ଭିଡିଓ ଦେଖନ୍ତୁ – ସିଦ୍ଧାନ୍ତ ଓ ରଚନା ( Sidhant Rachana ) ଏକାଠି ଚିଲିକା ହ୍ରଦକୁ ବୁଲିବାକୁ ଗଲେ ଭାଇରାଲ ହେଲା ଭିଡିଓ

0

ବନ୍ଧୁ ଗଣ ଆସନ୍ତୁ ଜାଣିବା ଆମ ଇଣ୍ଡଷ୍ଟ୍ରି ର ଜଣେ ଜଣାଶୁଣା ଅଭିନେତ୍ରୀ ଯାହାଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି। ଯିଏ ତାଙ୍କ ଅଭିନୟ ଦ୍ଵାରା ଆମ ସମସ୍ତ ଙ୍କ ର ମନ ମୁଗ୍ଧ କରି ଆସିଛନ୍ତି। ସେ ତାଙ୍କ ଯୁବତୀ ବୟସ ରେ ଯେତେ ସୁନ୍ଦର ଥିଲେ ତାଙ୍କ ର ଅକ୍ଟିଂ ମଧ୍ଯ ସେତିକି ସୁନ୍ଦର ଥିଲା। ସେ ଓଡିଆ ସିନେ ଜଗତ ର ଜଣେ ତାରକା ଅଟନ୍ତି। ତାଙ୍କ ର ଚଳଚ୍ଚିତ୍ର ଆଜି ଯାଏ ଲୋକ ଦେଖିବାକୁ ପସନ୍ଦ କରୁଛନ୍ତି । ଆସନ୍ତୁ ଜାଣିବା ସେ କିଏ ଆଉ ତାଙ୍କ ଭାଇରଲ ଭିଡ଼ିଓ ର କଥା ।

ବନ୍ଧୁ ମାନେ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କ ଅତି ପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ। ରଚନା ଏବେ ତାଙ୍କ ପରିବାର ସହିତ ଆସିଛନ୍ତି ବୁଲିବାକୁ। ସେ ତାଙ୍କର ନିଜ ଏନଷ୍ଟଗ୍ରମ୍ ଆକାଉଣ୍ଟ ରେ ତାଙ୍କର ଫୋଟ ପୋଷ୍ଟ କରିଛନ୍ତି।ଏହି ଫୋଟ ରୁ ଜଣା ପଢୁଛି କି ସେ ତାଙ୍କର ପରିବାର ସହିତ ବହୁତ ଖୁସୀ ରେ ସମୟ ବିତାଉଛନ୍ତି।ସେ ତାଙ୍କର ସ୍ବାମୀ ,ଶାଶୁ,ଶଶୁର, ଆଉ ପିଲା ସହିତ ଛୁଟି ମନାଉଛନ୍ତି।

ତାଙ୍କ ର ଫୋଟୋ ରୁ ଜଣା ପଡୁଛି ଯେ ସେ ସୁନ୍ଦରବନ ବୁଲିବାକୁ ଯାଇଛନ୍ତି, ଯାହା କୁ ବାଘ୍ର ପାଇଁ ପ୍ରସିଦ୍ଧ ଅଟେ। ସେଠାକୁ ଲୋକେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭାଗ କରିବାକୁ ଆସନ୍ତି, ସେହି ପରି ରଚନା ବାନାର୍ଜୀ ମଧ୍ୟ ସେଠାକାର ସୁନ୍ଦରତା ଏବଂ ପ୍ରକୃତି କୁ ଉପଭୋଗ କରୁଛନ୍ତି।ସେ ଏକ ନୌକା ଉପରେ ବସି ମଧ୍ଯ ଫାେଟ ପୋଷ୍ଟ କରିଛନ୍ତି।

ଯାହା ତାଙ୍କୁ ପସନ୍ଦ କରୁଥିବା ଲୋକ ଙ୍କ ପାଇଁ ଏକ ଖୁସି ର ଖବର ହେଇଛି। ରଚନା ଓ ସିଦ୍ଧାନ୍ତ ଙ୍କ ଯୋଢ଼ିକୁ ଲୋକେ ବହୁତ ପସନ୍ଦ କରନ୍ତି ।ଲୋକ କୁହନ୍ତୁ ତାଙ୍କ ପରି ଯଦି ଚଳଚ୍ଚିତ୍ର ଦୁନିଆ ରେ କାହାରି ନାହିଁ । ଦୁହେଁ ଙ୍କ ର ସିନେମା ଗୁଢ଼ିକ ଶତରେ ମନଲୋଭା ଅଟେ,ଆଉ ଏବେ ଯାଏ ଦର୍ଶକ ଚାହାନ୍ତି ସେମାନଙ୍କ ର ଚଳଚ୍ଚିତ୍ର ଦେଖିବା ପାଇଁ ।

ଯେତେବେଳେ ରଚନା ସୋସିଆଲ ମିଡ଼ିଆ ରେ ଫଟୋ ଛାଡିଲେ ଦର୍ଶକ କାହା ସହିତ ବୁଲିବାକୁ ଯାଇଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ, ଆଉ ଦର୍ଶକ ଭାବିଥିଲେ ସେ ହୁଏ ତ ସିଦ୍ଧାନ୍ତ ଙ୍କ ସହିତ ବୁଲିବାକୁ ଯାଇଛନ୍ତି,ହେଲେ ରଚନା ତାଙ୍କ ଫେମିଲି ଫୋଟୋ କୁ ପୋଷ୍ଟ୍ କରି ସେ ସନ୍ଦେହ ଦୂର କରି ଛନ୍ତି। ରଚନା ଅନେକ ଦିନ ହେବ ସୋସିଆଲ ମିଡ଼ିଆ ରେ ନଥିଲେ,

ମାତ୍ର କିଛି ଦିନ ହବ ସେ ତାଙ୍କ ରେ ସୁନ୍ଦରବନ ଯିବା ର ସବୁ ଭିଡ଼ିଓ ଓ ଫୋଟୋ ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି । ଯୋଉଥିରୁ ଜଣା ପଢୁଛି ଯେ ସେ ତାଙ୍କ ପରିବାର ଲୋକ ଙ୍କ ସହିତ ଖୁସି ର ସମୟ ଅତିବାହିତ କରୁଛନ୍ତି। ତାଙ୍କ ସ୍ବାମୀ ଙ୍କ ସେ ବହୁତ ଖୁସୀ ରେ ସମୟ ବିତାଉଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।