ଦେଖନ୍ତୁ ଭିଡ଼ିଓ – ସ୍ତ୍ରୀ ଥାଇ ସଉତୁଣୀ ଆଣିବାର ସଉକ ଛାଡ଼ିଲା ! ଥାନା ଆଗରେ ସ୍ୱାମୀଙ୍କୁ ନିର୍ଧୁମ ପିଟିଲେ ପ୍ରଥମ ସ୍ତ୍ରୀ ଓ ପରିବାର, ଭିଡ଼ିଓ ଭାଇରାଲ୍…

0

ଆଜି କାଲି ସମ୍ପର୍କ ର କିଛି ମାନେ ହିଁ ନାହିଁ ।ସମ୍ପର୍କ କୁ ନେଇ ଗୋଟିଏ ପିଲା ଖେଳ ଚାଲିଚି ।ସମସ୍ତ ଙ୍କ କହିବା ଅନୁସାରେ ଭଗବାନ ଯଉ ସମ୍ପର୍କ ଗଢ଼ି ଥାଆନ୍ତି ସେଇ ସମ୍ପର୍କ କୁ କେହି ଭାଙ୍ଗି ପାରନ୍ତି ନାହିଁ।ଜନ୍ମ ପାଖୋରୁ ଭଗବାନ ଆମେ ଜାଣିବା ଅନୁସାରେ ଜଣକ ନାଁ ସହ ଆଉ ଜଣକ ନାଁ ସହ ଯୋଡ଼ି କରି ପଠେଇ ଥାଆନ୍ତି ।କିନ୍ତୁ ଆଜି କାଲି କାର ଜଣ ସମାଜ ସବୁ ନିୟମ କୁ ପରିବର୍ତ୍ତନ କରିଦେଉଛନ୍ତି ।

ଘରେ ଘରେ ସ୍ବାମୀ ସ୍ତ୍ରୀ ମଧ୍ଯ ରେ କଳହ ଝଗଡା ଚାଲୁ ରହିଛି ।ଆଜି ଏ ସବୁ କହିବାର କାରଣ ହଉଚି କି ସାମ୍ନା କୁ ଆସିଲା ଏକ ପୁଣି ଏକ ନିନ୍ଦନୀୟ ଘଟଣା ର ସ୍ପଷ୍ଟ ଚିତ୍ର ।ଯାହା ବୟାନ କରୁଛି ଯେ କିପରି ଭାବରେ ଆଜି ର ମଣିଷ ସାମ୍ନାକୁ ଆସିଲା ପୁଣି ଏକ ନିନ୍ଦନୀୟ ଘଟଣା ର ସ୍ପଷ୍ଟ ଚିତ୍ର। ଯାହା ବୟାନ କରୁଚି

ଯେ କିପରି ଭାବରେ ଆଜିର ମଣିଷ ନିଜର ନୈତିକତା ସଂଯମତା ହରାଇ ବେଳେବେଳେ ଏମିତି କିଛି କାମ କରୁଛି ଯାହା ଦୁନିଆ ପାଇଁ ଏବଂ ନିଜର ଆଖପାଖ ସମାଜ ପାଇଁ ଆଣୁଛି ଲଜ୍ୟା। ଯେଉଁ ଠାରେ ସମ୍ପର୍କ ଏବଂ ନୈତିକତା ର ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳୁନାହିଁ। ସେହି ଦୃଷ୍ଟିରୁ ସମାଜ ଯେ କେତେ ତଳ ସ୍ତରକୁ ଗଲାଣି ତାହା ଏଭଳି ନିନ୍ଦନୀୟ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରୁଛି।

