ଛିଃ ଛିଃ କି ଲଜ୍ଜା ! ଦିନ ଦୀପହରରେ ଜଙ୍ଗଲକୁ ଟେକିନେଇ ଯୁବତୀଙ୍କୁ ଦୁଷ୍କର୍ମ କଲେ ଦୁର୍ବୁତ୍ତ ଭିଡିଓ ଟି ସୋସିଆଲ ମିଡିଆରେ ଘୁରିବୁଲୁଛି

0

ଆଜିକାଲି କାର ଏହି ମଳିନ ଦୁନିଆ ରେ ଚାଲିବା ବହୁତ୍ କଷ୍ଟ କାର ହଇ ଗଲାଣି । ସରକାର ବହୁତ୍ ନିୟମ କରିବା ପରେ ମଧ୍ୟ ନାରୀ ମାନଙ୍କ ଉପରୁ କାହାରି ଖରାପ ନଜର ହଟିବ ନାହିଁ।ନାରୀ କୁ ନେଇ ଗୋଟେ ପିଲା ଖେଳ ଖେଳିଲା ଭଳିଆ ଖେଳି ଚାଲିଛନ୍ତି।ସବୁ ବେଳେ ନାରୀ ଦୁର୍ନୀତି ,ନାରୀ ଧର୍ଷଣ ,ନାରୀ ଅତ୍ୟାଚାର ଏମିତି ବହୁତ୍ କିଛି ଲାଗି ରହିଛି ।ଆଜି ଏତେ ସବୁ କହିବାର କାରଣ ହଉଚି କି ସୋସିଆଲ ମିଡ଼ିଆ ରେ ଅଶ୍ଳୀଳ ଫଟୋ ଓ ଭିଡ଼ିଓ ରୋକିବା ପାଇଁ ପୋଲିସ ପ୍ରଶାସନ କଡ଼ା ଆଭିମୁଖ୍ୟ ଦେଖାଉଛନ୍ତି।

ହେଲେ ଖାତିର କରୁ ନାହାନ୍ତି ଅପରାଧୀ। ଏବେ ଏମିତି ଏକ ଭିଡ଼ିଓ ମୋବାଇଲ ରୁ ମୋବାଇଲ ଭାଇରାଲ ହୋଇଛି ଯାହା ଜାଣିଲେ ସଭ୍ୟ ସମାଜ ର ମୁଣ୍ଡ ତଳକୁ ହୋଇ ଯିବ।ଏହି ଅସାମାଜିକ ବ୍ୟକ୍ତି ମାନେ ବାରମ୍ବାର ଏମିତି ନିରୀହ ଝିଅ ଙ୍କ ଫଟୋ ଭାଇରାଲ କରି ସେମାନଙ୍କୁ ଆତ୍ମହତ୍ୟା କରିବା କୁ ବାଧ୍ୟ କରୁଛନ୍ତି।

ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।ଏହି ଭାଇରାଲ ହୋଇ ଥିବା ଭିଡ଼ିଓ ରେ ଦେଖିବା ପାଇଁ ମିଳୁଛି କି ଜଣେ ଯୁବତୀ ଙ୍କୁ ତିନି ଜଣ ଯୁବକ ଜଙ୍ଗଲ ଭିତରକୁ ଜୋର ଜବରଦସ୍ତ ଟାଣି ନେଉଛନ୍ତି।ଏବଂ ଯୁବତୀଙ୍କ ସହ କରୁଛନ୍ତି ଅସଦାଚରଣ।ଆଉ ତାପରେ ଝିଅଟିର ଆପତ୍ତିଜନକ ଅବସ୍ଥାରେ ଭିଡ଼ିଓ ସୁଟ କରି ଟଙ୍କା ଦାବି କରାଯିବ ସହ ଭିଡ଼ିଓ ଭାଇରାଲ କରିଛନ୍ତି ଦୁର୍ବୁତ୍ତ।


ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି।ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।ଭାଇରାଲ ହୋଇ ଥିବା ଏହି ଭିଡ଼ିଓ ରେ ଜଣେ ଜଣେ ଯୁବତୀଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ୩ ଜଣ ଯୁବକ।ପିଡ଼ିତା ଜଣଙ୍କ ସେମାନଙ୍କୁ ଛାଡ଼ି ଦେବାକୁ କହି ଦୁର୍ବୁତ୍ତ ଙ୍କ ହାତ ଗୋଡ଼ ଧରି ପକାଉଛନ୍ତି।ବିକଳ ହୋଇ କାନ୍ଦୁଛନ୍ତି,ହେଲେ ତାଙ୍କ ଗୁହାରି ଶୁଣିବାକୁ କେହି ନାହାନ୍ତି।ଯୁବତୀଙ୍କ ମୋବାଇଲ ଛଡ଼ାଇ ନେବା ସହ ତାଙ୍କୁ ଟଙ୍କା ମାଗି ବ୍ଲାକମେଲ କରୁଛନ୍ତି ସେହି ଅସାମାଜିକ ଯୁବକ।

ଦୁଇ ଜଣ ଯୁବକ ନିର୍ଯ୍ୟାତନା ଦେଉଥିଲା ବେଳେ ଆଉ ଜଣେ ଯୁବକ ଏହି ଘଟଣା ର ଭିଡ଼ିଓ ରେକର୍ଡ କରିଛନ୍ତି।ଯୁବତୀଙ୍କୁ ନିର୍ଯ୍ୟାତନା ଦିଆ ଯାଉଥିବାର ଏହି ଭିଡ଼ିଓ ଦେଖିଲେ ଆପଣ ବିଚଳିତ ହୋଇ ପଡ଼ିବେ।ସଭ୍ୟ ସମାଜର ମୁଣ୍ଡ ତଳକୁ ହୋଇ ଯିବ।ଏହି ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।ଯୁବତୀ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଉଛନ୍ତି ଏହି ମଣିଷ ରୂପୀ ରାକ୍ଷସ ମାନେ। ଅସହାୟ ଅବସ୍ଥାରେ ଅତି ବିକଳ ଭାବରେ କାନ୍ଦୁଛନ୍ତି ପିଡ଼ିତା ଜଣଙ୍କ,ହେଲେ ସେମାନଙ୍କ କାନ୍ଦ ଶୁଭୁ ନାହିଁ ଏହି ରାକ୍ଷସ ମାନଙ୍କୁ।ବରଂ ମୋବାଇଲ ରେ ନିର୍ଯ୍ୟାତନା ର ଭିଡ଼ିଓ ସୁଟ କରି ବ୍ଲାକମେଲ କରୁଛନ୍ତି ଏହି ଦୁର୍ବୁତ୍ତ।

ଏହି ନିର୍ଯ୍ୟାତନା ର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଘଟଣା ର ତଦନ୍ତ କରି ୩ ଜଣ ଦୁର୍ବୁତ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ପିଡ଼ିତା ଙ୍କୁ ଡାକ୍ତରୀ ମାଇନା କରିବା ପାଇଁ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି।ଏହି ତିନି ଜଣ ଦୁର୍ବୁତ୍ତ ଙ୍କ ନାମ ଆକାଶ,ରାହୁଲ ଓ ଭିମଲ ବୋଲି ପୋଲିସ କହିଛି।ତେବେ ପୋଲିସ ଘଟଣା ର ଅନୁସନ୍ଧାନ କରିବା ସହିତ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।