CM ଙ୍କ ଭଉଣୀ ହୋଇ ମନ୍ଦିର ବାହା ରେ ବିକୁଛନ୍ତି ଚା ଏହା ପଛରେ ଥିବା ଅସଲ କାରଣ ଜାଣିଲେ ଆପଣ ବି ଅବାକ୍ ହୋଇଯିବେ

0

ଆମେ ସମସ୍ତେ ଗୋଟିଏ ପ୍ରକାର ର ଯାହାକୁ ଭଗବାନ ତିଆରି କରିଛନ୍ତି।ଭଗବାନ ସମସ୍ତଙ୍କୁ ମଣିଷ ଭଳି ଜନ୍ମ କରିଛନ୍ତି ।ସମସ୍ତଙ୍କ ର ନିଜେ ଖଟି ଖାଇବାର ଅଧିକାର ରହିଛି ।ଏ ଦୁନିଆରେ ଗରିବ ହୁଅନ୍ତୁ କି ଧନୀ ସମସ୍ତେ ଗୋଟିଏ ଗୋଟିଏ ନାଗରିକ ଯେ ମାନେ ନିଜେ ଖଟି ଖାଇ ପାରିବେ ।ସେମିତି ଆଜି ଆମ ହାତ ରେ ଗୋଟିଏ ସମ୍ପୂର୍ଣ ନୂଆ ଖବର ଦେଖିବା ପାଇଁ ମିଳିଛି ତାହା ହଉଚି କି ସି .ଏମ ୟୋଗୀ ଙ୍କ ଭଉଣୀ ମନ୍ଦିର ଆଗରେ ଦୋକାନ କରି ସେହିଠାରେ ଚା ଏବଂ ଭୋଗ ବିକୁ ଥିବାର ନଜର କୁ ଆସିଛନ୍ତି ।

ତେବେ ଏହି ଘଟଣା ଟି ର ସମ୍ପୁର୍ଣ୍ଣ ଖବର ଚାଲନ୍ତୁ ଜାଣିବା । ୟୁ.ପି ର ସି.ଏମ ୟୋଗୀ ଆଦିତ୍ୟ ନାଥ ବେହୋଡ ଜଣେ ସାଧାରଣ ପରିବାର ର ବ୍ୟକ୍ତି ଥିଲେ ।ତାଙ୍କର ପରିବାର ଉତ୍ତରାଖଣ୍ଡ ରେ ଜଣେ ସାଧାରଣ ବ୍ୟକ୍ତି ଭଳି ଚଳୁଥିଲେ ।

ଆପଣ ମାନେ ଏହି କଥା ଜାଣିଲେ ଆଶ୍ଚର୍ଯ୍ୟ ହାଇଜିବେ କି ସି .ଏମ ୟୋଗୀ ଆଦିତ୍ୟ ନାଥ ବେହୋଡ ଙ୍କ ର ଭଉଣୀ ଗୋଟିଏ ଦୋକାନ ରେ ଚାହା ବିକ୍ରି କରି ନିଜ ପରିବାର ର ଭରଣ ପୋଷଣ କରୁଛନ୍ତି ।ସେ ଜଣେ ଏମିତି ବ୍ୟକ୍ତି କି ସେ ସି .ଏମ ଙ୍କ ଭଉଣୀ ହେବ ପରେ ଭି ନିଜ ପରିବାରକୁ ନିଜେ ହିଁ ପରିଶ୍ରମ କରି ଚଳାଉଛନ୍ତି ।

ସି .ଏମ ୟୋଗୀ ଆଦିତ୍ୟ ନାଥ ବେହୋଡ ଙ୍କ ଭଉଣୀ ଙ୍କ ନାମ ହଉଚି ଶଶି ଦେବୀ । ଯିଏ କି ତାଙ୍କ ପରିବାର ସହ ପୋଡ଼ି ର କୋଠାର ଗାଁ ରେ ରହୁଥିଲେ ।ନିଜ ବାହାଘର ପରେ ଶଶି ଦେବୀ ସେହିଠାରେ ହିଁ ରହି ସେହି ଦୋକାନ ଚଳାଉଛନ୍ତି ଏବଂ ତାହା ଋଷିକେଶ ରେ ଏହି ଥିଲା ।ସେ ସେଇ ଦୋକାନ ରୁ ଯାହା ରୋଜଗାର କରୁଥିଲେ ସେଇଥିରେ ହିଁ ନିଜ ପରିବାର ର ଭରଣ ପୋଷଣ ର ଦାୟିତ୍ଵ ନେଇ ତାହାକୁ ଚଳାଇଥିଲେ ।

ଶଶି ଦେବୀ ଙ୍କ କହିବା ଅନୁସାରେ ତାଙ୍କର ଦୁଇଟି ଦୋକାନ ରହିଛି ।ଗୋଟିଏ ହଉଚି ଋଷିକେଶ ରେ ଥିବା ନୀଳକଣ୍ଠ ମନ୍ଦିର ପାଖରେ ଯେଉଁଠି ସେ କେବଳ ଚା ହିଁ ବିକ୍ରୀ କରୁଥିଲେ ଆଉ ଅନ୍ୟଟି ହଉଚି ପାର୍ବତୀ ମନ୍ଦିର ଭୁବନେଶ୍ଵରୀ ମନ୍ଦିର ପାଖରେ ଯେଉଁଠି ସେ ଚା ସହ ପକୁଡ଼ି ଓ ଭୋଗ ମଧ୍ୟ ବିକ୍ରୀ କରୁଥିଲେ ।

ଶଶି ଦେବୀ ଙ୍କ କହିବା ଅନୁସାରେ ତାଙ୍କ ସ୍ଵାମୀ ଙ୍କ ଘର ଋଷିକେଶ ଠାରେ ।ତାଙ୍କ ସ୍ଵାମୀ ହଉଛନ୍ତି ପୂରଣ ସିଂ ପୟାଲ ଯେ କି ପୂର୍ବ ଗ୍ରାମ ପଞ୍ଚାୟତ ଥିଲେ । ତା ସହ ଭି ତାଙ୍କ ସ୍ଵାମୀ ଙ୍କ ର ନୀଳକଣ୍ଠ ମନ୍ଦିର ପାଖରେ ଗୋଟିଏ ଲଜ୍ ମଧ୍ୟ ଅଛି ।ଯାହା ତାଙ୍କ କହିବା ଅନୁସାରେ ସବୁ ଦୋକାନ ଆଉ ଲଜ୍ ବହୁତ୍ ଭଲ ଚାଲିଛି।ଯେତେବେଳେ ସି .ଏମ ୟୋଗୀ ଆଦିତ୍ୟ ନାଥ ବେହୋଡ ଙ୍କ କଥା ଉଠିଥିଲା ସେ କହିଥିଲେ ସେ ତାଙ୍କ ଭାଇ ଙ୍କୁ ବହୁତ୍ ଭଲ ପାଆନ୍ତି ।

ତାଙ୍କ ଭାଇ ଯେତେବେଳେ ସି .ଏମ ହଇ ଯାଇଥିଲେ ସେତେବେଳେ ସେ ବହୁତ୍ ହିଁ ଖୁସି ହେଇଥିଲେ ।ସେ କହୁଥିଲେ ତାଙ୍କ ଭାଇ ନିଜ ପାଇଁ ଯାହା କରନ୍ତୁ କି ନ କରନ୍ତୁ ହେଲେ ଜନତା ଙ୍କ ପାଇଁ ଯେମିତି ବହୁତ୍ କିଛି କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।