ଆପଣ ସୋସିଆଲ ମିଡିଆ ରେ ଏମିତି ଅନେକ ପ୍ରକାର ର ଖବର ପ୍ରତିଦିନ ଦେଖିବାକୁ ପାଉଥିବେ।ଯେଉଁଠାରେ ଏକ ପ୍ରକାର ର ସ୍ବାର୍ଥ ଏବଂ ହୀନ ମନ୍ୟତା ର ପରିଚୟ ସାମ୍ନାକୁ ଆସିଥାଏ।ତେବେ କିଛି ଅସାମାଜିକ ଏବଂ କଳୁଷିତ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଏସବୁ ଘଟଣା ଆଜିର ଏହି ସଭ୍ୟ ଶିକ୍ଷିତ ସମାଜରେ ଘଟିବା ର ଲାଗିଛି ଯାହା ମଣିଷକୁ ହୀନ ମାନସିକତା ର ପରିଚୟ ପ୍ରଦାନ କରୁଛି। ତେବେ ସେହିଭଳି ଏକ ଲଜ୍ୟା ଜନକ ଘଟଣା ବିଷୟ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ,

ଯାହା ଶୁଣିଲେ ଆପଣ ବି ଏହାକୁ ଧିକ୍କାର କରିବେ ଏବଂ ଲଜ୍ୟାବୋଧ କରିବେ।ଏହି ଘଟଣା ରେ ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଘଟିଛି ଅପ୍ରୀତିକର ଘଟଣା।ଆଉ ପରେ ସ୍ବାମୀ ସ୍ତ୍ରୀ ଙ୍କ ପବିତ୍ର ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ।ତେବେ ସୂଚନା ଅନୁସାରେ ଏହି ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଅନ୍ତର୍ଗତ ମାଛଗଡ଼ ପଞ୍ଚାୟତର ସୋନାରୀପଶି ଗ୍ରାମରେ।

ଏହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ପ୍ରଥମ ସ୍ତ୍ରୀ ଥାଉ ଥାଉ ତାଙ୍କ ସହିତ ବିବାହ ଉଚ୍ଛେଦ ନହୋଇ ମଧ୍ୟ ଆଉ ଜଣଙ୍କୁ ବିବାହ କରି ନେଇ ଆସିଥିଲେ।ଆଉ ତାପରେ ଆରମ୍ଭ ହୋଇଥିଲା ମହାଭାରତ। ଏଠାରେ ସ୍ଵାମୀଙ୍କ ଦ୍ଵିତୀୟ ବିବାହ ଦେଖି ତାର ପ୍ରଥମ ସ୍ତ୍ରୀ ରାସ୍ତା ଆଗରେ ସ୍ୱାମୀକୁ ନିର୍ଧୁମ ମାଡ ମାରି ଥିବାର ଦେଖିବାକୁ ମିଳିଛି।ତେବେ ଏହି ଅଭିଯୁକ୍ତ ସ୍ବାମୀ ଜଣଙ୍କ ହେଉଛନ୍ତି ବଡ଼ବିଲ ଗ୍ରାମର ସୁରେନ୍ଦ୍ର ମହାନ୍ତଙ୍କ ପୁଅ ଗଣେଶ୍ୱର ମହାନ୍ତ।

ଯିଏକି ଛଅ ବର୍ଷ ପୂର୍ବେ ସୋନାରୀପଶି ଗ୍ରାମର ପରେଶ ମହାନ୍ତଙ୍କ ଝିଅ ଲକ୍ଷ୍ମୀ ମହାନ୍ତଙ୍କୁ ହିନ୍ଦୁ ଧର୍ମର ରୀତିନୀତି ରେ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଏବଂ ଝିଅ ମଧ୍ୟ ରହିଛି।ଏଥି ପାଇଁ ସେ ଉତ୍ୟକ୍ତ ହଇ ତାଙ୍କ ସ୍ବାମୀଙ୍କୁ ମାରିଛନ୍ତି ଆଉ ତାଙ୍କ ର ଆଉ ଗୋଟେ ପତ୍ନୀ ଙ୍କ ନାମ ରେ ପୋଲିସ ରେ କହିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।