟ ବୁଲାବୁଲି କରିବା ପରେ ଝରାଫୁଲ କହିଥିଲା କି ଆଜି ଘରକୁ ଯିବନି,ପରେ ଆମେ ଗେଷ୍ଟ୍ ହାଉସ୍ ରେ ରହିଥିଲୁ,କିଛି ସମୟ ଗପସପ ପରେ ଆମେ ସୋଇଯାଇଥିଲୁ।ସକାଳୁ ଉଠିଲା ବେଳକୁ ଝରାଫୁଲ ପାଟିରୁ ଫେଣ ବାହାରୁ ଥିଲା,

ଅଚେତ୍ ଥିବା ଦେଖି ମୁ ମୋ ସାଙ୍ଗକୁ ଫୋନ୍ କରିଥିଲି। ସାଙ୍ଗ ଆସିବା ପରେ ଆମେ ଏସସିବି ନେଇ ଯିବାକୁ ଚିନ୍ତାକରି ସ୍କୁଟି ରେ ନେଇ ଯାଇ ଥିଲେ,ହେଲେ ଏସସିବି ନେବା ବଦଳରେ ରାସ୍ତାରେ ଥିବା ସମ୍ପର୍କୀୟ ଘରକୁ ନେଇଯାଇଥିଲେ। ଯିବା ବାଟରେ ଝରାଫୁଲ ର ଗୋଡ଼ ବାରଂବାର ସ୍କୁଟି ତଳକୁ ଝୁଲି ପଡୁଥିଲା,ରାସ୍ତାରେ ଯାଉଥିବା ଲୋକ ମାନେ ବାରଂବାର ପଚାରୁଥିଲେ ଝିଅ ର କଣ ହୋଇଛି ,ଆମେ ଡରୀ ଯାଇଥିଲୁ ଆଉ ଶେଷରେ ଝିଅକୁ କୁଆଖିଆ ନିକଟରେ ଝରାଫୁଲ କୁ ରାସ୍ତା କଡ କୁ ଫିଙ୍ଗି ଦେଇଥିଲୁ।

୫ ଦିନ ହେଲାଣି ଅନ୍ୟ ସହଯୋଗୀ କୁ ଧରି ପାରୁନି ପୋଲିସ୍। ପୋଲିସ୍ ଖୋଜା ଖୋଜି କରିବାରୁ ଗେଷ୍ଟ ହାଉସ ର ଡଷ୍ଟବିନ ରୁ ସୁରାକ ମିଳିଛି। ତେବେ ପ୍ରଶ୍ନ ଉଠୁଛି ଯେ ଝରାଫୁଲ୍ ର ଖାଦ୍ୟ ରେ ବିଶ ଦିଆଯାଇଥିଲା କି ଯଦି ଦିଆ ଯାଇଥିଲା ତାହେଲେ ମୁହଁ ରୁ ଫେଣ କଣ ପାଇଁ ବାହାରିନି। ଏହିଭଳି ରମାଦେବୀ ଛାତ୍ରୀ ଙ୍କ ମୃତ୍ୟୁ ମାମଲା ରହସ୍ୟ ବଢ଼ିବାରେ ଲାଗିଛି,କେମିତି ଓ କେଉଁ ପରିସ୍ଥିତି ରେ ହେଲା ତାହା ସନ୍ଦେହ ସୃଷ୍ଟି କରିଛି।

ବଡ଼ କଥା ହେଉଛି ଝରା ଫୁଲ ଦେହରେ ମୃତ୍ୟୁ ର କୌଣସି ଚିହ୍ନ ନାହିଁ,ପୋଷ୍ଟ ମୋଟମ୍ ର ରିପୋର୍ଟ ଆସିଲା ପରେ ମୃତ୍ୟୁ ର ପ୍ରକୃତ କାରଣ ସାମ୍ନାକୁ ଆସିବ। ଅଭିଯୁକ୍ତ ପୋଲିସକୁ ଯାହା କହିଛି କିଛି ସତ ପ୍ରମାଣିତ ହେଉଛି।ଝରା ଫୁଲ ଙ୍କ ମୃତ୍ୟୁ କୁ ନେଇ ଉଠୁଚି ପଡୁଛି ରାଜଧାନୀ। ପୋଲିସ୍ ତଦନ୍ତ ରୁ ପାଇଛି ଯେ ଗେଷ୍ଟ ହାଉସ ର ରୁମ୍ 201 ରୁ ବାହାରିବା ପରେ ଝାରଫୁଲ ଙ୍କ ମୃତ୍ୟୁ ହୋଇସାରିଥିଲା ତେବେ ଝରାଫୁଲ ଙ୍କ ମୃତ୍ୟୁ ହେଲା କିପରି ଏହାର ଖୁଲାସ ହେବ ତଦନ୍ତ କାର୍ଯ୍ୟ କରୀ ହେଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।