ପରୀ ମୃତ୍ୟୁ ର ମହାଖୁଲାସା – ଅଭିଯୁକ୍ତ ନିଜେ କହିଲା କେବେ ଓ କେମିତି ପରି କୁ ହତ୍ୟା କରିଥିଲା ସୋସିଆଲ ମିଡିଆର ଅଡିଓ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି

0

ଏ ସୃଷ୍ଠି ରେ କେତେବେଳେ କଣ ଘଟୁଛି ତାହା ଆମେ କେହି ଭି ଜାଣି ନଥାଉ। କିନ୍ତୁ କିଛି ନା କିଛି ଘଟଣା ଆଉ ଦୁର୍ଘଟଣା ଘଟି ଚାଲିଥାଏ ।ଆଜି କାଲି କା ଦୁନିଆରେ ମୃତ୍ୟୁ ,ହତ୍ୟା ଆଦି ସବୁ କିଛି ସାଧାରଣ ଘଟଣା ହେଇଗଲାଣି।କେତେବେଳେ ଗୋଟେ ଛୋଟ ପିଲାଟିର ହତ୍ୟା କରାଯାଉଛି ତା କେତେବେଳେ କାମ ବୟସ୍କ ମହିଳା ।ହଁ ମୁଁ ନିଶ୍ଚିତ କି ଆପଣ ମାନେ କୁନି ପରି ର ଘଟଣା ବିଷୟରେ ଆଗରୁ ଜାଣିଥିବେ ।

ତେବେ ଆଜି ଏତେ ସବୁ କହିବାର କାରଣ ହଉଚି କି ପରି ଅଭିଯୁକ୍ତ ର ସ୍ଵିକାରକ୍ତି ଅଡିଓ ଆଉ ଭିଡିଓ ମିଳିଛି ।ସେ ଅଭିଯୁକ୍ତ ନାବାଳକ କେବେ ଓ କେମିତି ପରି କୁ ହତ୍ୟା କରିଥିଲା ପୁରା ସତ ବଖାଳିଚି।କିଛି ଦିନ ହେବ ସେଇ ଘଟଣା ର ତନାଘନା ଚାଲିଥିବା ବେଳେ ଆଜି ହିଁ ଅଭିଯୁକ୍ତ ପାଟି ରୁ ସତ କଥା ବାହାରିଛି।

ଅଭିଯୁକ୍ତ କୁ ଜେରା କରିବା ସମୟରେ ତାକୁ ପରି ମରଣ ର ତାରିଖ ପଚାରିବାରୁ ସେ କହିଥିଲା କି ୧୪ ତାରିଖ। ତାପରେ ତାକୁ ପଚରା ଯାଇଥିଲା କି କେମିତି ପରି କୁ ମାରିଲ ସେତେବେଳେ ସେ କହିଥିଲା କି ପରି କୁ ସେ ଧର୍ଷଣ କରିବା ପାଇଁ ଚାହିଥିଲା ହେଲେ କରିନଥିଲା । ତା ପରେ ତାକୁ ତଳେ ପକାଇ ଅଭିଯୁକ୍ତ ପରିର ବେକ ଚିପି ହତ୍ୟା କରିଥିଲା ।ତାପରେ ଉପରେ ଗୋଟେ ଅଖା ବୁରା ଥିଲା ସେଥିରେ ସେ ପରିକୁ ପୁରାଇ ଫୋପାଡି ଦେଇଥିଲା।

ଆହୁରି ମଧ୍ୟ ସେ କହିଥିଲା କି ପରୀକୁ ହତ୍ୟା କରିବା ପରେ ତା ର ପିନ୍ଧିଥିବା ପ୍ୟାଣ୍ଟ୍ କୁ ଖୋଲି ଦେଇଥିଲା ତା ପରେ ଧର୍ଷଣ କରିବା ପାଇଁ ଚାହିଁ ଥିଲା ହେଲେ କଣ ପାଇଁ ତାର ସେମିତି କରିବା ପାଇଁ ଇଚ୍ଛା ହେଲାନି ।ତାପରେ ପରେ ତା ପ୍ୟାଣ୍ଟ୍ କୁ ଗୁଡେ଼ଇ କି ପୋଖୋରି ରେ ପକେଇଦେଲା ।କିଛି ସମୟ ପରେ ପରେ ତାକୁ ସେହି ଅଖା ବୁରା ରେ ଭର୍ତ୍ତି କରି ହାତ ରେ ଟେକି ଧରି ପୋଖରୀ କୁ ଫୋପାଡି ଦେଇଥିଲା ।

ଫୋପାଡି ସାରିବା ପରେ ସେ ଆସି ଘରେ ଗାଧେଇ ସାରିବା ପରେ ତାକୁ ପରି ର ମାଆ ଆସି ପଚାରିଥିଲେ କି ପରି କୁ ଦେଖୁଚ କି ହେଲେ ସେ ମନା କରୁଥିଲା ।ଏମିତି ସବୁ କାମ ସେ ତା ମାଆ ଆଉ ତା ଭଉଣୀ ର ଅନୁପସ୍ଥିତି ରେ କରିଥିଲା ।ସେ ଏମିତି ସବୁ କରିଥିଲା ପରି ଯେତେବେଳେ ବାହାରେ ଖେଳୁଥିଲା ସେତେବେଳେ ତାକୁ ହାତ ଠାରି ଡାକିଥିଲା ।

ପରି ଯିବ ପରେ ସେ ଏମିତି ସବୁ କାର୍ଯ୍ୟ କରିଥିଲା ।ସେ କହିଥିଲା ଭି ତା ମା ମଧ୍ୟ ତାକୁ ଏ ସବୁ କଥା ପଚାରିଥିଲେ ହେଲେ ସେ ଏ ସବୁ କଥା କିଛି ହଇ ନଥିଲା ।ଏମିତି କରି ତା ପୋରୁ ସମସ୍ତ କଥା ବାହାର କରା ଯାଇଥିଲା ।ତାକୁ ଯେତେବେଳେ ଏହି ସବୁ ଲିଖିତ ଭାବେ ଲେଖିବା ପାଇଁ କୁହା ଯିବା ବେଳେ ସେ ସେଥି ପାଇଁ ମନା କରିଥିଲା ।ଏମିତି ଭାବେ କିଛି କିଛି ତଥ୍ୟ ମିଳିଥିଲା ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।