ଛିଃ ଛିଃ କି ଲଜ୍ଜା ବାହାଘର ର ମାତ୍ର ୧୭ ଦିନ ପରେ ଜନ୍ମ ହେଲା ସନ୍ତାନ ଏହା ପଛରେ ଥିବା ଅସଲ କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।

0

ଦିନ କୁ ଦିନ ମଣିଷ ନିଜ ର ଆତ୍ମ ସମ୍ମାନ ଆଉ ଇଯତ୍ କୁ ହରାଇବାରେ ଲାଗିଛି, ଦୁନିଆ ଯେତେ ଯେତେ ଆଗକୁ ଯାଉଛି ମଣିଷ ର ମଣିଷ ପାଣିଆ ସେତେ ତୋଲୋ କୁ ଖସିଚଲିଛି, ଦିନ କୁ ଦିନ ନିଜ ସଭ୍ୟତା,ସଂସ୍କୃତି କୁ ଭୁଲି ଯାଇ ଅମାନବିକତା କାମ କରିବାରେ ଲାଗିପଡିଛନ୍ତି,ଆଜିକାଲି ଏହି ଦୁନିଆ ରେ ବଢ଼ିଚାଲିଛି ମାନବିକତା ଦିନ କୁ ଦିନ ଘଟି ଚାଲିଛି ଅନେକ ଘଟଣା ଯାହା ମଣିଷ ସମାଜ କୁ ଦାହଲାଏ ଦୋଉଛି,ଏହି ସବୁ ଘଟଣା ରୁ ମଣିଷ ର କ୍ରୁର,ନିଷ୍ଠୁର ର ପରିଚୟ ଦେଇଛି। ଆଜି ମଣିଷ ହିଁ ସାଜି ଯାଇଛି ମୋହ ନିଶା ର ଶତ୍ରୁ।

ସ୍ବାମୀ ସ୍ତ୍ରୀ ର ସଂପର୍କ ହେଉଛି ଦୁନିଆ ର ସବୁଠୁ ପବିତ୍ର ସମ୍ପର୍କ ସ୍ବାମୀ ସ୍ତ୍ରୀ ର ସମ୍ପର୍କ ହେଉଛି ରଥ ର ଦୁଇଟି ଚକା ପରି, ଯାହା ପରିବାର ଚଳାଇବା ରେ ନିହାତି ଦରକାର ହେଇଥାଏ,ବିବାହ ଏପରି ଏକ ସମ୍ପର୍କ ଯେଉଁଥିରେ ସେମାନେ ପରଷ୍ପର କୁ ଦେଇଥାନ୍ତି ସାତ ଜନ୍ମ ସାଥିରେ ରହିବାର ଶପଥ ବିବାହ ହେଉଛି ଖାଲି ଦୁଇ ମନ ନୁହେଁ ଦୁଇ ଦେହ ନୁହେଁ ବରଂ ଦୁଇ ପରିବାର ର ମିଳନ ,

ଏହା ଭଗଵାନ ଙ୍କ ଦ୍ବାରା ଦିଆ ଯାଇଥବା ଏକ ପବିତ୍ର ଉପହାର, ଆଜିକାଲି ଦିନରେ ଘଟୁଥିବା ଘଟଣାବଳୀ ଶୁଣିଲେ ଆପଣ ଙ୍କ ପାଦ ତଳୁ ମାଠି ଖସି ଯିବା …. ଯାହାକି ଏବେ ପ୍ରଚୁର ମାତ୍ର ରେ ସୋସିଆଲ ମିଡିଆରେ ମାତିବାରେ ଲାଗିଚି।

ଉତ୍ତରପ୍ରଦେଶ ର ଜଣେ ନବ ବିବାହିତା ମହିଳା ଜଣ ଙ୍କ ବିବାହ ର ଠୀକ୍ ୧୭ ଦିନ ଭିତରେ ଜନ୍ମ ଦେଇଛନ୍ତି ଏକ ସନ୍ତାନ କୁ ସୂଚନା ଅନୁସାରେ ଜଣାପଡିଛି ଯେ ୨୦୧୯ ମସିହା ରେ ସେପ୍ଟେମ୍ବର ୬ ସେ ଏକ ଯୁବକ କୁ ବିବାହ କରିଥିଲେ ବିବାହ ର ମାତ୍ର ୧୭ଦିନ ମଧ୍ୟ ରେ ଜନ୍ମ ଦେଇଥିଲେ ଏକ ସନ୍ତାନ,ଏହି ଘଟଣା ସାମ୍ନା କୁ ଆସିବା ପରେ ଯୁବକ ଜଣ ଙ୍କ ପାଖରେ ଥିବା ପୋଲିସ ଷ୍ଟେସନ ଅଭିଯୋଗ କରିଥିଲେ ପୋଲିସ ର ତନା ଘନା ପରେ ଘଟଣା ସାମ୍ନା କୁ ଆସିଥିଲା ,ଆଉ ଜଣା ପଢିଥିଲା ସତ୍ୟ ଘଟଣା।

ଘଟଣା ମୁତାବକ ଝିଅ ଟି ଘରେ ଏକା ଥିବା ବେଳେ ତାକୁ ତାର ନିଜ ବାପା ଆଉ ଭାଇ କାମ ବାସନା ରେ ଆସି ଝିଅ ଟିକୁ ଦୁଷ୍କର୍ମ କରିବା ପରେ ଟଙ୍କା ଲୋଭ ରେ ଆସି ଝିଅ ଟିକୁ ନେଇ ଏକ ବେଶ୍ୟାଳୟ ରେ ଛାଡି ଦେଇଥିଲେ, ଏବଂ ଝିଅ ଟିକୁ ଖରାପ୍ କାମ କରିବାକୁ ବାଧ୍ୟ କରିଥଲେ,ଝିଅ କୁ ପଚରା ଉଚରା କରିବା ପରେ ଝିଅ ଟି କହିଥିଲା ତାର ଏହି ଅବସ୍ଥା ପାଇଁ ତାର ଭାଇ ଆଉ ବାପା ହିଁ ଦାୟୀ ଅଟନ୍ତି, ସତରେ ମଣିଷ ନିଜେ ନିଜେ ନିଜ ଆଖିରେ କେତେ ତଳ କୁ ଖସି ଯାଉଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।