ଦେଖନ୍ତୁ ଭିଡିଓ – କଲେଜ ଛାତ୍ରୀ ଙ୍କୁ କମେଣ୍ଟ ମାରିବାରୁ ସମସ୍ତ ଙ୍କ ଆଗରେ ଗୋଡ଼ ଧରି କ୍ଷମା ପ୍ରାର୍ଥନା କଲେ ଯୁବକ ସୋସିଆଲ ମିଡ଼ିଆ ରେ ଭିଡିଓ ଭାଇରଲ ହେଲା ଭିଡିଓ

0

କଣ ହୋଇଯାଇଛି ଏହି ଯୁବ ପିଢୀ ଙ୍କୁ ..କାହିଁକି ଏମାନେ ଏମିତି ପାଶବିକ ବ୍ୟବହାର କରୁଛନ୍ତି …କଣ ଏହା ଏହି ଅତ୍ୟାଧୁନିକତା ର ପ୍ରଭାବ …ନା ଏହା ପଛରେ ଅନ୍ୟ କିଛି କାରଣ ରହୁଛି..ତେବେ ଏହି ପରି ପ୍ରଶ୍ନ ଆମ ଆଗକୁ ଆସିବା ସ୍ୱାଭାବିକ .. ତେବେ ବର୍ତ୍ତମାନ ର ଯୁବ ପାଢ଼ୀ ମାନେ ଏତେ ତଳକୁ ଖସିଗଲେଣି କି ସେମାନେ ଜାଣିପାରୁନାହାନ୍ତି କି ସେମାନେ କଣ ସବୁ ଆମାନବୀୟ କାର୍ଯ୍ୟ କରୁଛନ୍ତି ।

ତେବେ ବର୍ତ୍ତମାନ ର ଏହି ଅତ୍ୟାଧୁନିକ ଯୁଗରେ ଲୋକମାନେ ଇଣ୍ଟରନେଟ ର ବ୍ୟବହାର ଅତି କଦର୍ଯ୍ୟ ଭାବରେ କରୁଛନ୍ତି । ଯଦିଓ ଏହାର ପ୍ରକୃତ ଉଦେଶ୍ୟ ଥିଲା ଲୋକମାନଙ୍କୁ ଉନ୍ନତି ଦିଗରେ ଆଗେଇବା କିନ୍ତୁ ହେଉଛି ଏହାର ବିପରୀତ।

ତେବେ ଆପଣ ମାନେ ତା ଜାଣିଥିବେ ବର୍ତ୍ତମାନ ର ଲୋକମାନେ କିପରି ଭାବେ ଧୀରେ ଧୀରେ ଅଶୀଳ ବ୍ୟବହାର କରିବାର ଲାଗିଛନ୍ତି। ତେବେ ଆମେ ଆଜି ଆପଣଙ୍କୁ ଏହି ଲୋକଡାଉନ ସମୟର କିଛି ଏମିତି ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇଦେଵ ।ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ଯାହାକି ଅତ୍ୟନ୍ତ ଲଜ୍ୟାଜନକ ଅଟେ ।

ସୂଚନାଯୋଗ୍ୟ ଯେ , ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି ଜଣେ ଯୁବକ ଓ ଯୁବତୀ ଙ୍କର ଭିଡ଼ିଓ। ଯେଉଁ ଥିରେ ଯୁବକ ଜଣଙ୍କ ଯୁବତୀ ଙ୍କର ପାଦ ଧରି କ୍ଷମା ପ୍ରାର୍ଥନା କରୁଛନ୍ତି ।ଏହା ଦେଖିଲେ ଆପଣଂକୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିତ ।ତେବେ ଏହି ଘଟଣା ପଛରେ ଥିବା କାହାଣୀ ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ । ଏବଂ କହିବେ କି ଉଚିତ କର୍ମ ଅନୁସାରେ ଉଚିତ ଫଳ ମିଳିଛି ଯୁବକ ଙ୍କୁ ।ତେବେ ଘଟଣା ଟି କିଛି ଏପରି ଥିଲା ଯାହାକି ଅତ୍ୟନ୍ତ ନିନ୍ଦନୀୟ ତଥା ଲଜ୍ୟାଜନକ ଅଟେ ।

ଉଲ୍ଲେଖ ଯୋଗ୍ୟ ଯେ, ଜଣେ କଲେଜ ଛାତ୍ରୀ ତାଙ୍କର କଲେଜ ଯିବା ସମୟରେ ରାସ୍ତାରେ ତାଙ୍କୁ ଜଣେ ଅସାମାଜିକ ତଥା ଅଭଦ୍ର ଯୁବକ କମେନ୍ଟ ମାରିଥିଲେ ।ତେବ ଝିଅ ଟି ପ୍ରଥମେ କିଛି କହି ନଥିଲେ ।ତେବେ ପୁଣି ଥରେ ସେହି ଯୁବକ ଜଣଙ୍କ ଅତ୍ୟନ୍ତ ଅଶୀଳ ଇଙ୍ଗିତ କରି ଖରାପ ଭାଷା ରେ କମେନ୍ଟ କରିବାରୁ ଛାତ୍ରୀ ଜଣଙ୍କ ତାଙ୍କୁ ଏମିତି ଛାଡ଼ିଦେବାକୁ ଠିକ ମାନିଲେ ନାହିଁ ।ଏବଂ ସେ ଯାଇ ନିକଟ ରେ ଥିବା ଏକ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ସେହି ଯୁବକ ଙ୍କୁ ଗିରଫ କରିଥିଲା ।

ତେବେ ପୋଲିସ ଗିରଫ କରିବା ପରେ ସେହି ଛାତ୍ରୀ ଜଣଙ୍କ କହିଛନ୍ତି ଯେ ସେହି ଯୁବକ ଅଧିକାଂଶ ସମୟରେ ତାଙ୍କୁ ଖରାପ କମେନ୍ଟ କରନ୍ତି ତେଣୁ ତାଙ୍କୁ ଉଚିତ ଶିକ୍ଷା ମିଳିବା ଦରକାର ।ତେବେ ପୋଲିସ ର କହିବା ଅନୁସାରେ ସେହି ଯୁବକ ଜଣଙ୍କ ଛାତ୍ରୀ ଙ୍କର ଗୋଡ଼ ଧରି କ୍ଷମା ପ୍ରାର୍ଥନା କରିଥିଲେ। ଯାହାର ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆ ରେ ବେଶ ଭାଇରଲ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।