ଦେଖନ୍ତୁ ଭିଡିଓ – ସିଦ୍ଧାର୍ଥ ମହାପାତ୍ର ନିଜ ସ୍ତ୍ରୀ ଓ ଝିଅ ସହ ପାଳନ କଲେ ଜନ୍ମ ଦିନ ଏହି ଭିଡିଓ ଭାଇରାଲ୍ ହବାରେ ଲାଗିଚି

0

ଆସନ୍ତୁ ଜାଣିବା ଏକ ଛାତି ଥରାଇ ଦେବା ଭଳି ଖବର। ହଁ ଆଞା ଏମିତି ଏକ ଖବର ଯାହାକୁ ଶୁଣିବା ମାତ୍ରେ ଆପଣ ଙ୍କ ଆଖିରୁ ନିଦ ହଜିଯିବ। ଜଣେ କଲେଜ ପଢୁଆ ଛାତ୍ରୀ ଙ୍କୁ ବିଚ୍ ରାସ୍ତା ରେ ଗୁଳିକରି ମାରି ଦେଲେ ପ୍ରେମିକ ଏବଂ ଏଥିରୁ ସ୍ପଷ୍ଟ ଭାବରେ ଦେଖିବା ପାଇଁ ମିଳୁଛି ଯେ କିଭଳି ଭାବରେ ମଣିଷ ନିଜ ବର୍ବରତା ର ସୀମା ଦିନ କୁ ଦିନ ଟପିବା କୁ ଲାଗିଛି। ଏହି ଗୁଳି କାଣ୍ଡ ର ଲାଇଭ୍ ଦୃଶ୍ୟ ଦେଖିବାକୁ ମିଳିଛି।

ନିଜ କଲେଜ ସାମ୍ନା ରେ ଜଣେ ୨୧ ବର୍ଷୀୟ ଛାତ୍ରୀ ଙ୍କୁ ଗୁଳି କରି ହତ୍ଯା କରିଛନ୍ତି ଯୁବକ। ପ୍ରଥମେ ଜଣେ ଯୁବକ ଛାତ୍ରୀ ଜଣ କୁ ଜୋର ଜବରଦସ୍ତ କାର୍ ରେ ବସେଇବା ପାଇଁ ଚେଷ୍ଟା କରୁଥିଲେ,କିନ୍ତୁ ଏଥିରେ ସେ ବିଫଳ ହୋଇଥିଲେ। ଛାତ୍ରୀ ଜଣକ ଖସି ଆସୁଥିଲେ।

ତେଣୁ ଛାତ୍ରୀ ଜଣକୁ ଯୁବକ ଜଣକ କାର ରେ ବସେଇବା କୁ ବିଫଳ ହେବାରୁ ଯୁବକ ଜଣକ ଛାତ୍ରୀ ଙ୍କୁ ପଏଣ୍ଟ ବ୍ଲାଙ୍କ ରେ ଗୁଳି କରିଥିଲେ ଏବଂ ଏହାର ଦୃଶ୍ୟ ପାଖ ରେ ଲାଗିଥିବା ସିସିଟିଭି ରେ ରେକର୍ଡ ହୋଇ ଯାଇଥିଲା। ତେବେ ହରିୟାଣା ର ଫରିଦାବାଦ ଜିଲ୍ଲା ବଲ୍ଲଭ ଗଡ ନିକଟ ରେ ଘଟିଛି ଏଭଳି ଜଘନ୍ଯ ଘଟଣା ଏବଂ ଏହାକୁ ନେଇ ବର୍ତ୍ତମାନ ସାରା ଦେଶ ରେ ହଇଚଇ ସ୍ଋଷ୍ଟି ହୋଇଛି। ଏବଂ ସମ୍ପୂର୍ଣ୍ଣ ଘଟଣା ଟି ଅପରାହ୍ନ ୪ ଟା ସମୟ ରେ ଘଟିଛି।

ତେବେ ମୃତ ଛାତ୍ରୀ ଜଣକ ନାମ ଟି ହେଉଛି ନିକିତା ତୋମର। ସୂଚନାଯୋଗ୍ୟ ନିକିତା ପରୀକ୍ଷା ଦେବା ପାଇଁ ସୋମବାର କଲେଜ ଯାଇଥିଲେ। ପରୀକ୍ଷା ସାରୀ ବାହାର କୁ ବାହାରିବା ପରେ ପୂର୍ବ ରୁ କରାଯାଇଥିବା ପ୍ଲାନ ଅନୁସାରେ ତୋସିଫ ଏବଂ ରେହାନ କାର୍ ଧରି ବାହାରେ ଛିଡା ହୋଇଥିଲେ। ତେବେ ନିକିତା ଏବଂ ତୋସିଫ ପୂର୍ବରୁ ଦୁଇଜଣଙ୍କୁ ଭଲ ଭାବରେ ଜାଣିଥିଲେ।

ତୋସିଫ ନିକିତା ଙ୍କୁ ୨୦୧୮ ରେ ଅପହରଣ କରିଥିଲେ, କିନ୍ତୁ ପରବର୍ତ୍ତୀ ସମୟ ରେ ଘଟଣା ଟି ନିଜ ନିଜ ମଧ୍ଯ ରେ ଆପସ ବୁଝାମଣା ହୋଇଯାଇଥିଲା। ସୋମବାର ନିକିତା ପରୀକ୍ଷା ସାରି ନିଜ ସାଙ୍ଗ ସହ ସେହି କାର ପାଖରେ ପହଞ୍ଚିଥିଲେ। ଏବଂ ଏହା ପରେ ତୋସିଫ ନିକିତା ଙ୍କୁ କାର ରେ ବସିବା ପାଇଁ ବାଧ୍ଯ କରିଥିଲେ କିନ୍ତୁ ନିକିତା ପ୍ରତିବାଦ କରିବା ରୁ ତୋସିଫ ନିଜ ପାଖରେ ରଖିଥିବା ବନ୍ଧୁକରୁ ନିକିତା ଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଚଳାଇଥିବା ସମୟ ରେ ସେହି ରାସ୍ତା ଦେଇ ଗାଡି ଯିବା ଆସିବା କରୁଥିଲା, କିନ୍ତୁ କେହି ବି ପ୍ରତିବାଦ କରିନଥିଲ।

ଗୁଳି ଚଳାଇବା ପରେ ତୋସିଫ ସେଠାରୁ କାର ନେଇ ଫେରାର ହୋଇଯାଇଥିଲେ। ନିକିତା ଙ୍କୁ ତାଙ୍କ ବାନ୍ଧବି ଙ୍କ ସହ ହସ୍ପିଟାଲ ନେଇଥିଲେ ମଧ୍ଯ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଘଟଣା ର ୨୦ ଘଣ୍ଟା ପରେ ମୁଖ୍ଯ ଅଭିଯୁକ୍ତ ତୋସିଫ କୁ ପୋଲିସ ଗିରଫ କରିଛି ଏବଂ ତାଙ୍କ ସାଥୀ ଏବେ ମଧ୍ଯ ଫେରାର ଅଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।