how good is adult friend finder free live cam website meet singles in mississauga international sex guide ethiopia

Jyotish Shastra- ୧୦୦ ବର୍ଷରେ ପ୍ରଥମ ଥର ରାଗିଛନ୍ତି ଶନିଦେବ, କାଲୀ ଠାରୁ ସାବଧାନ ରୁହନ୍ତୁ ଏହି 1 ରାଶିର ବ୍ୟକ୍ତି, ଘଟିପାରେ କିଛି ଅଘଟଣ

0

ଶନି ଦେବ ହେଉଛନ୍ତି ଧର୍ମ ଦେବତା। ତାଙ୍କର ଆଶୀର୍ବାଦ ମିଳିଲେ ସବୁ କାର୍ଯ୍ଯ ସଫଳ ଏବଂ ସଫଳତା ପୂର୍ବକ ସମ୍ପନ୍ନ ହୁଏ। ଏହି ଦେବତା ଙ୍କୁ ଶନିବାର ଦିନ ବିଶେଷ ଭାବେ ପୂଜା କରାଯାଏ। ଶନି ଦେବ ନ୍ୟାୟ ର ପ୍ରତୀକ। ଯେଉଁ ବ୍ୟକ୍ତି ଅନ୍ୟର ଅମଙ୍ଗଳ ଏଵଂ ଅନ୍ୟାୟ କରେ ନାହିଁ ତାକୁ ହିଁ ସର୍ବଦା ଶନି ଦେବ ଆଶିଷ ଏବଂ କୃପା ଦୃଷ୍ଟି କରନ୍ତି। ହିନ୍ଦୁ ଧର୍ମ ରେ ଶନି ଦେବଙ୍କୁ କଳି ଯୁଗର ଦେବତା ବୋଲି କୁହାଯାଏ। ଶନି ଚାଳିଶା ପଢୁଥିବା ବ୍ୟକ୍ତି ର କେବେ ଅନିଷ୍ଠ ଏବଂ ବିଘ୍ନ ଆସେ ନାହିଁ।

ଶନି ଦେବ ଗୋଟିଏ ଗ୍ରହ୍ ଉପରେ ବିଶେଷ କରି ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଅବସ୍ଥାନ କରିଥାନ୍ତି। ଆଉ ଆବଶ୍ୟକ ସ୍ଥଳେ ନିଜର ଚଳନ ପରିବର୍ତ୍ତନ କରିଥାନ୍ତି। ତେବେ ଗ୍ରହ ମାନଙ୍କ ର ଚଳନ ପ୍ରକ୍ରିୟା ବିଶେଷ ଭାବେ ରାଶି ଉପରେ ପ୍ରଭାବ ପକାଇ ଥାଏ। ରାଶି ଉପରେ ଗ୍ରହ ମାନଙ୍କ ଚଳନ ପ୍ରକ୍ରିୟା ପାଇଁ ସୁଖ ଶାନ୍ତି ଏବଂ ବାଧା ବିଘ୍ନ ଉପୁଜେ। ତେବେ ସବୁଠାରୁ ବଡ଼ କଥା ହେଲା ଏହି ବର୍ଷ ରେ ଶନି ଦେବଙ୍କ ର ଗ୍ରହ ପରିବର୍ତ୍ତନ ର ଯୋଗ ରହିଛି। ଆଉ ଏହି ଗୋଟିଏ ରାଶି ପାଇଁ ଅନେକ କିଛି ବଡ଼ ପରିବର୍ତ୍ତନ ହେବା ସହିତ ବିଶେଷ ପ୍ରଭାଵ ପ୍ରକ୍ରିୟା ଦେଖା ଦେବ।

ଶନି ଦେବ ଙ୍କ ଚଳନ ପ୍ରକ୍ରିୟା ହେତୁ ବିଶେଷ କରି ମକର ରାଶି ଉପରେ ପ୍ରଭାବ ଅଧିକ ରହିବ ନାହିଁ। କାରଣ ଏହି ଚଳନ ପ୍ରକ୍ରିୟା ରେ ଶନି ଦେବ ମକର ରାଶି ଠାରୁ ଦିଗ ପରିବର୍ତ୍ତନ କରି ମେଷ ଏଵଂ ଧନୁ ରାଶି ଆଡ଼କୁ ଅଗ୍ରସର ହେବେ। ଆଉ ଏଥି ପାଇଁ ଅନେକ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିବ। ଶନି ଦେବଙ୍କ ପୂଜା ରେ ମନ ନିବେଶ କଲେ ଏବଂ ତାଙ୍କର ଉପାସନା କଲେ ସବୁ କିଛି ବାଧା ବିଘ୍ନ ଦୂର ହେବ। ଶନି ଦେବ ଙ୍କ ଏପରି ଚଳନ ଅନେକ ବର୍ଷ ପରେ ଯାଇ ହେଉଛି। ଆଉ ଏଥିପାଇଁ ବିଶେଷ ଭାବେ ଏହି ରାଶି ଉପରେ ପ୍ରଭାବ ଆସିବ ଯଥା;-

ଧନୁ ରାଶି :-

ଏହି ରାଶି ପାଇଁ ଏହି ଶନି ଦେବଙ୍କ ଚଳନ ପ୍ରକ୍ରିୟା ଖୁବ୍ ମାତ୍ରା ରେ ପ୍ରଭାବ ପକାଇ ଦେବ। ଦେହ ଅନେକ ସମୟ ରେ କଷ୍ଟ ଅନୁଭୂତ ହେବ। ଶାରିରୀକ କ୍ଳାନ୍ତି ଅନୁଭୂତି ହେବ। ଅର୍ଥିନୀତି କ୍ଷେତ୍ର ରେ ଟିକେ କଷ୍ଟ ଅନୁଭୂତ କରିବେ। ସଫଳ ପାଇବାକୁ ହେଲେ ଅନେକ ପରିଶ୍ରମ କରିବାକୁ ପଡ଼ିବ। ଶନିବାର ଦିନ ଶନି ମନ୍ଦିର ଙ୍କୁ ମନରେ ଦୁଇ ଥର ସ୍ମରଣ କଲେ ସବୁ କଷ୍ଟ ଦୂର ହୋଇଯିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।