Interesting Gk Questions – ଲେଖିଥାଏ କିନ୍ତୁ ପେନ ନୁହେଁ, ଚାଲିଥାଏ କିନ୍ତୁ ଗାଡି ନୁହେଁ, ଟିକଟକ କରେ କିନ୍ତୁ ଘଡି ନୁହେଁ, ତେବେ କୁହ ମୁଁ କିଏ ? ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ,

0

ଆମେ ମାନେ ତ ଜାଣିଥିବା ଆଜି କାଲି ର ଦୁନିଆ କେତେ ମାତ୍ରା ରେ ଶିକ୍ଷିତ ହେଲାଣି।ଆଜି ର ଦୁନିଆରେ ଆଉ କେହି ବି ଅଶିକ୍ଷିତ ନାହାଁନ୍ତି, ଆମେ ଯଦି ଦେଖିବା ଆଜି କାଲି ଯିଏ ଅଟୋ ଚଲଉଥିବ ସିଏ ବି ଇଂରାଜୀ ରେ କଥା କହୁଥିବ। ତେବେ ଆଜି ର ଦୁନିଆରେ ପାଠ ପଢିବା, ଶିକ୍ଷିତ ହେବା ଖଣ୍ଡେ ଭଲ ଚାକିରି ପାଇବା ବହୁତ କଷ୍ଟ ହୋଇଗଲାଣି।

ତେବେ ଆମେ ମାନେ ଦେଖିବାକୁ ପାଉଥିବା ଯୁଆଡେ ଗଲାବେଳକୁ ଏବେ ସବୁଆଡେ ଲୋକ ମାନେ ଆମର ବୁଦ୍ଦି ର ପରୀକ୍ଷା କରୁଛନ୍ତି, ଯାହାର ଉତ୍ତର ଆମେ ମାନେ କେବଳ ବୁଦ୍ଧି ମାଧ୍ୟମରେ ହିଁ ଦେଇପାରିବା। ଆମେ ଯଦି କୌଣସି ଏକ ଜବ୍ ପାଇଁ ଏନ୍ଟ୍ରାନ୍ସ ଦେବାକୁ ଯାଉଛେ ତେବେ ସେଠାରେ ବି ଆମର ବୁଦ୍ଧି ର ପରୀକ୍ଷା କରୁଛନ୍ତି। ଆମ ମାନଙ୍କୁ ସେହି ସବୁ ର ଉତ୍ତର ଆମ ବୁଦ୍ଧି ସାହାର୍ଯ୍ୟ ରେ ହିଁ ଦେବାକୁ ପଡିଥାଏ।

ସେହି ସବୁ ପ୍ରଶ୍ନ ର ଉତ୍ତର ବହୁତ ମଜାଳିଆ ଅଟେ ଯାହାର ଉତ୍ତର ଖୋଜିବା ପାଇଁ ଆମ ମାନଙ୍କୁ ମଜା ମଧ୍ୟ ଲାଗିଥାଏ। ତାହାଲେ ଆପଣ ମାନେ ଜାଣି ପାରୁଥିବେ ଆମ ମାନଙ୍କ ପାଇଁ ଜେନେରାଲ୍ ନୋଲେଜ୍ ର କେତେ ଆବଶ୍ୟକତା ରହିଛି। ଆମେ ଆଜି ଆପଣ ମାନଙ୍କୁ ସେହିପରି କିଛି ଜେନେରାଲ୍ ନୋଲେଜ୍ ଏବଂ ତାର ଉତ୍ତର ସମ୍ପର୍କରେ କହିବୁ, ଯାହାକି ବହୁତ ମଜାଳିଆ ମଧ୍ୟ।

ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକ । ତେବେ ଏହା ଅନେକ ସମୟ ର୍ ଆମ କାମ ରେ ଆସି ଥାଏ। ତେବେ ଆଜି ଆମେ ମଜାଳିଆ କଥା ସମ୍ପର୍କ ରେ କିଛି ପ୍ରଶ୍ନ ଓ ଉତ୍ତର ଜାଣିବା।

1.ଲେଖିଥାଏ କିନ୍ତୁ ପେନ ନୁହେଁ, ଚାଲିଥାଏ କିନ୍ତୁ ଗାଡି ନୁହେଁ, ଟିକଟକ କରେ କିନ୍ତୁ ଘଡି ନୁହେଁ, ତେବେ କୁହ ମୁଁ କିଏ ?


ଉତ୍ତର:– ଟାଇପ ରାଇଟର

2.ସନ୍ଧ୍ୟା ତାରା କେଉଁ ଗ୍ରହକୁ କୁହାଯାଇଥାଏ?
ଉତ୍ତର:-ଶୁକ୍ର ଗ୍ରହ

3.ବିଶ୍ୱର ସର୍ବ ବୃହତ ଜ୍ୱାଳାମୁଖୀ ପର୍ବତର ନାମ କଣ ଅଟେ?
ଉତ୍ତର:-କୋଟାପେକ୍ସି

4.କୁକୁର କାମୁଡ଼ିଲେ କେଉଁ ରୋଗ ହୋଇଥାଏ?
ଉତ୍ତର:-ରାବିସ

5.ରୁକ ବୈଦିକ ଯୁଗରେ ବନସ୍ପତି ର ଦେବତା କିଏ ଥିଲେ?
ଉତ୍ତର:-ସୋମ

6.“ଇଣ୍ଡିଆ ଡିଭାଇଟେଡ଼” ପୁସ୍ତକ କିଏ ଲେଖିଥିଲେ?
ଉତ୍ତର:-ଡ଼ଃ ରାଜେନ୍ଦ୍ର ପ୍ରସାଦ

7.ଏମିତି କେଉଁ ଜିନିଷ ଯାହାକୁ, ସକାଳୁ ଦେଖିଲେ- ସବୁଜ, ଖରାବେଳେ ଦେଖିଲେ- କଳା, ଖରାବେଳେ ଦେଖିଲେ- ନୀଳ, ରାତିରେ ଦେଖିଲେ- ଧଳା ହେଇଥାଏ ?
ଉତ୍ତର:- ବିଲେଇର ଆଖି

8.ଅଯୋଧ୍ୟା ରାମ ମନ୍ଦିର ଭାରତରେ କେଉଁ ରାଜ୍ୟ ରେ ସ୍ଥିତ?
ଉତ୍ତର :- ଉତ୍ତର ପ୍ରଦେଶ

9.ସବୁଠୁ ବିଷାକ୍ତ ସାପ କିଏ?
ଉତ୍ତର :- କିଙ୍ଗ କୋବ୍ରା

10.ଇମେଲ ର ଆବିଷ୍କାର କିଏ କରିଥିଲେ?
ଉତ୍ତର :- ରେ ଟୋମଲିସନ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।