ସରକାର ଆଣିଲେ ଅଜବ ନିଷ୍ପତି ! ଏଣିକି 2 ମାସ ମାଛ ଖାଇବା ମନା ,ସରକାର ଏପରି ଏକ ପ୍ରତିବନ୍ଧକ ଲଗାଇଥନ୍ତି ! ଆପଣ ଙ୍କ ମତରେ ଏହି ନିୟମ କଣ ଠିକ୍ କି ? କମେଣ୍ଟ କରି ଜଣାନ୍ତୁ..

0

ଆମେ ସମସ୍ତେ ଜାଣିଚୁ କି ଦୁନିଆ ରେ ବହୁତ୍ ପ୍ରକାର ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି ଥାଆନ୍ତି । କିଏ ତୃଣ ଭୋଜି ହେଇଥାନ୍ତି ତ କିଏ ସର୍ବଭୁକ୍ ଥାଆନ୍ତି ତ ଆଉ କିଏ ମାଂସ ଗ୍ରହଣ କରନ୍ତି ।କିନ୍ତୁ କିଛି କିଛି ମାଂସ ଗ୍ରହଣ କରୁଥିବା ବ୍ୟକ୍ତି ଙ୍କ ବିଷୟରେ ଆମେ କହିବୁ ।ମାଂସ ଖାଉଥିବା ବ୍ୟକ୍ତି ବେଶୀ କରି କୁକୁଡ଼ା ମାଂସ , ଛେଳି ମାଂସ ,ଅଣ୍ଡା , ମାଛ ଆଦି ଖାଆନ୍ତି । ମାଛ ତା ବହୁତ୍ ପ୍ରକାର ଥାଏ ।

ମାଛ ବହୁତ୍ କିଛି ସମୁଦ୍ର , ପୋଖରୀ,ନଦୀ ଆଦି ରେ ମିଳିଥାଏ ।କିନ୍ତୁ ଆଜି ଏତେ ସବୁ କଥା କହିବାର କାରଣ ହଉଚି କି ମାଛ କିଣିବା ଆଉ ଖାଇବା ଉପରେ ଲାଗିଲା ପ୍ରତିବନ୍ଧକ ।କଣ ରହିଛି ୟା ପଛର କାରଣ ।ଏ ସବୁ କରିଲେ କିଏ! ଏମିତି ନିୟମ ହବାର କାରଣ କଣ ! ଚାଲନ୍ତୁ ଜାଣିବା କଣ ରହିଛି ପ୍ରକୃତ ଘଟଣା ।

ତେବେ ୨ ମାସ ପାଇଁ ଲାଗିଲା ପ୍ରତିବନ୍ଧକ ଆଉ ସେ ପ୍ରତିବନ୍ଧକ ଲଗାଇଛନ୍ତି କେରଳ ସରକାର ।ସେ ସମୁଦ୍ର ରୁ ମାଛ ନା ଧରିବା ପାଇଁ ନିବେଦନ କରିଛନ୍ତି ।ସମୁଦ୍ର ମଧ୍ୟକ କୁ ଏବଂ କମ୍ପାନୀ ର ଘୂର୍ଣି ସ୍ଥଳକୁ ପାଣି ମାଡ଼ି ଯାଇଥିବାରୁ ମାଛ ଖାଇବା ହାନିକାରକ ସାବ୍ୟସ୍ତ ହେଇପାରେ ତେଣୁ ଲୋକ ମାନଙ୍କ ର ସୁରକ୍ଷା କୁ ଦୃଷ୍ଟି ରେ ରଖି କେରଳ ସରକାର ଏମିତି ପ୍ରତିବନ୍ଧକ ଲଗାଇଛନ୍ତି ।

ତେଣୁ ଏହା ଭି ସ୍ପଷ୍ଟ ଭାବରେ କୁହା ହେଇଚି ଏହା କେବଳ କେରଳ ସରକାର ଲାଗୁ କରିଛନ୍ତି ଅନ୍ୟ କୌଣସି ରାଜ୍ୟ ରେ ଏମିତି ନିୟମ ହଇ ନାହିଁ । ଫର୍ଣି ସ୍ଥଳୀ ମାଡ଼ି ଯାଇଥିବରୁ କେରଳ ସରକାର ଏମିତି ନିୟମ କରିବା ପାଇଁ ବାଧ୍ୟ ହେଇଛନ୍ତି । ପିରୁଅନାଣ୍ଡକୁଲମ୍ ଏବଂ କୋଲମ୍ବସୀ ଆଦି ଦୁଇଟି ସ୍ଥାନରେ ମାଛ ନ ଖାଇବା ପାଇଁ ଚେତାଇ ଦେଇଛନ୍ତି ସରକାର ।ସେମାନଙ୍କୁ ମଧ୍ୟ ତାଙ୍କ ସରକାର ୨ ସପ୍ତାହ ପର୍ଯ୍ୟନ୍ତ ମାଛ ନ କିଣିବା ପାଇଁ କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ତିତାନିଅମ୍ ଫ୍ୟାକ୍ଟ୍ରି ରେ ଫର୍ନେସ ପାଇପ୍ ଫାଟି ଯିବାରୁ ପୋତା କଡର ସମୁଦ୍ର ର ୨ କିମି ପର୍ଯ୍ୟନ୍ତ ତାହା ମାଡ଼ି ଯାଇଥିବାର ଜଣା ପଡ଼ିଛି ।୫୦୦୦ କିମି ଭିତରକୁ ସମୁଦ୍ର ତଳକୁ ତାହା ଚାଲି ଯାଇଥିବାରୁ ମାଛ ମରି ପଡ଼ିଥିଲେ । ସେଥିପାଇଁ ଆଗାମୀ ୨ମାସ ପାଇଁ ମାଛ ଧରା ବନ୍ଦ ରହିବ ବୋଲି ସେଠାକାର ସରକାର କହିଛନ୍ତି ।ସବୁ ଠାରୁ ବଡ କଥା ହଉଚି କି ସେଇଠାରୁ ମଧ୍ୟ ମାଛ ରପ୍ତାନି ହୁଏ ।ତ ସେଥି ପାଇଁ ସରକାର ଏମିତି ସବୁ ନିୟମ କରିବା ପାଇଁ ବାଧ୍ୟ ହେଇଛନ୍ତି ।ଅଧିକ ବିଷାକ୍ତ ତେଲ ପାଇଁ ବହୁତ୍ ମାଛ ମରି ପଡିଥିବାର ନଜିର ଆସିଛି।

ଯଦି ଏହି ମାଛ କୁ କେହି ଖାଆନ୍ତି ତ ତାଙ୍କ ସ୍ବାସ୍ଥ୍ୟ ରେ ବ୍ୟାଘାତ ଘଟି ପରେ ସେଥି ପାଇଁ ତାଙ୍କ ସରକାର ଏମିତି କରିବା ପାଇଁ ବାଧ୍ୟ ହେଇଛନ୍ତି ।ଏହି ସବୁ ଘଟଣା କୁ କଡା ନଜର ରଖିବା ପାଇଁ ପ୍ରଶାସନ ପୋଲିସ କୁ ନିର୍ଦ୍ଦେଶ ଦେଇଛନ୍ତି ।ପ୍ରଶାସନ ମଧ୍ୟ ସ୍ଥାନୀୟ ମତ୍ସ୍ୟ ଯିବି ମାନଙ୍କୁ କ୍ଷତି ପୂରଣ ଦେବେ ବୋଲି କହି ରଖିଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।