ଦେଖନ୍ତୁ ଭିଡିଓ – କ୍ରିକେଟ ଖେଳ ରେ ଧମାଲ କଲେ ଶ୍ରୀଦେବୀ ଙ୍କ ଝିଅ ଜାହ୍ନବୀ ଭାଇରାଲ ହବାରେ ଲାଗିଛି ଭିଡିଓ !

0

ଆମେ ଆପଣ ମାନଙ୍କୁ ବହୁତ୍ କିଛି ସମୟ କଥା କହୁଚୁ ଯାହା ଓଡ଼ିଆ ଚଳଚ୍ଚିତ୍ର ରେ ଥିବା ହିରୋ ଓ ହିରୋଇନ୍ ଙ୍କ ସହ ଯୋଡିତ କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ବିଷୟ ରେ କହିବୁ ,ତେଣୁ ଆପଣ ମାନେ ବହୁତ୍ କିଛି କଥା ଜାଣିଥିବେ ।ଏ ହିରୋଇନ୍ ହୁଅନ୍ତୁ କି ହିରୋ ଏମାନଙ୍କ ର ସବୁ କିଛି ଚାଲି ,ଚଳନି ,କେମିତି ରହୁଛନ୍ତି କଣ କରିଛନ୍ତି ସେ ସବୁ ଜାଣିବାର ବହୁତ୍ ଇଚ୍ଛା ଥାଏ ,ତେଣୁ ଆମେ ସମସ୍ତେ ବିଭିନ୍ନ ଆପ୍ ରେ ସେ ହିରୋ ଆଉ ହିରୋଇନ୍ ମାନଙ୍କର ପ୍ରଫେସନାଲ ଆଇଡି ରେ ଫୋଲୋ କରୁ ଏବଂ ତାଙ୍କର ଚାଲି ଚଳନି ଗତି ବିଧି ସବୁ କିଛି ଲକ୍ଷ୍ୟ କରୁ ।

ଏଇ ଗ୍ଲାମର ଜଗତରେ ଥିବା ଲୋକ ମାନେ ସବୁ ବେଳେ କିଛି ନ କିଛି ଗୁଣ ରେ ଅଧିକ ଥାଆନ୍ତି ,ତେଣୁ ଆମେ ମାନେ ଏଇ ଅଭିନୟ ଦୁନିଆ ବିଷୟର ଯେତେ କହିଲେ ବି ଅତ୍ୟକ୍ତି ହେବା ନି ।ଆମେ ଆଜି ସେମିତି ନାମୀ ଦାମୀ ହିରୋଇନ୍ ଙ୍କ ବିଷୟରେ କହିବି ।ଯାହା ଙ୍କ ମାତା ଭି ଏମିତି ଜଣେ ସ୍ତ୍ରେଷ୍ଟ କଳାକାର ଥିଲେ ।

କ୍ରିକେଟ ଖେଳ ରେ ଧମାଲ କଲେ ଶ୍ରୀଦେବୀ ଙ୍କ ଝିଅ ଜାହ୍ନବୀ ଭାଇରାଲ ହବା ରେ ଲାଗିଛି ଭିଡିଓ !ଯଦି ଆପଣ ମାନେ ବଲିଉଡ ମୁଭି ଦେଖୁଥିବେ ତେବେ ଆପଣ ଶ୍ରୀଦେବୀ ଙ୍କୁ ନିଶ୍ଚୟ ଜାଣିଥିବେ, ଏବେ ତାଙ୍କର ମୃତ୍ୟୁ ପରେ ତାଙ୍କ ଝିଅ ଜାହ୍ନବୀ କପୁର ବି ଅନେକ ମୁଭି କରିସାରିଲେଣି | ନିକଟ ରେ ତାଙ୍କ ଆଗାମୀ ଚଳଚ୍ଚିତ୍ର ଗୁଡ଼ ଲକର ର ସୁଟିଂ ପାଇଁ ସେ ଚଣ୍ଡିଗଡ଼ କୁ ଆସିଛନ୍ତି। ତେବେ ସୁଟିଂ ଶେଷ କରିବା ପରେ ସେ ତାଙ୍କ କ୍ରୁ ସଦସ୍ୟଙ୍କ ସହିତ କ୍ରିକେଟ୍ ଖେଳିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି |


ଯାହା ଜାହ୍ନବୀ ଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଦେଖିବାକୁ ମିଳିଛି , ଯେଉଁଥିରେ ସେ ବ୍ୟାଟିଂ ଏବଂ ରନିଂ ଏକ ଭିଡିଓ ସେୟାର କରିଥିଲେ, ଏହି ଭିଡିଓ ସେୟାର କରିବା ବେଳେ ଜାହ୍ନବୀ ଲେଖିଛନ୍ତି ଯେ ମୁଁ ଜଣେ ଭଲ ଖେଳାଳି ବୋଲି କହିବା ନିରାପଦ କି, ଦୟାକରି କୁହନ୍ତୁ। ଭିଡିଓ ରେ ସେ ବ୍ୟାଟିଂ କରୁଥିଲେ, ସେହି ସମୟରେ ସେ ତାଙ୍କ ଚରିତ୍ରର ପୋଷାକରେ ଦେଖାଯାଉଥିଲେ |

ଜାହ୍ନବୀ ନିଜେ ଗୁଡ୍ ଲକ୍ ଜେରୀ ସହ ତାଙ୍କର ପ୍ରଥମ ଲୁକ୍ ସେୟାର କରିବାର କିଛି ସମୟ ପୂର୍ବରୁ ଏହି ପୋଷ୍ଟରେ ଜାହ୍ନବୀ ଏକ ସାଲୱାର୍ ସୁଟ୍ ପିନ୍ଧିଥିବାର ଦେଖାଯାଇଥିଲା ଏବଂ କେଶକୁ ବାନ୍ଧି ପଞ୍ଜାବର ଏକ ରାସ୍ତାରେ ଯାଉଥିଲା ।ଏହି ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ରେ ସିଦ୍ଧାର୍ଥ ସେନଗୁପ୍ତା ନିର୍ଦ୍ଦେଶନା ଦେଉଛନ୍ତି, ଫିଲ୍ମ ର ନିର୍ମାତା ଆନନ୍ଦ ଏଲ୍ ରାୟ ଏବଂ ଏହି ଚଳଚ୍ଚିତ୍ର ଟି ତାମିଲ ଚଳଚ୍ଚିତ୍ର କୋଲାମାଭୁ କୋକିଲାର ହିନ୍ଦୀ ରିମେକ୍, ଏଥିରେ ଦୀପକ ଡୋବ୍ରିଆଲ୍, ସ୍ମିତା ବୈଷ୍ଣବ, ନୀରଜ ସୁଦ ଫିଲ୍ମ ଦେଖିବାକୁ ମିଳିବେ, ଜାହ୍ନବୀଙ୍କୁ ଖୁବ ଶୀଘ୍ର ଦୋସ୍ତାନା ୨ ଏବଂ ‘ରୁହି ଅଫସାନା’ରେ ରାଜ କୁମାର ରାଓ ଙ୍କ ସହ ଦେଖିବାକୁ ମିଳିବ |

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।