coomeet minutes Free hookup Corona Del Mar Hookup spots Bakerton pof louisville best live webcam chat best bars in denver for singles

ଫୋନ ଚୋରି ହୋଇଗଲେ କିମ୍ବା ହଜିଗଲେ ଜାଣନ୍ତୁ କେମିତି ଖୋଜନ୍ତି ପୋଲିସ ଆସନ୍ତୁ ଜାଣିବା ସହଜ ଓ ସରଳ ଉପାୟ

0

ଏବେ ଦେଶ ରେ ଅନେକ ଅଭାବନିୟ ଘଟଣା ଦେଖିବାକୁ ମିଳୁଛି,ଆମେ ଘରେ ରହିଲେ ମଧ୍ୟ ଓ ବାହାରକୁ ଗଲେ ମଧ୍ୟ୍ୟ ବେଳେ ବେଳେ ଏମିତି ଘଟଣା ଘଟି ଯାଏ , ଯାହା ଆମେ କେବେ ଭାବି ନଥିବା। ତେବେ ମାର ପିଟ , ଝଗଡା , ଚୋରି ଆଦି ଅନେକ ଘଟଣା ଘଟି ଯାଏ,ଏହି ସବୁ ଆମ କୁ ବହୁତ ଅସୁବିଧା ରେ ପକାଇ ଥାଏ। ଏଭଳି ଘଟଣା ଏବେ ସବୁ ଆଡେ ଅଧିକ ଭାବରେ ଦେଖିବାକୁ ମିଳୁଛି,ହେଲେ ଏଭଳି ଘଟଣା ହେଉ ଥିବାର ଜାଣି ମଧ୍ୟ ଲୋକ ମାନେ ଏହାର ଶିକାର ହୋଇ ଯାନ୍ତି।


ଏବେ ସମାଜ ରେ ସବୁ ଲୋକ ହିଂସ୍ର , ଲୋଭି ପାଲଟି ଗଲେଣି, ଯେଉଁଥି ପାଇଁ ଏବେ ସମାଜ ରେ ଚୋରି , ଡକାୟତ , ଏଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି। ତେବେ ପ୍ରାୟ ସମୟ ରେ ମୋବାଇଲ ଚୋରି ବିଷୟ ରେ ଶୁଣି ଥିବେ,ତେବେ ଏହି ଚୋରି ଏବେ ବଢ଼ି ଯାଇଛି, ତେଣୁ ଚୋରି ହେଇଥିବା ମୋବାଇଲ କୁ ଖୋଜିବା ପାଇଁ ଏକ ପ୍ରକାର ଉପାୟ ରହିଛି , ଯାହା ପୋଲିସ ମାନେ କରି ଥାନ୍ତି। ତେବେ ଆସନ୍ତୁ ଜାଣିବା ଉପାୟ ଟି କଣ।


ଆମର କୌଣସି ଅସୁବିଧା ହେଲେ ବା ଚୋରି ହେଲେ ଆମେ ପୋଲିସର ସାହାରା ନେଇ ଥାଉ। ତେବେ ଆପଣ ଙ୍କ ର ଯଦି ମୋବାଇଲ ଚୋରି ହୋଇ ଯାଏ,ତାହାଲେ ପୋଲିସ ପ୍ରଥମେ ଆପଣ ଙ୍କୁ ଏଇଏମଇଆଇ ନମ୍ବର ମାଗେ । ତେବେ ଏହି ନମ୍ବର ପ୍ରତେକ ସିମରେ ଥିବା ନମ୍ବର ରେ ରହି ଥାଏ, ତେବେ ଆପଣ ସେହି ନମ୍ବର ଟି କହିଲେ ପୋଲିସ ସେହି ନମ୍ବର ଟି କୁ ଅନେକ ନେଟୱାର୍କ ସେଣ୍ଟର କୁ ଦେଇ ଥାଏ,ଯାହା ଦ୍ୱାରା ଚୋର ଟି ଫୋନ ଟି ଖୋଲିଲେ ବା ସେଥିରେ ଅନ୍ୟ କୌଣସି ସିମ ପକାଇେଲ ଫୋନ କୁ ଗୋଟେ ୱର୍ନିଙ୍ଗ୍ ମେସେଜ ଆସିଥାଏ।

ଯାହା ଦ୍ୱାରା ଫୋନ ଟି କେଉଁଠି ଅଛି ଜଣା ପଡି ଯାଏ। ତେବେ ୩ ଟି ନେଟୱାର୍କ ଟାୱାର ମଝିରେ ଥିବା ସେଣ୍ଟର ରେ ମୋବାଇଲ୍ ଟି ଥାଏ ବୋଲି ଜଣା ପଡେ । ତେବେ ଏହି ଟ୍ରାକିଙ୍ଗ୍ ପ୍ରକ୍ରିୟା ବହୁତ ସହଜ ହୋଇ ଥାଏ, ତେବେ ଏହି ଭଳି ଭାବେ ପୋଲିସ ଚୋରି ହୋଇ ଥିବା ମୋବାଇଲ୍ କୁ ଖୋଜି ଥାଏ,ହେଲେ ବେଳେ ବେଳେ ପୋଲିସ ମଧ୍ୟ ଏହି କାର୍ଯ୍ୟ କରି ନ ଥାଏ।  ତେବେ ଏଭଳି ଚୋରି କାର୍ଯ୍ୟ କରିବା ଅନୁଚିତ । ଏହା ଆମ ସମାଜ ଉପରେ ଏକ ଖରାପ ପ୍ରଭାବ ପକାଇବ। ଆଉ ଅନେକ ଲୋକ ଙ୍କର ମଧ୍ୟ ଅନେକ କ୍ଷତି ହେବ। ତେଣୁ ଏସବୁ କାର୍ଯ୍ୟ କୁ ବନ୍ଦ କରିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।