ସିରିଏଲ୍ ଜଗତ କୁ ଫେରିଛନ୍ତି ମାନିନୀ ତାରା ତାରିଣୀ ରେ ଦେଖିବାକୁ ମିଳିବ ମାନିନୀ ଙ୍କୁ ଜାଣନ୍ତୁ ହଠାତ୍ କାହିଁକି ସେ ସିରିଏଲ ଜଗତକୁ ଏଣ୍ଟ୍ରି କରିଲେ

0

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ। ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି। ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା। ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ରେ ଯେତିକି ଚର୍ଚ୍ଚା ଅଛି ସେତିକି ଶିରିଏଲ୍ । ଅଧିକାଂଶ ଲୋକେ ସିରିଏଲ୍ ଦେଖିବାକୁ ପସନ୍ଦ କରିଥାନ୍ତି।

ଘର ର କାମ ସରିବା ପରେ ଘର ଲୋକ ସିରିଏଲ୍ ଦେଖିବାକୁ ବେଶ୍ ପସନ୍ଦ କରନ୍ତି। ନିଜ ହୃଦୟ ଛୁଆଁ ଅଭିନୟ ଦ୍ଵାରା କଳାକାର ମାନେ ବାନ୍ଧି ରଖିଥାନ୍ତି ଦର୍ଶକ ଙ୍କୁ। ତେବେ ସିରିଏଲ୍ ଜଗତ ରେ ବହୁ ନାମୀ ଦାମୀ କଳାକାର ନିଜ ଅଭିନୟ ଜରିଆରେ ଘରେ ଘରେ ପରିଚିତ। ତେବେ ଆଜି ଆମେ ଆପଣ ଙ୍କୁ ସିରିଏଲ୍ ଜଗତ ର ଅଭିନେତ୍ରୀ ମାନିନୀ ବିଷୟରେ ଜଣାଇବୁ।

ତେବେ ଆପଣ ମାନେ ମାନିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଜି ସାର୍ଥକ ରେ ପ୍ରୋଜୋଜିତ ହେଉଥିବା ଧାରାବାହିକ ରେ ମାନିନୀ ସିରିଏଲ୍ ରେ ଅଭିନୟ କରି ଦର୍ଶକ ଙ୍କ ହୃଦୟ ରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ମାନିନୀ ପୁଣି ସିରିଏଲ୍ କୁ ଫେରିଛନ୍ତି। ତେବେ ସେ ତାରା ତାରିଣୀ ଧାରାବାହିକ ରେ ନଜର ଆସିବେ ମାନିନୀ। ଆସନ୍ତୁ ଜାଣିବା କେବେ ଆସିବେ ଓ କୋଉ ଭୂମିକା ରେ ଅଭିନୟ କରିବେ ମାନିନୀ। ଶେଷ ଥର ପାଇଁ ସେ ମାନିନୀ ରେ ଅଭିନୟ କରି ଆଉ ନଜର ରେ ଆସିନଥିଲେ । କିନ୍ତୁ ଏବେ ଏକ ଗୀତ ରେ ନଜର ଆସିଥିଲେ।ଓ ମା ଗୋ ଟୁରୁ ଲଭ୍ ଗୀତ ରେ ନଜର ଆସିଥିଲେ। ଏହି ଗୀତ ରେ ନିଜର କଣ୍ଠ ଦାନ ସହିତ ଅଭିନୟ ମଧ୍ୟ କରିଥିଲେ। ପୁଣି ଥରେ ରିଟରନ କରିବେ ମାନିନୀ । ତାର ତାରିଣୀ ରେ ଏକ ଜବରଦସ୍ତ ଏଣ୍ଟ୍ରି ମାରିବେ ବୋଲି କହିଛନ୍ତି।

ତେବେ ଏହାର ଫୋଟୋ ଭାଇରାଲ ହେବାରେ ଲାଗିଛି। ରୁପମ୍ ଙ୍କ ସହିତ ଫୋଟୋ ରେ ନଜର ଆସିଛନ୍ତି ସେ। ସେ ସିରିଏଲ୍ ରେ ପାଦ ରଖିବେ ସତ ମାତ୍ରା କେଉଁ ରେ ଅଭିନୟ କରିବେ ଓ କେଉଁ କ୍ୟରକଟର ରେ ଆସିବେ ଏ ନେଇ ସମ୍ପୂର୍ଣ୍ଣ ସୂଚନା ମିଳି ନାହି। ମାତ୍ର ଶୁଣିବାକୁ ମିଳୁଛି ଯେ ମୋହୋନା ଙ୍କ କ୍ୟରକଟର ରେ ଦେଖିବାକୁ ମିଳିବେ ସେ ତାର ତାରିଣୀ ଧାରାବାହିକ ରେ। ହେଲେ ଏ ନେଇ କୌଣସି ସତ୍ୟା ସତ୍ୟ ସୂଚନା ପ୍ରକାଶ ପାଇନାହିଁ। ମାତ୍ର ମାନିନୀ ଙ୍କୁ ବର୍ତ୍ତମାନ ତାରା ତାରିଣୀ ସୁଟିଂ ସେଟ୍ ରେ ଦେଖିବାକୁ ମିଳିଛି।

ତେବେ ସେ ତାରା ତାରିଣୀ ରେ ଅଭିନୟ କରିବାକୁ ଯାଉଛନ୍ତି। ଆଗରୁ ମାନିନୀ ସିରିଏଲ୍ ରେ ମାନିନୀ ଯିଏ କି ସୁଇଟି ନିଜ ଅଭିନୟ ରେ ଜଦୁଗରିତା ଦେଖାଇଛନ୍ତି। ସେହି ଧାରାବାହିକ କୁ ବେଷ୍ଟ ଧାରାବାହିକ ଭାବେ ପୁରସ୍କାର ମଧ୍ୟ ମିଳିଥିଲା। ତାଙ୍କ ଅଭିନୟ କୁ ଦର୍ଶକ ବେଶ୍ ପସନ୍ଦ୍ ମଧ୍ୟ କରିଥିଲେ। ବର୍ତ୍ତମାନ ଦର୍ଶକ ଙ୍କ ପାଇଁ ଏକ ଖୁସି ର ଖବର ନେଇ ଆସିଛନ୍ତି ସୁଇଟି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।