ଷ୍ଟେଜ ଉପରେ ମହିଳାଙ୍କ ସହିତ ଅ-ଶ୍ଳୀଳ ଡ୍ୟାନ୍ସ କରୁଥିବାର ନଜର ଆସିଲେ ବିଜେପି ନେତା, ସୋସିଆଲ ମିଡ଼ିଆରେ ନିଆଁଭଳି ଭାଇ-ରାଲ ହେଲା ଭିଡିଓ

0

ଆଜି କାଲି କା ଯୁଗ ରେ କିଛି ଭି ଘଟୁଛି ଯାହା ଗ୍ରହଣ ଯୋଗ୍ୟ ନୁହଁ।ଆଜି କାଲି ସମସ୍ତେ ନିଜର ସୀମା ଭିତରେ ରହି କାର୍ଯ୍ୟ କରିବା ଠିକ ହେବ କାରଣ ଏବେ କର ଯୁଗ ସମୟ ବହୁତ୍ ଖରାପ ।ଆଜି କାଲି କିଛି କିଛି ଏମିତି ନାରୀ ଅଛନ୍ତି ଯଉ ମାନେ ନିଜର ସୀମା ଉଲଙ୍ଘନ କରି କିଛି ଭି କରୁଛନ୍ତି ।ସେହି ଭଳି ଭାବରେ କିଛି କିଛି ପୁରୁଷ ଭି ଏମିତି ଅଛନ୍ତି ଯଉ ନିଜର ସମସ୍ତ ସୀମା ଉଲଂଘନ କରି ଲୋକ ସମାଜ ଆଗରେ ବହୁତ୍ ଲୋକ ନାରୀ ମାନଙ୍କ ଉପରେ ଏମିତି ଅଧିକାର ସାବ୍ୟସ୍ତ କରୁଛନ୍ତି କୁ ସେମାନେ ଜନ ସମାଜ ଭି ଦେଖୁ ନାହାନ୍ତି ନିଜର ଅସିଳତା ପ୍ରୟୋଗ କରୁଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଆପଣ ମାନଙ୍କ ମୁଁହ କୁ ଲଜ୍ୟା ରେ ନୁହଁଇ ଦେବ ।ତେବେ କଣ ସେଇ ଘଟଣା ଚାଲନ୍ତୁ ଜାଣିବା ।ଷ୍ଟେଜ ଉପରେ ମହିଳା ଙ୍କ ସହ ଅଶିଳ ଡାନ୍ସ କରୁଥିବାର ନଜର ଆସିଲେ ବିଯେପି ନେତା ।

 

ସୋସିଆଲ ମିଡିଆ ରେ ଭାଇରାଲ୍ ହେଲା ଭିଡିଓ ।ସୋସିଆଲ ମିଡିଆ ରେ ବହୁତ୍ ଜୋର୍ ସୋର ଭାବରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।ଯେଉଁଥିରେ ଜଣେ ବ୍ୟକ୍ତି କୌଣସି ସମାରୋହ ରେ ଜଣେ ପ୍ରଫେସନାଲ ଡ୍ୟାନ୍ସର୍ ଙ୍କ ସହିତ ଅଶିଳ ବ୍ୟବହାର କରିବାର ନଜିର ଆସିଥିଲେ ।ଏମିତି ଏକ ଭିଡିଓ କେଉଁ ଠାରେ ଘଟିଛି ଜାଣିଛନ୍ତି ।ହଁ ଆପଣ ମାନେ ଯାହା ଶୁଣିଛନ୍ତି ସେଇଆ ହିଁ ସତ ଏହି ଭିଡିଓ ଟି ରାଜସ୍ଥାନ ର ଏକ ବିଯେପି ନେତା ଙ୍କ ଅଟେ ।

 

ବାସ୍ତବରେ ଏହି ଭିଡିଓ ଚିତ୍ତୌଡଗଡ ଜିଲ୍ଲା ର ମାଙ୍ଗରୋଲ କ୍ଷେତ୍ରର ଏକ ବିବାହ ସମାରୋହ ର ବୋଲି ଜଣା ଯାଉଛି। ଯେଉଁ ଠାରେ କୈଳାଶ ଗୁର୍ଜର ଜଣେ ମହିଳା ଙ୍କ ସହିତ ଅ-ଶ୍ଳୀଳ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ।ଏହି ଭିଡିଓ ୨୩ ଜାନୁଆରୀ ର ବୋଲି ଜଣା ଯାଉଛି କିନ୍ତୁ ଶୋଶିଆଲ ମିଡ଼ିଆ ରେ ବର୍ତ୍ତମାନ ଏହା ଜୋର ରେ ଭାଇ-ରାଲ ହେଉଛି।


ଏହି ଘଟଣା ରେ କୈଳାଶ ଗୁର୍ଜର ସଫେଇ ଦେବା ସମୟ ରେ କହିଥିଲେ କି ସେ ତାଙ୍କ ପରିବାର ର ବିବାହ ସମାରୋହ ରେ ଭାଗ ନେବାକୁ ଯାଇଥିଲେ। ଯେଉଁଠା ରେ କୈାଣସି ରାଜନୈତିକ ଶତ୍ରୁ ଏହି ଭିଡିଓ କୁ ଖରାପ କରିବା ପାଇଁ ଭାଇ-ରାଲ କରି ଦେଇଛନ୍ତି।କୈଳାଶ ଗୁର୍ଜର, ପ୍ରତାପଗଡ ଜିଲ୍ଲା ର ଛୋଟୀସାଦଡୀ କ୍ଷେତ୍ରର ବିଜେପି ଗ୍ରାମୀଣ ମଣ୍ଡଳ ଅଧକ୍ଷ ଅଟନ୍ତି। ଏହି ଭିଡିଓ ଏମିତି ସମୟରେ ଭାଇ-ରାଲ ହୋଇଛି ଯେତେବେଳେ କି ୨୮ ଜାନୁଆରୀରେ ଏଠାରେ ପାର୍ଥୀ ନିର୍ବାଚନ ପାଇଁ ଭୋଟିଂ ହେବାର ଅଛି।କଣ ତାଙ୍କ ବୟାନ ଅନୁସାରେ ଏହା ସତ୍ୟ କି ।

ଷ୍ଟେଜ ଉପ ରେ ମହିଳା ଙ୍କ ସହିତ ଅ-ଶ୍ଳୀଳ ଡ୍ୟାନ୍ସ କରୁଥିବା ର ନଜର ଆସିଲେ ବିଜେପି ନେତା, ଶୋଶିଆଲ ମିଡ଼ିଆରେ ଭାଇ-ରାଲ ହେଲା ଭିଡିଓ ।ତେବେ ଏହିଠାରେ କଣ ଘଟିଛି ତଦନ୍ତ ପରେ ସଠିକ ଖବର ଜଣା ପଡ଼ିବ,କିନ୍ତୁ ଏପରି ଖବର ସମସ୍ତଙ୍କ ମନରେ ପ୍ରଶ୍ନ ବାଚି ସୃଷ୍ଠି କରିଛି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।