how to set up tinder without facebook Dating sites Modena how to message a girl on a dating site free live cam website how to find people for sex

ରାଜ୍ୟର ଏହି ସ୍ଥାନ ଗୁଡିକ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ନେଇ ଅନୁମାନ କଲା ପାଣି ପାଗ ବିଭାଗ….

0

ପ୍ରକୃତି କୁ ନେଇ ପୃଥିବୀ ସୃଷ୍ଟି। ମଣିଷ ଙ୍କ ଜୀବନ ଶୈଳୀ ମଧ୍ୟ ଏହା ଉପରେ ନିର୍ଭର କର। ପରିବେଶ ଉପରେ ପ୍ରକୃତି ର ପ୍ରଭାବ ପକାଇ ଥାଏ। ମୌସୁମୀ ହେଉଛି ପ୍ରକୃତି ର ଅଂଶ । ଆଜି ଆମେ ଆପଣ ଙ୍କୁ ମୌସୁମୀ ଜନିତ ବର୍ଷା ବିଷୟ ରେ ଜଣାଇବୁ। ୮ ତାରିଖ ରୁ ସିତ ର ଲହରୀ ଖେଳି ଯାଇଛି।୨୪ ଘଣ୍ଟା ପରେ ପାରଦ ୪ ଡ଼ିଗ୍ରୀ ଖସିବା ସୂଚନା ଦେଇଛନ୍ତି ପାଣି ପାଗ ବିଭାଗ।

ଏହା ସହ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ରହିଛି। ଆପଣ ମାନେ ଜାଣିଥିବେ ଗତ ୮ ତାରିଖ ରୁ ଥଣ୍ଡା ର ପ୍ରକୋପ ବୃଦ୍ଧି ପାଇଛି।୧୨ ତାରିଖ ଯାଏଁ ଏପରି ପରିସ୍ଥିତି ଲାଗି ରହିବ ।ବଦଳିଛି ଓଡ଼ିଶାରେ ପାଣିପାଗର ମିଜାଜ୍। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗିରହିଛି।

କେଉଁଠି ବର୍ଷା ସହ ପବନ ବାଡ଼େଇଛି ତ ଆଉ କେଉଁଠି ଘର ଦ୍ବାର ଭାଙ୍ଗିଛି।ରାଜ୍ୟର କେତେକ ଅଞ୍ଚଳରେ କ୍ଷୟକ୍ଷତି ହୋଇଥିବାର ଖବର ବି ଆସିଛି,ଆଗକୁ ଆହୁରି ଅଧିକ ଝଡ଼ବର୍ଷା ହେବାକୁ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ତିନି ଦିନ ରାତି ରେ ଘରୁ ନ ବାହାରିବା କୁ ପରାମର୍ଶ ଦେଇଛନ୍ତି।ଏବେ କିଛି ଦିନ ଧରି ପଶ୍ଚିମ ପବନ ଦେଉଛି। ସେଥି ପାଇଁ ସିତ ର ପ୍ରକୋପ କମି ଥିଲା। ସେଥି ପାଇଁ ରାଜ୍ୟ ବି ସର୍ବ ନିମ୍ନ ତାପମାତ୍ର ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। କାଲି ଠାରୁ ପଶ୍ଚିମ ପବନ କମ୍ ବହିବାରୁ ସିତ ର ପ୍ରକୋପ ବଢ଼ିଛି। ସିତ ର ଲହରୀ ଟିକେ ବୃଦ୍ଧି ପାଇଛି। ସେହି ପରି ପାଣି ପାଗ ବିଭାଗ ସୁରେନ୍ଦ୍ର ନାଥ ପଶୁ ପାଳକ କହିଛନ୍ତି ଯେ ଆସନ୍ତା ୫ ରୁ ୭ ତାରିଖ ମଧ୍ୟ ରେ କିଛି ସ୍ଥାନ ରେ ସର୍ବ ନିମ୍ନ ତାପମାତ୍ର କମିବା ଯୋଗୁଁ ସିତ ର ପ୍ରକୋପ ବଢ଼ିବ।

ମାତ୍ର ଦକ୍ଷିଣ ଉପକୂଳ ରେ ପ୍ରଭାବ ବଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ପାଣି ପାଗ ବିଭାଗ। ପାଗ ଶୁଖିଲା ରହିବ ଇ ଗରମ ପବନ ମଧ୍ୟ ଦବ। ଆସନ୍ତା ୧୬ ତାରିଖ ରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ସାମାନ୍ୟ କୋହଲା ରହିବ। ପାଣି ପାଗ ବିଭାଗ ରୁ ସୂଚନା ଯୋଗ୍ୟ ଯେ ଆସନ୍ତା ୧୨ ତାରିଖ ରୁ ତାପମାତ୍ରା ରେ ବୃଦ୍ଧି ହେବ ଫଳରେ ସିତ କମିବ।ସେଇ ବେଳେ ରାତି ରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ଏବେ କିଛି ଦିନ ହେଲା ପଶ୍ଚିମ ଦିଗରୁ ପବନ ବହିବା ନେଇ ଦେଖାଯାଉଛି।ଏହି ପଶ୍ଚିମା ପବନ ବହିବାରୁ ସିତର ପ୍ରକୋପ ଟିକେ କମି ଥିଲା।ସେଥିପାଇଁ ରାଜ୍ୟରେ ସର୍ବ ନିର୍ମ ତାପମାତ୍ର ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଆସନ୍ତା ୧୨ ତାରିଖ ରୁ ପାରଦ ୫ ଡ଼ିଗ୍ରୀ ଉପରକୁ ଉଠିବ।୧୬ ତାରିଖ ରେ ପାଗ ସାମାନ୍ୟ କୋହଲା ରହିବ। ପରେ ସିତ ର ପ୍ରକୋପ ହ୍ରାସ ପାଇବ ବୋଲି ପାଣି ପାଗ ବିଭାଗ ରୁ ସୂଚନା ମିଳିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।