ଗୋଟିଏ ମା କୋଳରୁ ଜନ୍ମ ହୋଇ ବାହାହେଲେ ଭାଇଭଉଣୀ ଏହା କିପରି ସମ୍ଭବ ହେଲା ଜାଣିଲେ ପାଦ ତଳୁ ମାଟି ଖସିଯିବ

0

ଓଡିଆ ରିତିନୀତି ଅନୁସାରେ ଭାଇ ଭଉଣୀର ସମ୍ପର୍କକୁ ପବିତ୍ର ମନାଯାଇଥାଏ ଏବଂ ବଡ ଭଉଣୀକୁ ମାଆ ପରି ମାନାଯାଇଥାଏ । କିନ୍ତୁ ଆଜିର ସମାଜରେ ଏମିତି ମଧ୍ୟ ଦେଖିବାକୁ ମିଳିଛି ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିବା ଭାଇ ଭଉଣୀ ପରସ୍ପର ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଘଟଣାଟି ଘଟିଛି ଉତ୍ତରପ୍ରଦେଶର ମହମ୍ମଦୀ ଗ୍ରାମରେ ସେହି ଗାଁରେ ଗୋଟିଏ ଛୋଟ ପରିବାର ରହୁଥିଲେ ସେମାନଙ୍କର ପରିବାରରେ ମା ବାପା , 4 ରି ଭଉଣୀ ଓ ଗୋଟିଏ ଭାଇ ବସବାସ କରୁଥିଲେ ।


ଏହି ହସଖୁସୀ ଜୀବନରେ ଏମିତି ଏକ ଘଟଣା ଘଟିଥିଲା ଯେ ସେମାନେ କାହା ସାମ୍ନାରେ ମୁଣ୍ଡ ଟେକି ଚାଲିପାରୁ ନଥିଲେ । ସେହି ପରିବାର 4ରି ଭଉଣୀଙ୍କ ମଧ୍ୟରୁ 2 ଭଉଣୀଙ୍କର ବିବାହ ସରିଥିଲା ଓ ଅନ୍ୟ ଜଣେ ଗ୍ରାଜୁଏଡ କମ୍ପଲିଟ କରି ଥିଲେ ଏବଂ ସାନ ଭଉଣୀ ଜଣକ +2 ପାସକରି ଘରେ ରହିଥିଲେ । ସଭା ସାନ ଭାଇ +2 ସେକେଣ୍ଟରେ ପଢୁଥିଲେ ଘଟଣାଟି ହେଉଛି ତୃତୀୟ ଭଉଣୀ ଓ ସାନଭାଇ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ପରିବାରର ଲୋକେ ସେମାନଙ୍କର ଭଲ ପାଇବାକୁ ଭାଇ ଭଉଣୀର ପ୍ରମ ସମ୍ପର୍କ ବୋଲି ଜାଣିଥିଲେ । ଉଭୟଙ୍କ ମଧ୍ୟରେ କିନ୍ତୁ ଭାଇ ଭଉଣୀର ସମ୍ପର୍କ ନଥିଲା ସେମାନେ ଉଭୟ ପରସ୍ପରକୁ ଭଲ ପାଉଥିଲେ ଏ କଥା ଘର ଲୋକମାନେ ଜାଣିନଥିଲେ ।


ସେମାନେ ଏ ସମ୍ପର୍କରେ ଘର ଲୋକମାନଙ୍କୁ ଜଣାଇ ନଥିଲେ କାହିକିଁନା ଏ ସମ୍ପର୍କରେ ଘରେ ଜାଣିଲେ ସେମାନଙ୍କୁ ବିବାହ କରିବା ପାଇ ସିକୃତି ଦେବେ ନାହିଁ ସେଥିପାଇ ସେମାନେ ଘର ଲୋକ ମାନଙ୍କୁ ନଜଣାଇ ବିବାହ କରିଥିଲେ । ଘରୁ ବାହାରିଯିବାର ପ୍ଲାନିଙ୍ଗ କରି ସେମାନେ ଯେତେବେଳେ ଘରୁ ଚାଲିଯାଉଥିଲେ ତାଙ୍କ ବଡ ଭଉଣୀ ଏହା ଜାଣିବା ପରେ ତାଙ୍କ ବାପା ମାଙ୍କୁ ଜଣାଇଥିଲେ । ଏହି ଖବର ଜାଣିବା ପରେ ଘର ଲୋକମାନେ ପୋଲିସଙ୍କୁ ଖବର ଦେଇଥିଲେ ଏବଂ ସେମାନେ ଦୁହେଁ ଶାହାଜାହାନପୁର ରୁ ଦିଲ୍ଲି ଯିବା ପାଇ ବାହରିଥିବା ସମୟରେ ପୋଲିସ ସେମାନଙ୍କୁ ଧରିଥିଲା ।


ପୋଲିସ ସେମାନଙ୍କର ଆଇଡେଣ୍ଟି ପ୍ରଭ ମଧ୍ୟ ମାଗିଥିଲେ କିନ୍ତୁ ସେମାନେ ଦୁହେଁ ସ୍ୱାମୀ ସ୍ତ୍ରୀର ସମ୍ପର୍କ ବୋଲି କହିଥିଲେ । ଏହା ଜାଣିବା ପରେ ପୋଲିସ ସେହି ଗ୍ରାମର ସ୍ଥାନୀୟ ପୋଲିସ ଷ୍ଟେସନକୁ ଖବର ଜଣାଇଥିଲେ ଏହା ଜାଣିବା ପରେ ତାଙ୍କ ପରିବାରକୁ ମଧ୍ୟ ଏ ଖବର ଦିଆଯାଇଥିଲା । ପରିବାରର ଓ ଗ୍ରାମର ଲୋକମାନେ ସମସ୍ତେ ସେହି ସ୍ଥାନରେ ଉପସ୍ଥିତ ହୋଇଥିଲେ ସେଠାରେ ତାଙ୍କ ପରିବାରକୁ ଲୋକମାନେ ବହୁତ ଅପମାନ ସହିବାକୁ ପଡିଥିଲା । ପୋଲିସ ତାର ଭାଇକୁ ଥାନାରେ ରଖିଥିବା ବେଳେ ଭଉଣୀ ଘରେ ରହିଛନ୍ତି ଓ ସେ କହିଛନ୍ତି ଭାଇଙ୍କୁ ସ୍ୱାମୀରୂପେ ନପାଇଲେ ସେ ଆତ୍ମହତ୍ୟା କରିଦେବେ । ଏହା ଜାଣିବା ପରେ ସ୍ଥାନୀୟ ଲୋକମାନଙ୍କ ସାମ୍ନାରେ ତାଙ୍କ ପରିବାରକୁ ବହୁତ ଆପମାନ ସହିବାକୁ ପଡିଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।