ଦେଖନ୍ତୁ ଭିଡିଓ କଲେଜ ଯିବା ରାସ୍ତାରେ ସୋରିଷ କ୍ଷେତ୍ର ରେ ଲୁଚି ଲୁଚି ରୋମାନ୍ସ କରୁଥିଲେ ପ୍ରେମୀ ଯୁଗଳ ଠିକ୍ ସମୟରେ ଗ୍ରାମବାସୀ ଧରିନେଲେ ଆଉ ତା’ପରେ

0

ଆଜି ଏମିତି ଅନେକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯାହା ଆଗାମୀ ପିଢ଼ି ମାନଙ୍କ ପାଇଁ ଏକ ଖରାପ ମେସେଜ। କାରଣ ପ୍ରେମ ହେଉଛି ଏକ ପବିତ୍ର ସମ୍ପର୍କ ହୋଇଥାଏ। ମାତ୍ର ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ମାନେ ଯେପରି ପ୍ରେମ କରୁଛନ୍ତି ତାହା ସାଧାରଣ ଲୋକ ଦେଖି ପାରିବେ ନାହିଁ। ପ୍ରେମ କୁ ନେଇ ଏହି ଯୁବ ସମାଜ କେବଳ ଶାରିରୀକ ସମ୍ପର୍କ ଛଡା ଆଉ କିଛି ଭାବନ୍ତି ନାହିଁ। ତେବେ ଏହି ପ୍ରେମ ସମ୍ପର୍କ କୁ ନେଇ ଆଜି ପୁଣି ଏକ ଭିଡ଼ିଓ ସୋସିଆଲ ମିଡିଆରେ ରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ରେ କାହାର ଭୁଲ ରହିଛି ତାହା ଆପଣ ମାନେ ନିଜେ ଏହି ଲେଖା ପଢି ସରିଲା ପରେ କମେଣ୍ଟ କରି ଜଣାଇବେ। କାରଣ ଏହିପରି ଭିଡ଼ିଓ ଅନେକ ମାତ୍ରା ରେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ପ୍ରେମ କରିବାର ସ୍ଥାନ ଏହି ଯୁବ ଗୋଷ୍ଠୀ ଏକ ଶୂନ୍ୟ ସ୍ଥାନକୁ ଚୟନ କରିଥାନ୍ତି। ଆଉ ତାପରେ ବଦମାସ୍ ଲୋକ ଏହି ପ୍ରେମୀ ଯୁଗଳ ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ର ଦୃଶ୍ୟ କୁ ମୋବାଇଲ ରେ କେତେବେଳେ ଭିଡ଼ିଓ ଆକାର ରେ ତ ଆଉ କେତେବେଳେ ଫୋଟ ଉଠାଇ ଫେସବୁକ ପରି ସୋସିଆଲ ମିଡିଆରେ ଭାଇ ରାଲ କରି ଦିଅନ୍ତି।

ଆଜିର ଏହି ଭିଡ଼ିଓ ରେ ଏକ କଲେଜ ଯାଉଥିବା ଯୁବତୀ ଜଣଙ୍କ ନିଜ ପ୍ରେମିକ ସହିତ ରାସ୍ତାରେ ଥିବା ଏକ ସୋରିଷ କିଆରୀ ରେ ରୋମାନ୍ସ କରୁଥଲେ। ଆଉ ଏହାକୁ ଦେଖି କେତେକ ଯୁବକ ତାଙ୍କର ଅଜାଣତରେ ଲୁଚି ମୋବାଇଲ ରେ ଭିଡ଼ିଓ ସୁଟିଂ କରି ସୋସିଆଲ ମିଡିଆରେ ଥିବା ଆକାଉଣ୍ଟ ରେ ପୋଷ୍ଟ କରି ଦେଇଥିଲେ।

ଆଉ ଏହାପରେ ଏହି ଝିଅ ଜଣକ ନିଜ ଜୀବନ ହାଇରି ଦେବା ପରି ଘୃଣ୍ୟ କାମ କରିବାକୁ ଇଚ୍ଛା କରିଥିଲେ। ତେବେ ସବୁଠାରୁ ବଡ କଥା ହେଲା ଆଜିର ଯୁବକ ଯୁବତୀ ମାନେ ପ୍ରେମ କରିବା ର ଅର୍ଥ କେବଳ ଶାରିରୀକ ସମ୍ପର୍କ କୁ ବୁଝନ୍ତି। ମାତ୍ର ଭୁଲି ଯାନ୍ତି ନିଜ ର ପରିବାର ଏବଂ ଚରିତ୍ର ର କଥା।

ପ୍ରେମ ଅର୍ଥ ହୃଦୟ ମିଳନ କୁ ବୁଝାଏ। ନୁହେଁ କି ଏପରି କଲେଜ ଯିବା ନାଁ ରେ ବାପା ଏଵଂ ମାଆ ଅଜାଣତରେ ଏପରି କଳୁଷିତ କାର୍ଯ୍ଯ କରି ନିଜର ପରିଚୟ ନଷ୍ଟ କରିବା। ଆଉ ଅନ୍ୟ ପକ୍ଷରେ ସେହି ଅଞ୍ଚଳ ର ଯୁବକ ସମାଜ ଏହାର ଫାଇଦା ନେଇ ଏପରି ପ୍ରେମୀ ଯୁଗଳ ଙ୍କ ଭିଡ଼ିଓ କରି ତାଙ୍କର ବଦନାମ କରନ୍ତି। ତେବେ ଏହା ଦ୍ଵାରା ଅନେକ ଯୁବତୀ ମାନେ ମଧ୍ୟ ନିଜ ଜୀବନ କୁ ହାରି ଦେବାକୁ ନିଷ୍ପତ୍ତି ନେଇ ନିଅନ୍ତି। ତେବେ ସବୁଠାରୁ ବଡ଼ କଥା ଏହା ଦ୍ଵାରା ଆଗାମୀ ପୀଢ଼ି ମାନଙ୍କ ପାଇଁ ଏହା ଏକ ଖରାପ ଅନୁ ପ୍ରେରଣା ଦେବା ସହିତ ନିଜର ପରିବାର ପାଇଁ ମଧ୍ୟ ଅପମାନ ର କଥା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।