ଦେଖନ୍ତୁ ଭିଡିଓ – ସୋସିଆଲ ମିଡିଆରେ ଭାଇରାଲ ହେଲା ବାହାଘର ର କିଛି ଭିଡିଓ ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ

0

ଦେଶ ଓ ସମାଜକୁ ଆଗକୁ ବଢେଇବା ପାଇଁ ପୁଅ ଓ ଝିଅ ଙ୍କୁ ବିବାହ କରିବାକୁ ପଡି ଥାଏ। ତେବେ ଏହା ସେମାନଙ୍କ ପାଇଁ ବହୁତ ସୁନ୍ଦର ଦିନ ହୋଇ ଥାଏ। ତେବେ ଏହି ଦିନ ରେ ସମସ୍ତେ ବହୁତ ଖୁସି ରୁହନ୍ତି।ସମସ୍ତେ ବହୁତ ମଜା ମସ୍ତି ମଧ୍ୟ କରନ୍ତି,ସଜ ହବା , ଖାଇବା , ନାଚିବା ଆଦି ବହୁତ କିଛି କରନ୍ତି। ତେବେ ଆମ ଦେଶ ରେ ହେଉ ଥିବା ବାହାଘର ରେ ବହୁତ ସୁନ୍ଦର ରୀତି ନୀତି ରହିଛି,ଯାହା ସବୁ ଠୁ ସୁନ୍ଦର। ତେବେ ବିଭିନ ସ୍ଥାନ ରେ ବିଭିନ୍ନ ପ୍ରକାର ନିୟମ ରହିଛି ତା ସହ ଆମ ଦେଶ ର ବାହାଘର ୪ କିମ୍ବା ୫ ଦିନ ଧରି ହୋଇ ଥାଏ। ତେବେ ଏଥି ପାଇଁ ଅନେକ ପଇସା ମଧ୍ୟ ଖର୍ଚ୍ଚ କରନ୍ତି।

ତେବେ ଏହି ବାହାଘର ରେ ଅନେକ ସୁନ୍ଦର ସୁନ୍ଦର ଫୋଟୋ ଉଠାଇ ବାକୁ ପସନ୍ଦ କରନ୍ତି। ତେବେ ବେଳେ ଏମିତି କିଛି ଦେଖିବା ମିଳେ, ଯାହା ଆମେ କେବେ ଆଗରୁ ଦେଖି ନ ଥିବେ, ଅନେକ ଆଶ୍ଚର୍ଯ୍ୟ ଓ ହାସ୍ୟାସ୍ପଦ ଜିନିଷ ଦେଖିବା ମିଳେ। ତେବେ ଆସନ୍ତୁ ଜାଣିବା କିଛି ହାସ୍ୟାସ୍ପଦ ଘଟଣା ବିଷୟ ରେ ଯାହା ଆମ ଦେଶ ର ବାହାଘର ରେ ଦେଖିବାକୁ ମିଳେ।

ତେବେ ସୋସିଆଲ ମିଡିଆରେ ଅନେକ ଲୋକ ଏହି ଘଟଣା କୁ ରେକର୍ଡ଼ କରି ସୋସିଆଲ ମିଡିଆରେ ରେ ସେୟାର କରନ୍ତି। ତେବେ ଘଟଣା ଗୁଡିକ ହେଉଛି।ଗୋଟେ ଭିଡିଓ ରେ ଦେଖିବାକୁ ମିଳିଛି କି କନ୍ୟା ବାର କୁ ମିଠା ଖୁଆଉ ଥିଲା ,ତେବେ ବର ଟି ର ଖାଇବା କୁ ଡେରି ହେବାରୁ ସେ ମିଠା ଟି ଫିଙ୍ଗି ଦେଲା। ତେବେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବା କୁ ମିଳିଛି।ତେବେ ଆଉ ଗୋଟେ ଭିଡିଓ ରେ ଦେଖିବାକୁ ମିଳିଛି କି ଝିଅ ଟି ର ବାହା ହେବା କୁ ଟିକେ ବି ଇଚ୍ଛା ନାହିଁ , ହେଲେ ସେ ବାଧ୍ୟ ହୋଇ ବାହା ହେଉଛି,ତେବେ ତାର ଚାହାଁଣି ବହୁତ ହାସ୍ୟାସ୍ପଦ ଅଟେ ।

ତେବେ ଆଉ ଗୋଟେ ଭିଡିଓ ରେ ଦେଖିବାକୁ ମିଳିଛି କି ବର ଓ କନ୍ୟା ସାତ ଫେରା ନେଲା ବେଳେ ସେହି ବର ର ଧୋତି ଟି ଖସି ଯାଇଛି। ତେବେ ଏହି ଘଟଣା କେମେରା ରେ ରେକର୍ଡ଼ ହୋଇ ଯାଇଛି। ତେବେ ଏହା ସତ ରେ ବହୁତ ହାସ୍ୟାସ୍ପଦ ଅଟେ। ତେବେ ବେଳେ ବେଳେ ବାହାଘର ରେ ଅନେକ ଅଜିବ ପ୍ରକାର ଲୋକ ଙ୍କୁ ଦେଖା ବାକୁ ମିଳେ। ତେବେ ତାଙ୍କର ଅଜିବ ପ୍ରକାର କାର୍ଯ୍ୟ ଦେଖି ମଧ୍ୟ ସବୁ ବହୁତ ଆଶ୍ଚର୍ଯ୍ୟ ହୁଅନ୍ତି।ତେବେ ଏସବୁ ମଧ୍ୟ ବେଳେ ବେଳେ କେମେରା ରେ ରେକର୍ଡ଼ ହୋଇ ଯାଏ। ତେବେ ଆଉ ବେଳେ ବେଳେ ଦେଖି ଥିବେ କି ଲୋକ ମାନେ ସ୍ନୋ କୁ ବ୍ଯବହାର କରନ୍ତି। ତେବେ ସେମାନେ ଏହା ବହୁତ ଖରାପ ଭାବରେ ବ୍ୟବହାର କରନ୍ତି। ତେବେ ଏମିତି ଏନେକ୍ କିଛି ଘଟଣା ଦେଖିବାକୁ ମିଳେ ଆମ ଦେଶ ରେ।

ତେବେ ଏମିତି ଘଟଣା ଆମ ସମାଜ୍ ପାଇଁ ବହୁତ ହାସ୍ୟାସ୍ପଦ ହୋଇ ଥାଏ।ଅନେକ ଲୋକ ଏହାର ମଜା ନିଅନ୍ତି। ହେଲେ ଅନେକ୍ ଲୋକ ଏସବୁ ପାଇଁ ବହୁତ ଅପମାନିତ ହୁଅନ୍ତି। ତେବେ ଏମିତି ସବୁ କାର୍ଯ୍ୟ କରିବା ଉଚିତ ନୁହଁ। ଏହା ସମାଜ ଉପରେ ଏକ ଖରାପ ପ୍ରଭାବ ପଡିବ। ବାହାଘର ଏକ ପବିତ୍ର ବନ୍ଧନ ।ତେବେ ତାକୁ ସୁନ୍ଦର ଭାବେ କରିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।