3d sex game gameplay Free hookup Corona Del Mar how to message a girl on a dating site best live webcam chat

ଦେଖନ୍ତୁ ଭିଡିଓ – କଲେଜ ଖୋଲିବା ପରେ ଭୂମିକା କଲେଜ ଭିତରେ କିଭଳି ନିଜ ସାଙ୍ଗମାନଙ୍କ ସହ ଡ୍ୟାନ୍ସ କରି ଭିଡ଼ିଓ ବନେଇଲେ ଯାହାକୁ ଦେଖିବା ପାଇଁ କିଭଳି ପୁଅମାନଙ୍କ ଲମ୍ବା ଲାଇନ…

0

ସରକାର ଙ୍କ ନିୟମ ଅନୁଯାୟୀ କରନା ସଂକ୍ରମଣ ର ଲକ୍ ଡାଉନ୍ ପରେ କଲେଜ୍ ଖୋଲିଛି । ତେବେ ଆପଣ କଣ ଜାଣିଛନ୍ତି ଭୂମିକା ଙ୍କ ର କେଉଁ କଲେଜ ଓ ଭୂମିକା କଲେଜ୍ କିପରି ଯାଆନ୍ତି ତେବେ ଆସନ୍ତୁ ଜାଣିବା  ; ତେବେ କଲେଜ୍ କ୍ୟାମ୍ପସ ରେ ନଜର ଆସିଛନ୍ତି ଭୂମିକା ଦାସ। ଭୂମିକା ଙ୍କୁ ଦେଖିବା ପାଇଁ ମଧ୍ୟ କଲେଜ୍ କ୍ୟାମ୍ପସ ରେ ବହୁତ୍ ଭିଡ଼ ଦେଖିବାକୁ ମିଳିଛି । ଲକ୍ ଡାଉନ୍ ବହୁତ୍ ଦିନ ଅବଧି ପରେ କଲେଜ୍ କ୍ୟାମ୍ପସ ରେ ନଜର ଆସିଛନ୍ତି ଭୂମିକା ଦାସ ।

ତେବେ ଭୂମିକା ର ଏବେ ନୂଆ ଚଳଚ୍ଚିତ୍ର ପାଇଁ ସୁଟିଂ ଚାଲିଛି ଯେଉଁଥିରେ ଆପଣ ଅର୍ଜୁନ ଙ୍କ ନାୟିକା ଭାବେ ଭୂମିକା ଙ୍କୁ ଦେଖିବାକୁ ମିଳିବ । ଆଉ ଖୁବ୍ ଶୀଘ୍ର ସୁନ୍ଦର୍ ଚଳଚ୍ଚିତ୍ର ଟି ପ୍ରେଖ୍ୟଳୟ କୁ ଆସିବାକୁ ଯାଉଛି । ତେବେ ଏହି ଫିଲ୍ମ୍ ର ସୁଟିଂ ସେଟ୍ ରେ ହିଁ ଭୂମିକା କୁ ଯିବାକୁ ପଡିଛି କଲେଜ୍।

ତେବେ ସେହି ସୁଟିଂ ସେଟ୍ ର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଆଉ ଏହା ସହିତ ଅର୍ଯ୍ୟନ ଙ୍କ ସହିତ ଏକ କଲେଜ୍ ମସ୍ତି ର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ଏହି ଚଳଚ୍ଚିତ୍ର ରେ ଭୂମିକା ଓ ଆର୍ଯ୍ୟନ ଲିଡ୍ ହିରୋ ହିରୋଇନ୍ ଭାବେ ନଜର ଆସିଥିବା ବେଳେ ଏହି ଚଳଚ୍ଚିତ୍ର ର ନାମ ରହିଛି “କହି ଦେ ଥରେ ଆଇ ଲଭ୍ ୟୁ ” । ତେବେ ଏହି ଚଳଚ୍ଚିତ୍ର ଟି ଖୁବ୍ ଶୀଘ୍ର ପ୍ରେଖଳୟ ଆସିବାକୁ ଯାଇଥିବା ବେଳେ ଭୂମିକା ଓ ଅର୍ଯ୍ୟନ୍ ଙ୍କ ଅଭିନୟ କୁ ଲୋକ ମାନେ ଖୁବ୍ ପସନ୍ଦ କରିବେ ବୋଲି ପ୍ରଦକ୍ସନ ସଂସ୍ଥା ଆଶା ରଖିଛି ।

ତେବେ ଭୂମିକା ଯେତେବେଳେ ଅଭିନୟ କରିବା ପାଇଁ ସୁଟିଂ ସେଟ୍ ରେ ପାଦ ଦେଇଥିଲେ ସେତେବେଳେ କଲେଜ୍ କ୍ୟାମ୍ପସ ରେ ଛାତ୍ର ଛାତ୍ରୀ ମାନଙ୍କ ଭିଡ ଜମାଇଥିଲେ ଭୂମିକା କୁ ଦେଖିବା ଓ ବହୁତ୍ ସମୟ ପରେ ଭିଡ଼ କମିଥିଲା ଯେଉଁଥିପାଇଁ ସେ ସଟ ଦେଇ ପାରିଥିଲେ । ତେବେ ଭୂମିକା ଖୁବ୍ କମ୍ ଦିନ ରେ ଖୁବ୍ ଲୋକପ୍ରିୟତା ହାସଲ କରି କିଛି ଲୋକ ଈର୍ଷା ନିଶ୍ଚୟ କରୁଥିବେ କିନ୍ତୁ ଭୂମିକା ସେମିତି ଆଗକୁ ବଢ଼ି ଚାଲିଛନ୍ତି ଓ ଚଳଚ୍ଚିତ୍ର ଜଗତ ରେ ଭଲ ନାମ କମାଇ ପାରିଛନ୍ତି।

ତେବେ ଭୂମିକା କଲେଜ ୟୁନିଫର୍ମ ରେ ଅତ୍ୟନ୍ତ ସୁନ୍ଦର ଲାଗୁଛନ୍ତି।ଏହି ଫଟୋ କୁ ଯିଏ ଦେଖୁଛି ସିଏ ଭୂମିକାଙ୍କ ଦିୱାନା ହୋଇ ଯାଉଛି।ତେବେ ଓଲିଉଡର ଚୁଲବୁଲି ନାୟିକା ଭୂମିକା ଙ୍କୁ କିଏ ବା ନଜାଣେ।ସେ ଜଣେ ଶିଶୁ କଳାକାର ଭାବେ ଓଲିଉଡ ରେ ପ୍ରଵେଶ କରି ଥିଲେ। ‘ରୁମକୁ ଝୁମାନା’ ପରି ଏକ ସୁନ୍ଦର ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ପାଇଁ ସେ ଦର୍ଶକଙ୍କ ଖୁବ ପ୍ରିୟ ହୋଇ ପାରି ଥିଲେ।

ତାଙ୍କର ସୌନ୍ଦର୍ଯ୍ୟ ଓ ଚମତ୍କାର ଅଭିନୟ ଦ୍ୱାରା ଓଲିଉଡ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।