Hookup spots Bakerton am looking for a dating site Free hookup Corona Del Mar Dating in Acton best sites to meet for sex how to set up tinder without facebook

ଦେଖନ୍ତୁ ଭିଡିଓ – ବୁଦ୍ଧାଦିତ୍ୟ ଙ୍କ ରିଏଲ୍ ଲାଇଫ୍ ସମ୍ପର୍କରେ କିଛି ଅଜଣା କଥା ପ୍ରଥମଥର ପାଇଁ ମିଡିଆ ଆଗରେ ଖୁଲାସା କରିଲେ ଏହିସବୁ ଲୁଚି ରହିଥିବା ଗୁପ୍ତ କଥା

0

ଆମ ଓଲିଉଡ୍ ଫିଲ୍ମ ଏବଂ ସିରିଏଲ୍ ଦୁନିଆରେ ଏପରି ଅନେକ ନାୟକ ଏବଂ ନାୟିକା ଅଛନ୍ତି ଯେଉଁମାନେ କି ନିଜ ନିଜର ବହୁତ ସୁନ୍ଦର ଏକ୍ଟିଙ୍ଗ୍ ପାଇଁ ବହୁ ଲୋକପ୍ରିୟ ହାସଲ କରି ସାରିଛନ୍ତି ଏବଂ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ସାରିଛନ୍ତି। ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ କି କିଛି ଅଳ୍ପ କିଛି ଦିନ ପାଇଁ ଆକ୍ଟିଙ୍ଗ୍ କରିଥାଆନ୍ତି ଏବଂ ତାପରେ ଆଉ ଏତେ ନଜର ଆସି ନଥାନ୍ତି।

କିନ୍ତୁ ଲୋକ ମାନେ ସେମାନଙ୍କ ର ଭଲ ଅଭିନୟ ଓ ବ୍ୟବହାର ପାଇଁ ଭଲ ଷ୍ଟାଇଲ୍ ଆଦି ପାଇଁ ସେମାନଙ୍କୁ ମନେ ରଖି ଥାଆନ୍ତି।ଲୋକ ମାନେ ସାଧାରଣତଃ ନିଜର ପ୍ରିୟ କଳାକାର ମାନଙ୍କ ସମ୍ପର୍କ ରେ ଜାଣିବା ପାଇଁ ଚେଷ୍ଟା କରି ଥାଆନ୍ତି। ସେମାନଙ୍କ ଲାଇଫ୍ ଷ୍ଟାଇଲ୍ ସମ୍ପର୍କରେ, ସେମାନଙ୍କ ରିଏଲ୍ ଲାଇଫ୍ ଆଦି ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି।

ତେବେ ଆମେ ଆଜି ଆପଣ ମାନଙ୍କୁ ସେହିପରି ଅଭିନେତା ଙ୍କ ସମ୍ପର୍କରେ କହିବୁ, ଯିଏ କି ଅଳ୍ପ କିଛି ଦିନ ପାଇଁ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ନଜର ଆସିଥିଲେ। ସେ ଅନେକ ଫିଲ୍ମରେ ହିରୋ ଭାବେ ମଧ୍ୟ ନଜର ଆସିଥିଲେ ତ ସହ ମଧ୍ୟ ଖଳନୟକ ଚରିତ୍ର ରେ ମଧ୍ୟ ନଜର ଆସିଥିଲେ, ତାଙ୍କ ର ଆକ୍ଟିଙ୍ଗ୍, ଷ୍ଟାଇଲ୍, ଫାଇଟିଙ୍ଗ୍ ସବୁକିଛି ବହୁତ ସୁନ୍ଦର ଥିଲା। ସେ ଅଳ୍ପ କିଛି ଟା ଫିଲ୍ମ ରେ ନଜର ଆସି ଆଉ ଫିଲ୍ମ କରି ନଥିଲେ।

