ଦେଖନ୍ତୁ ଭିଡିଓ – ଓଲିଉଡ ଅଭିନେତ୍ରୀ ଶିବାନୀ ସଂଗୀତା ସୋସିଆଲ ମିଡ଼ିଆ ରେ ଲୋକମାନ ଙ୍କୁ ଏମିତି କିଛି କହିଲେ ଶୁଣିଲେ କହିବେ କ’ଣ ସତରେ

0

ଆପଣ ମାନେ ତ ଜାଣିଛନ୍ତି ଯେ କରୋନା ମହାମାରୀ ଆସିବା ପର ଠାରୁ ସବୁ ଦେଶ ର ସରକାର ନିଜ ଦେଶ ରେ ଲକ୍ ଡାଉନ୍ କରିଛନ୍ତି। ଏହି ଲକ୍ ଡାଉନ୍ ରେ ସମସ୍ତେ ନିଜ ନିଜ ଘରେ ରହି ଦିନ କଟଉଛନ୍ତି। ତେବେ ଆସନ୍ତୁ ଜାଣିବା ଆମ ଓଲିଉଡ ର ଅଭିନେତା ଏବଂ ଅଭିନେତ୍ରୀ ମାନେ ଏହି ଲକ୍ ଡାଉନ୍ ରେ ନିଜ ଘରେ ରହି କଣ ସବୁ କରୁଛନ୍ତି।

ତେବେ ଆଜି ଆମେ ଆପଣ ଙ୍କୁ ଆମ ଓଲିଉଡ ଜଗତର ଅଭିନେତ୍ରୀ ଶିବାନୀ ଏହି ଲକ୍ ଡାଉନ୍ ରେ କଣ କରୁଛନ୍ତି ସେହି ବିଷୟରେ କହିବୁ। ସେ କେମିତି ଏହି ସମୟ ରେ ଘର କାମ କରି ଫିଟ୍ ରହୁଛନ୍ତି ଆସନ୍ତୁ ଜାଣିବା। ତେବେ ସୋସିଆଲ ମିଡିଆ ରେ ଏକ ଭିଡିଓ ରେ ଦେଖିବାକୁ ମିଳିଛି ଯେ ସେ ନିଜ ଘର ର ଅଗଣା ରେ ଝାଡୁ ମାରି ଅଗଣାକୁ ପରିସ୍କାର ରଖୁଛନ୍ତି।

ଏହା ସହିତ ସେ ନିଜ ର ସର୍ଟ ଟିଫିନ ପାଇଁ ପପ୍କନ୍ ମଧ୍ଯ ବନଉଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ କରୋନା ମହାମାରୀ ସମୟ ରେ ଲକ୍ ଡାଉନ୍ ଚାଲିଥିବା ହେତୁ ସମସ୍ତ ଚାକର ବାକର ମାନେ ଆସୁନାହାନ୍ତି। ତେଣୁ ଘରର ସମସ୍ତ ଲୋକେ ମିଶି ଘର କାର୍ଯ୍ୟ କରୁଛନ୍ତି। ଏହା ସହିତ ସେ କହିଛନ୍ତି ଯେ ସବୁବେଳ ପରିସ୍କାର ରୁହନ୍ତୁ। ନିଜର ହାତ କୁ ଭଲ ଭାବରେ ଧୁଅନ୍ତୁ। ହାତ କୁ ସର୍ବଦା ସାନିଟାଇଜ କରନ୍ତୁ ଏବଂ ଯଦି ନିଶ୍ଵାସ,


ପ୍ରସ୍ୱାସ ନେବାକୁ ଅସୁବିଧା ହେଉଛି ତାହା ହେଲେ ହେଲ୍ପଲାଇନ୍ ନମ୍ବର ୧୦୪ କୁ କଲ କରନ୍ତୁ। ସେ କହିଛନ୍ତି ଯେ ଘରେ ଖାଲି ବସିବା ଅପେକ୍ଷା ଘର ଲୋକ ଙ୍କୁ କାମ ରେ ସାହାଯ୍ୟ କରନ୍ତୁ ଏବଂ ନିଜ କୁ ଯାହା ଭଲ ଲାଗେ ତାହା କରନ୍ତୁ। ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ସେ ରୋଷେଇ କରୁଛନ୍ତି। ତେବେ ତାଙ୍କର ଗୀତ ଗାଉବା ବହୁତ ପସନ୍ଦ ବୋଲି ଶିବାନୀ କହିଛନ୍ତି।

ସେ କହିଛନ୍ତି ଯେ ସେ ଘର ର ଝାଡୁ ମାରିବା ଠାରୁ ଆରମ୍ଭ କରି ରୋଷେଇ ମଧ୍ଯ କରୁଛନ୍ତି। ଏହି ଭିଡିଓ ରେ ସେ ବେସନ ତରକାରୀ କରୁଥିବା ର କହିଛନ୍ତି ଏବଂ କେମିତି ଏହାକୁ ତିଆରି କରୁଛନ୍ତି ତାହା ମଧ୍ଯ କହିଛନ୍ତି। ତେବେ ଆସନ୍ତୁ ଜାଣିବା କେମିତି ସେ ଏହାକୁ ବନଉଛନ୍ତି। ପ୍ରଥମେ ସେ ପାଣିରେ ବେସନ ପକେଇ ଘଣ୍ଟା ହୋଇଛି ଏବଂ ଏଥିରେ ଲୁଣ ପକେଇ ତାକୁ ଯନ୍ତା ହୋଇଛି।

ଗାର୍ଲିକ ଜିନ୍ଜର ପେଷ୍ଟ୍ ପକେଇ ତାକୁ କାଟି ଛାଣୁଛନ୍ତି ଏବଂ ଏହାପରେ ସେ ତରକାରୀ ତିଆରି କରୁଛନ୍ତି। ଏବଂ ଏହା ସହିତ ସେ କହିଛନ୍ତି ଯେ ବର୍ତ୍ତମାନ ୨୧ ଦିନ ର ଲକ୍ ଚାଲିଛି ତେଣୁ ଆମ ଘରେ ରହିବ ଏବଂ ସ୍ୱାସ୍ଥ୍ୟ କର ଖାଦ୍ୟ ଖାଇବା । ସେଥିପାଇଁ ଆମେ ନିମ୍ବ କଢ ମଧ୍ଯ ଖାଇବା ଦରକାର,କାରଣ ଏହା ସ୍ୱାସ୍ଥ୍ୟ ପାଇଁ ବହୁ ଲାଭ ଦାୟକ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।