ସ୍କୁଲରୁ ଘରକୁ ଫେରିଲେ ଝିଅ ହଠାତ ଗୁପ୍ତାଙ୍ଗରେ ହେଲା କଷ୍ଟ, ମା ପଚାରିଲେ ତ କହିଲେ ଏପରି କଥା ଜାଣିଲେ ଆପଣଙ୍କର ଲୋମ ଟାଙ୍କୁରୀ ଉଠିବ…

0

ପୁଣି ଏକ ଅସାମାଜିକ ବାର୍ତ୍ତା ପ୍ରଦାନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।ଆଜିର ଇଣ୍ଟରନେଟ୍ ଯୁଗରେ ଯଦିଓ ଏଭଳି ଘଟଣା ବାରମ୍ବାର ଲୋକ ଲୋଚନକୁ ଆସୁଛି ତାପରେ ବି ଲଜ୍ୟା ଅନୁଭବ କରୁ ନାହାନ୍ତି ଏହିଭଳି ନିନ୍ଦନୀୟ ଓ ଘୃଣ୍ୟ କାମ କରୁଥିବା ବ୍ୟକ୍ତି ବିଶେଷ ମାନେ। ଏବେ ଜଣେ ଭିଏଲଡବ୍ଲୁ କିଛି ଏହିଭଳି କାମ କରି ଆସିଛନ୍ତି ଲୋକ ଲୋଚନ କୁ। ବିଚ୍ ରାସ୍ତାରେ ମହିଳାଙ୍କ ଠାରୁ ମାଡ଼ ଖାଇ ସାବାଡ ହୋଇଛନ୍ତି।

ତେବେ ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଏବଂ ଏହିଭଳି ଲାଜ୍ୟଜନକ କାର୍ଯ୍ୟ କଲାପ ଦ୍ବାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ କିପରି ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ କ୍ଷୋଭ ପ୍ରକାଶ କରୁଛନ୍ତି।

ପୁଣି ଦେଖିବାକୁ ମିଳିଲା କୁତ୍ସିତ ମାନସିକତା ର ଏକ ଜ୍ୱଳନ୍ତ ଉଦାହରଣ। ଆଜିର ସଭ୍ୟ ଶିକ୍ଷିତ ସମାଜରେ ଏଭଳି ଘଟଣା ବୟାନ କରୁଛି ଯେ ମଣିଷ କେତେ ତଳକୁ ଖସି ଯାଇ ପାରେ। ଛୋଟ ପିଲା ପାଖରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ବିଶେଷ ନିଜର ନୈତିକତା ଏବଂ ମାନବୀୟ ଭାବନା କୁ ହରାଇ ବସୁଛନ୍ତି।ଯାହା ଫଳରେ ସେମାନେ ଏମିତି କିଛି କାମ କରି ଦେଉ ଛନ୍ତି ତାହା ସେମାନଙ୍କୁ ସମାଜରେ ଲଜ୍ଜିତ କରିବା ସହିତ ପାର୍ଶ୍ବ ପରିବେଶ ଏବଂ ତାଙ୍କ ସହିତ ଜଡ଼ିତ ବାତାବରଣ କୁ ମଧ୍ୟ କଳୁଷିତ କରି ଦେଉଛି। ତେବେ ଏହିଭଳି ଅନେକ ପ୍ରକାର ନିନ୍ଦନୀୟ ଘଟଣା ସଂସ୍ପର୍ଶରେ ଆପଣ ମାନେ ତ ଆଗରୁ ମଧ୍ୟ ଆସିଥିବେ।

ସେହିଭଳି ଏକ ଘଟଣା ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ସମ୍ବେଦନ ଶିଳ ଏବଂ ଅପ୍ରୀତିକର ଅଟେ। ଏଠାରେ ଏହି ଘଟଣାରେ ଜଣେ ସ୍କୁଲ ଛାତ୍ର ନିଜର ମନ୍ଦ ଉଦ୍ଦେଶ୍ୟ କୁ ପୂର୍ଣ୍ଣ କରିବା ପାଇଁ ଯାଇ ଜଣେ ୧୬ ବର୍ଷର ଝିଅକୁ ବଳାତ୍କାର କରିଛି। ଯେଉଁ ଘଟଣା ସମସ୍ତଙ୍କ ଅଜ୍ଞାତ ସାରରେ ଘଟିଛି।ପରେ ଝିଅଟି ଆସି ତାର ମାଆଙ୍କୁ ସବୁ କଥା କହିବା ପରେ ମାଆ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି। ଝିଅର ଗୁପ୍ତାଙ୍ଗ ରୁ ଏତେ ମାତ୍ରାରେ ରକ୍ତ ବୋହିବା ଦେଖି ମାଆ ପ୍ରଥମେ ତାଙ୍କୁ ଡାକ୍ତରଖାନା କୁ ନେଇ ଯାଇଥିଲେ ଓ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ ଓ ପରେ ଦୁଷ୍କର୍ମ ହୋଇଥିବା ନେଇ ସ୍ପଷ୍ଟ ହୋଇଥିଲେ।

ପରେ ପରିବାର ପକ୍ଷରୁ ସ୍କୁଲ୍ ରେ ଏ ସମ୍ପର୍କରେ ଜଣାଇବା ପରେ ଉକ୍ତ ବାଳକକୁ ଚିହ୍ନଟ କରି ତାକୁ ସ୍କୁଲରୁ ବାହାର କରି ଦିଆ ଯାଇଥିଲା ଏବଂ ପରେ ପୋଲିସ୍ ରେ ମଧ୍ୟ ଏନେଇ ଅଭିଯୋଗ କରା ଯାଇଥିଲା।ପରେ ପୋଲିସ୍ ତରଫରୁ ଏ ଘଟଣା ସମ୍ପର୍କରେ ଉପଯୁକ୍ତ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।