ହେଲେ ଲୋକ ମାନେ ତାଙ୍କୁ ମନେ ରଖିଥିଲେ ତାଙ୍କ ଭଲ ଗୁଣ ଏବଂ ଭଲ ଅଭିନୟ ପାଇଁ। ସେ କେବଳ ଓଲିଉଡ୍ ନୁହେଁ ସେ ଅନେକ ହିନ୍ଦୀ ସିରିଏଲ୍ ମାନଙ୍କ ରେ ମଧ୍ୟ ଅଭିନୟ କରିଛନ୍ତି। ତେବେ ସେ ଆଉ କେହି ନୁହଁନ୍ତି ଆପଣ ମାନଙ୍କ ପ୍ରିୟ ବୁଦ୍ଧାଦିତ୍ୟ ମହାନ୍ତି। ତେବେ ଆମେ ଆଜି ତାଙ୍କ ସମ୍ପର୍କରେ କିଛି ଜାଣିବା ଅଜଣା କଥା ଯାହା ଆପଣ ମାନଙ୍କୁ ଭି ଅଛପା ଥିବ।

ତେବେ ବୁଦ୍ଧାଦିତ୍ୟ ପ୍ରଥମେ ହିନ୍ଦୀ ରେ ଏକ ଫିଲ୍ମ କରିଥିଲେ ଯାହାର ନାମ ଥିଲା “ମେହେର୍”, ଲୋକ ମାନେ ଏହି ସିରିଏଲ ଟି କୁ ବହୁ ମାତ୍ରା ରେ ପସନ୍ଦ କରୁଥିଲେ ଏବଂ ବୁଦ୍ଧାଦିତ୍ୟ ଏହି ସିରିଏଲ ରୁ ହିଁ ବହୁ ଲୋକପ୍ରିୟତା ହାସଲ କରିପାରିଥିଲେ ଏବଂ ବହୁତ ପପୁଲାର୍ ମଧ୍ୟ ହୋଇ ଯାଇଥିଲେ ତ ସହ ତାଙ୍କର ଫେମ ଆଉ ଫୋଲୋଅର ବଢ଼ି ଯାଇଥିଲେ ।

ସେ ସେହିଥିରେ ଏକ ମୁସଲିମ୍ ପିଲା ଙ୍କ ପରି ଦେଖା ଯାଉଥିଲେ। ତାଙ୍କୁ ଦେଖିବା ପାଇଁ ଝିଅ ମାନେ ତାଙ୍କ ଘର ଆଗରେ ଲାଇନ୍ ଦେଉଥିଲେ, ଏବଂ ତାଙ୍କର ବେଶୀ ଝିଅ ଫ୍ୟାନ୍ ହିଁ ଥିଲେ। ସେ ଥରେ ପୁରୀ ମନ୍ଦିର ଯାଇଥିଲେ ଭ୍ରମଣ ପାଇଁ।

ସେଠାରେ ତାଙ୍କୁ ପଣ୍ଡା ମାନେ ମୁସଲିମ୍ ବୋଲି ଭାବି ଠିଆ କରିଦେଇଥିଲେ ଏବଂ ପରେ ସେ ତାଙ୍କ ବେକରେ ଏକ ଗଣେଷ ଙ୍କ ଲକେଟ୍ ପକେଇଥିଲେ ତାକୁ ଦେଖେଇଲେ ଏବଂ ପଣ୍ଡା ମାନେ ତାଙ୍କୁ ମନ୍ଦିର ବୁଲେଇ ଦେଖେଇ ଥିଲେ ।ସେ ସାଧବ ବହୁ ରେ ମଧ୍ୟ ମୁଖ୍ୟ ଚରିତ୍ର ରେ ଥିଲେ ଯାହାଙ୍କ ପାଇଁ ସେଇ ରିଆଲିଟୀ ସୋ ଟି ଚାଲିଥିଲା । ବୁଦ୍ଧାଦିତ୍ୟ ମଧ୍ୟ ତାଙ୍କ ଉଚ୍ଚତା ଆଉ ବଡି ପାଇଁ ସମସ୍ତଙ୍କ ମନ ରେ ଘର କରିଥିଲେ ।ଏମିତି କିଛି ଥିଲା ବୁଦ୍ଧାଦିତ୍ୟ ଙ୍କ ବିଷୟରେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।