୧୫ ବର୍ଷ ହେଲାଣି ଏହି ମନ୍ଦିରରେ ପୁଜା କରୁଛି ଗୋଟିଏ ନାଗ ସାପ ଜାଣନ୍ତୁ ଏହି ମନ୍ଦିରର ରହସ୍ୟ , ମନରେ ଭକ୍ତିଥିଲେ “ଓଁ ନମଃ ଶିବାୟ ଲେଖନ୍ତୁ “

0

ଭକ୍ତି ଯାହା ହୃଦୟର ସହିତ ଭକ୍ତଟିଏ ଭଗବାନ ଆଗରେ ପ୍ରକାଶ କରିଥାଏ।ଆମେ ପ୍ରାୟତଃ ମଣିଷ ପାଖରେ ଭକ୍ତି ଭାବ ଦେଖିଥାଉ । ଏଠାରେ କିନ୍ତୁ ପଶୁଟିଏ ଭକ୍ତି ଭାବ ଭଗବାନଙ୍କ ଆଗରେ ରଖି ଅନନ୍ୟ ଉଦାହରଣ ସାଜିଛି ମାନବ ଆଉ ପଶୁ ଜାତି ପାଇଁ। ବେଳେ ବେଳେ ଏମିତି କେତେକ ଉଦାହରଣ ରେ ଦେଖିବାକୁ ମିଳିଛି କି ଯାହା ପ୍ରମାଣ କରିଥାଏ ପଶୁ ମାନେ ମଣିଷ ମାନଙ୍କ ପରି କରିଥାନ୍ତି ସେ ଭକ୍ତି ହଉ କିମ୍ବା ବ୍ୟବହାର।

ଯେମିତି ମଣିଷ ମାନେ ସ୍ନେହ ଆଦର ରେ ବାନଧି ହୋଇ ରୁହନ୍ତି ଠିକ୍ ସେହିପରି ପଶୁମାନେ ମଧ୍ୟ ଆଦର ଯତ୍ନ ପାଇଲେ ମଣିଷ ଭଳି ବ୍ୟବହାର କରିଥାନ୍ତି।ଯେମିତି ପାଳିତ ପଶୁ ସ୍ନେହ ଆଦର ଯତ୍ନ ପାଇଁ ମଣିଷର ବୋଲ ମଣିଥାଏ। କେତେଥର ଦେଖା ଯାଇଛି ଯେ ପାଳିତ ପଶୁମାନେ ମଧ୍ୟ କିଛି କିଛି ଦିନ ଖାଇଥାନ୍ତି।ଯେପରି ମଣିଷ ବ୍ରତ ଟେ ପାଇଁ ଉପବାସ କରିଥାଏ।

ପଶୁମାନେ ମଧ୍ୟ ଉପବାସ ରହିଥାନ୍ତି।କେବଳ ଯେ ମଣିଷ ଭକ୍ତିଭାବ ରଖିପାରିବେ ତାହା ନୁହଁ ସାପ ଟି ଏହାର ଉଦାହରଣ ସାଜିଛି।ଆଜି ଆମେ ଆପଣଙ୍କୁ ଏଭଳି ଏକ ଘଟଣା କହିବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇବ।ମାତା ଚଣ୍ଡୀଙ୍କ ମନ୍ଦିରରେ ଏକ ଏପରି ଜଗା ଅଛି ଯେଉଁଠାରେ ଭାଲୁଟିଏ ତାର ପୁରା ପରିବାର ସହ ମନ୍ଦିରକୁ ଆସିଥାଏ। ଶିବ ମନ୍ଦିରରେ ସାପ ରହିଥିବା କଥା ଆପଣମାନେ ଆଗରୁ ସୁନିଥିବେ।

