pof louisville johor sex is happn a hookup app budapest women

ସରସ୍ବତୀ ପୂଜାକୁ ଆଖି ଆଗରେ ରଖି ପୁଣି ଦେଶରେ ବହୁତ ମାତ୍ରାରେ ଶସ୍ତା ହେଲା ,ସୁନା , ରୂପା ! ଆଜିର ରେଟ୍ ଜାଣିଲେ ଆପଣ ଖୁସି ହୋଇଯିବେ……

0

ନିଜକୁ ସଜାଇବା ପାଇଁ ମଣିଷ ବିଭିନ୍ନ ଆୟୋଜନ କରି ଥାଏ। କିଏ ମୁହଁ କୁ ସଜାଇବା ପାଇଁ ତ କିଏ ଶରୀର କୁ ସଜାଇବା ପାଇଁ ପସନ୍ଦ କରିଥାନ୍ତି। ସଜ ହେବାରେ ଅଳଙ୍କାର ଅଧିକ ସାହାଯ୍ୟ କରି ଥାଏ। ପୋଷାକ କୁ ଏକ ଲୁକ ଦେଇଥାଏ ଅଳଙ୍କାର। ଯେମିତି ପୋଷାକ ସେମିତି ଅଳଙ୍କାର ଏବେ ଟ୍ରେନଡ୍ ହୋଇଛି। ତେବେ ମହିଳା ମନ ଙ୍କ ପ୍ରିୟ ହୋଇଥାଏ ଅଳଙ୍କାର। ସୁନା ଅଳଙ୍କାର ପ୍ରତି ମହିଳା ମାନଙ୍କ ବେଶ୍ ଲୋଭ ଥାଏ।

ଭଳିକି ଭଳି ଅଳଙ୍କାର ରେ ନିଜ କୁ ସଜେଇ ହବାକୁ ବେଶ୍ ପସନ୍ଦ ମଧ୍ୟ କରି ଥାନ୍ତି। ମାତ୍ର ବର୍ତ୍ତମାନ ଯୁଗ ରେ ସୁନା ଅଳଙ୍କାର ପିନ୍ଧିବା ସହଜ ହୋଇ ପାରୁ ନାହିଁ। ସୁନା ଅଳଙ୍କାର ଲାଗି ନିଜ ଜୀବନ ମଧ୍ୟ ଚାଲି ଯାଉଛି। ଚୋରି ଡ଼କାୟତି କରି ଜୀବନ ନେଇ ଯାଉଛନ୍ତି। କେତେବେଳେ ଅତ୍ୟଧିକ ଦର ବଢିଯିବାରୁ ଲୋକ ମାନେ ମଧ୍ୟ କିଣି ପାରୁନାହାଁନ୍ତି। ତେବେ ଆଜି ଆମେ ଆପଣ ଙ୍କୁ ଅଳଙ୍କାର ସମ୍ଭଧୀୟ ତଥ୍ୟ କହିବୁ।

ସୁନା କିଣିବାକୁ ଇଚ୍ଛୁକ ଥିବା ଲୋକ ମାନଙ୍କ ପାଇଁ ଏକ ବଡ଼ ଖୁସି ର ଖବର। ବର୍ତ୍ତମାନ ସମୟରେ ଅନେକ ବାହାଘର ହେଉଛି। ଅତ୍ୟଧିକ ଦର ହେତୁ ସୁନା ସମର୍ ଉପହାର କାହାରିକୁ ଦେଇ ପାରୁନାହାଁନ୍ତି। ମାତ୍ର ଆଜି ମଲ୍ଟି କମୋଡିଟି ଏକ୍ସଚେଞ୍ଜ ରେ ସକାଳୁ ସୁନା ର ହାର ହ୍ରାସ ପାଇବା ସହିତ ରୂପା ର ଦର ମଧ୍ୟ ଶସ୍ତା ହୋଇଛି।ଏମସିଏକ୍ସରେ ସୁନା ଦର ୦.୧୪ ପ୍ରତିଶତ ଅର୍ଥାତ ୬୭ ଟଙ୍କା ହ୍ରାସ ପାଇ ପ୍ରତି ୧୦ ଗ୍ରାମ କୁ ୪୭ ହଜାର ୧୮୯ ଟଙ୍କା ରେ ପହଞ୍ଚିଛି।

ରୂପା ୦.୩୧ ପ୍ରତିଶତ ଅର୍ଥାତ ୨୧୨ ଟଙ୍କା ହ୍ରାସ ପାଇ କିଲୋ ପ୍ରତି ୬୮ ହଜାର ୫୨୬ ଟଙ୍କା ରେ ପହଞ୍ଚିଛି। ସ୍ପଟ ମାର୍କେଟ ରେ ଶୁକ୍ରବାର ଦିନ ଲଗାତାର ୫ ଦିନ ଭାବରେ ସୁନା ର ମୂଲ୍ୟ କମିବାକୁ ଲାଗିଛି। ଶୁକ୍ରବାର ଦିଲ୍କୀ ବଜାର ରେ ସୁନା ୧୬୩ ଟଙ୍କା ହ୍ରାସ ପାଇଁ ୧୦ ଗ୍ରାମ କୁ ୪୬ ହଜାର ୭୩୮ ଟଙ୍କା ଓ ରୂପା ୫୩୦ ଟଙ୍କା ବୃଦ୍ଧି ପାଇ କିଲୋ ପ୍ରତି ୬୭ ହଜାର ୪୮୩ ଟଙ୍କା ରେ ପହଞ୍ଚିଛି।

୨୨ କ୍ୟାରେଟ ସୁନା ଦାମ – ୪୬ ହଜାର ୨୨୦ ଟଙ୍କା
୨୪ କ୍ୟାରେଟ ସୁନା ଦାମ – ୫୦ ହଜାର ୪୨୦ ଟଙ୍କା
ରୁପା ଦାମ – ୬୮ ହଜାର ୭୦୦ ଟଙ୍କା

ବର୍ତ୍ତମାନ ୨୨ କ୍ୟରେଟ୍ ସୁନା ର ମୂଲ୍ୟ ୪୬ ହଜାର ୨୨୦ ଟଙ୍କା ବେଳେ ୨୪ କ୍ୟରେଟ ସୁନା ର ଦାମ ୫୦ ହଜାର ୪୨୦ ଟଙ୍କା ଓ ରୂପା ର ମୂଲ୍ୟ ୬୮ ହଜାର ୭୦୦ ଟଙ୍କା। ସୂଚନା ଯୋଗ୍ୟ ଯେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ ବଜେଟ ଅଭିଭାଷଣ ରେ ସୁନା ଓ ରୂପା ର ଆମଦାନୀ ଶୁକ୍ଳ ରେ ଭାରି ଛାଡ ଘୋଷଣା କରିଥିଲେ।ସୁନା ରୂପା ଆମଦାନି ଶୁକ୍ଳ ୫ ପ୍ରତିଶତ ଛାଡ ଘୋଷଣା କରିଥିଲେ। ବର୍ତ୍ତମାନ ସୁନା ଓ ରୂପା ରେ ୧୨.୫ ପ୍ରତିଶତ ଆମଦାନୀ ଶୁକ୍ଳ ଦେବାକୁ ପଡୁଛି। ୫ ପ୍ରତିଶତ ଛାଡ ପରେ ଏହା ୭.୫ ପ୍ରତିଶତ ଆମଦାନୀ ଶୁକ୍ଳ ଦେବାକୁ ପଡ଼ିବ। ପରେ ସୁନା ରୂପା ର ମୂଲ୍ୟ ଆହୁରି ହ୍ରାସ ପାଇବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।