Hookup apps Pine Plains best live webcam chat pof louisville Free dating Mountain Pass

ajira anuchinta – (ନାକ) ର ଆକାର ଦେଖି ଜଣାନ୍ତୁ ନିଜ ବିଷୟରେ କିଛି ଗୁପ୍ତ ରହସ୍ୟ

0

ଭଗବାନ ଏ ଦୁନିଆରେ ମଣିଷ କୁ ତିନିଟି ଜାତି ରେ ବିଭକ୍ତ କରିଛନ୍ତି ତଥା ପୁରୁଷ ଜାତି ,ନାରୀ ଜାତି ଏବଂ ଟ୍ରାନ୍ସଜେଣ୍ଡର ।ଏବଂ ସମସ୍ତ ମଣିଷ ଜାତି ର ନିଜସ୍ଵ ଓ ସ୍ଵତନ୍ତ୍ର ଗୁଣ ରହିଛି ।କିନ୍ତୁ ଭଗବାନ ଏହି ନାରୀ ଜାତି କୁ ଏକ ଭିନ୍ନ ଗୁଣ ଓ ଲକ୍ଷଣ ଦେଇ ଜନ୍ମ ଦେଇ ଏହି ମର୍ତ୍ତ୍ୟ ମଣ୍ଡଳ କୁ ପଠାଇଥାନ୍ତି ।ଏପରି କି ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନ ଙ୍କର ଶାରୀରିକ ଗଠନ ମଧ୍ୟ ଭିନ୍ନ ଓ ଚମତ୍କାରୀ ହୋଇଥାଏ। ଗୋଟିଏ ପୁରୁଷ କୁ ଦେଖି ଆମେ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବା ନାହିଁ କିନ୍ତୁ ଜଣେ ମହିଳା ଙ୍କର ଶାରୀରିକ ଗଠନ ଦେଖି ଆମେ ତାଙ୍କର ବ୍ୟବହାର , ଗୁଣ , ଲକ୍ଷଣ ଓ ସ୍ଵଭାଵ ବିଷୟରେ ଜାଣି ପାରିଥାଉ ।

ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣଂକୁ ଜଣେଇବୁ କି ମହିଳାଙ୍କ ର ନାକ ର ଆକୃତି ଅନୁସାରେ କିପରି ଆପଣ ତାଙ୍କର ବ୍ୟକ୍ତିତ୍ୱ ବିଷୟରେ ଜାଣିପାରିବେ। ଅର୍ଥାତ ଆସନ୍ତୁ ଜାଣିବା କେଉଁ ଆକୃତି ର ନାକ ର ମହିଳା କିପରି ହୋଇଥାନ୍ତି ବୋଲି ।

୧.ଶୁଆ ନାକ

ଆମ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ଙ୍କର ନାକ ର ଆକାର ଶୁଆ ର ଥଂଟ ପରି ହୋଇଥାନ୍ତି ସେମାନେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି ।ଏମାନେ ସବୁବେଳେ ସମାଜ ସହ ନିଜକୁ ଖାପ ଖୁଆଇ ଚଳେଇଥାନ୍ତି ।ଯଦି ଏହିପରି ନାକ ଥିବା ଝିଅ ଟୀକୁ ଆପଣ ନିଜର ଜୀବନ ସାଥି ଭାବରେ ବାଛୁଛନ୍ତି ତ ଏହା ଆପଣଙ୍କ ପାଇଁ ଲାଭ ଦାୟକ ଅଟେ।

୨.ମୋଟା ନାକ

ଯେଉଁ ମହିଳାଙ୍କ ର ନାକ ତାଙ୍କର ଶରୀର ଠାରୁ ମୋଟା ଆକୃତି ର ହୋଇଥାଏ ସେମାନେ ଧିନି , ସାହସୀ ଏବଂ ଗୁଣବାନ ହୋଇଥାନ୍ତି ।ଏମାନଙ୍କ ର ହୃଦୟ ବହୁତ ନିର୍ମଳ ହୋଇଥାଏ ।ଏମାନେ ଖୁସ ମିଯାଜ ର ବ୍ୟକ୍ତିତ୍ବ ଅଟନ୍ତି। ଏହି ବ୍ୟକ୍ତି ଙ୍କର ପାଖରେ କେବେ ବି ଧନ ର ଅଭାଵ ଦେଖାଯାଏ ନାହିଁ।

୩.ବିପରୀତ ନାକ

ବିପରୀତ ନାକ କହିଲେ ବଡ଼ ମୁହଁରେ ଛୋଟ ନାକ ଓ ଛୋଟ ମୁହଁରେ ବଡ଼ ନାକ କୁ ବୁଝାଏ । ଏହି ଆକୃତି ର ନାକ ଥିବା ବ୍ୟକ୍ତି ମାନେ ସବୁବେଳେ ସବୁ କାର୍ଯ୍ୟରେ ବିଫଳ ହୋଇଥାନ୍ତି। ଏମାନ ଙ୍କୁ ଜୀବନ ରେ ବହୁତ ସଂଘର୍ଷ କରିବାକୁ ପଡିଥାଏ।ଏମାନେ ଛୋଟ ଛୋଟ କଥାରେ ପାଟି ତୁଣ୍ଡ କରିଥାନ୍ତି।

୪.ଚେପଟା ନାକ

ଯେଉଁ ମହିଳା ମାନଙ୍କ ର ନାକ ଚେପଟା ଆକୃତି ର ହୋଇଥାଏ ଏମାନ ଙ୍କର ମସ୍ତିଷ୍କ ଓ ହୃଦୟ ଦୁର୍ବଳ ହୋଇଥାଏ। ଏମାନେ ଭବିଷ୍ୟତ ରେ ଧନବାନ ହୋଇଥାନ୍ତି ।ଏମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ। ଏମାନେ ବହୁତ ଶୀଘ୍ର ଲୋକ ଙ୍କୁ ନିଜ ଆଡକୁ ଆକର୍ଷିତ କରିଥାନ୍ତି।

୫.ସିଧା ବା ଲମ୍ବା ନାକ

ଯେଉଁ ମହିଳାଙ୍କ ର ନାକ ତଳକୁ ଲମ୍ବା ଓ ସିଧା ହୋଇଥାଏ ସେମାନେ ବହୁତ ଚରିତ୍ରବାନ ହୋଇଥାନ୍ତି ।ଏମାନେ ଚାଲାକ ହୋଇଥିବାରୁ ନିଜର କାମ ଅନ୍ୟ ଲୋକଙ୍କ ସାହଯ୍ୟ ରେ କରିବାକୁ ଚେଷ୍ଟା କରନ୍ତି ।ଏହି ପରି ଲୋକଙ୍କ ଠାରୁ ଦୂରରେ ରହିବା ଭଲ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।