ତେବେ ଆଜି ଆମେ ଆପଣ ଙ୍କୁ ଏକ ମନ୍ଦିର ବିଷୟ ରେ କହିବୁ ଯେଉଁ ଠାରେ ବ୍ରାହ୍ମଣ ବଦଳ ରେ ସାପ ଟି ଶିବ ଙ୍କୁ ପୂଜା କରି ଥାଏ। ଅନେକ ମନ୍ଦିର ରେ ଅଦ୍ଭୁତ କାହାଣୀ ଶୁଣା ଯାଇ ଥାଏ ଓ ଅଦ୍ଭୁତ ଘଟଣା ମଧ୍ୟ ଘଟି ଯାଇ ଥାଏ। ସେ ମନ୍ଦିର ଗୁଡ଼ିକ ର ରହସ୍ୟ କିଛି ଏପରି ହୋଇ ଥାଏ ଯାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଭାରତ ରେ ଏମିତି ରହସ୍ୟ ମୟ ମନ୍ଦିର ରହିଛି ଯାହା ନିଜକୁ ନିଜେ ରହସ୍ୟ। ତେଣୁ ଆଜି ଆମେ ଏପରି ଏକ ଶିବ ମନ୍ଦିର ବିଷୟ ରେ କହିବୁ ଯେଉଁ ଠାରେ ପୂଜାରୀ ବଦଳ ରେ ଗୋଟିଏ ନାଗ ସାପ ଶିବ ଙ୍କ ପୂଜା କରିବାକୁ ଆସିଥାଏ।

ଏହାକୁ ଦେଖି ବାକୁ ଦୂର ଦୁରନ୍ତୁ ର ଲୋକ ମାନେ ଆସିଥାନ୍ତି। ଉତ୍ତର ପ୍ରଦେଶ ର ଆଗ୍ରା ପାଖରେ ରହି ଥିବା ସଲେମାବାଦ୍ ର ପ୍ରାଚୀନ ଶିବ ମନ୍ଦିର ରେ ୧୫ ବର୍ଷ ଧରି ପ୍ରତ୍ୟେକ ଦିନ ପଶିବ ଙ୍କ ପୂଜା କରିବାକୁ ଗୋଟିଏ ନାଗ ସାପ ଆସୁଚି। ଏହି ନାଗ ସାପ ମନ୍ଦିର ରେ ପ୍ରତି ଦିନ ୫ ଘଣ୍ଟା ରହିଥାଏ ଓ ଭଗବାନ ଙ୍କ ପୂଜା କରି ଥାଏ। ମାତ୍ର ଏହି ସାପ କାହିଁକି ଆସୁଚି କେହି ଜାଣି ପାରୁ ନାହାନ୍ତି।

ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ଏହି ସାପ ପ୍ରତିଦିନ ୧୦ ଟା ରେ ଆସେ । ଦୁଇ ପହର ୩ ତ ପର୍ଯ୍ୟନ୍ତ ରହି ଫେରି ଯାଏ। ଲୋକ ମାନେ ଏହି ମନ୍ଦିର ରେ ନାଗ ଦର୍ଶନ ପାଇଁ ଆସିଥାନ୍ତି।ସେ କିଭଳି ଶିବ ଙ୍କ ପୂଜା କରିଥାଏ। ଭକ୍ତ ମାନଙ୍କୁ ଏହି ସାପ କୁ କୌଣସି ଭୟ ନ ଥାଏ।

ଏହି ସାପ ଶ୍ରଦ୍ଧାଳୁ ମାନଙ୍କ କୌଣସି କ୍ଷତି କରି ନ ଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ଏହି ଶିବ ମନ୍ଦିର ରେ ପୂଜା କରିଲେ ସମସ୍ତ ମନ ସ୍କମାନା ପୁରା ହୋଇ ଥାଏ। ଏହି ମନ୍ଦିର ରେ ନାଗ ପ୍ରବେଶ କରିବା ପରେ କବାଟ ବନ୍ଦ ହୋଇ ଯାଇ ଥାଏ। ତଥାପି ନାଗ ର ଦର୍ଶନ ପାଇଁ ବାହାରେ ଠିଆ ହୋଇ ଥାନ୍ତି। ବାହାରକୁ ସାପ ଆସିବ ପରେ ଦର୍ଶନ କରି ଥାନ୍ତି। କଳିଯୁଗ ରେ ମଧ୍ୟ ଏଭଳି ଘଟଣା ଘଟୁ ଥିବାରୁ ଆଶ୍ଚର୍ଯ୍ୟ ପ୍ରତିତ ହୋଇ ଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।