ଜାଣନ୍ତୁ ପ୍ରଥମ ସ୍ତ୍ରୀକୁ କାହିଁକି ଛାଡପତ୍ର ଦେଇଥିଲେ ସବ୍ୟ – ଫିଟିଗଲା ଅସଲ ଗୁମର ଜାଣନ୍ତୁ ଏମିତି କ’ଣ ଘଟିଲା

0

ଆମେ ସମସ୍ତେ ପରଦା ପଛରେ କାମ କରୁଥିବା ଆମର ସେଇ ହିରୋ ହିରୋଇନ୍ ଙ୍କୁ ବହୁତ୍ ପସନ୍ଦ କରିଥାଉ ଆଉ ତାଙ୍କ ଫିଲ୍ମ , ଷ୍ଟାଇଲ ସବୁ କିଛି ଦେଖି କରି ଆମେ ଆମ ତରଫରୁ କିଛି କିଛି ଯୋଡ଼ି ବାଛି ଥାଉ ଯାହାକି ଆମ ସମସ୍ତଙ୍କର ବହୁତ୍ ପସନ୍ଦ ହେଇଥାଏ ।ଆଉ ଆମେ ମାନେ ମଧ୍ୟ ସେଇ ଯୋଡ଼ି କୁ ବହୁତ୍ ପରିମାଣରେ ଭଲପାଇବା ଦେଇଥାଉ ।ହେଲେ ଜାଣିଛନ୍ତି ବେଳେ ଅଭିନୟ କରୁ କରୁ ମଧ୍ୟ ସେଇ ଅଭିନୟ ଟି ଜୀବନରେ କେତେବେଳେ କେତେବେଳେ ସତ ହେଇ ଯାଇଥାଏ ।

କଥାରେ ଅଛି ପ୍ରେମ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଉପରେ ହଇ ନଥାଏ ଯେଉଁଠି ମନ ସହ ମନ ର ଆଉ ଆତ୍ମା ସହ ଆତ୍ମା ର ମିଳନ ହେଇଥାଏ ସେହିଠାରେ ହିଁ ପ୍ରେମ ହୋଇ ଯାଇଥାଏ ।ଆଉ ହଁ ଆପଣ ମାନେ ଜାଣିଥିବେ ଯେତେବେଳେ କିଛି ଗୋଟେ ଚରିତ୍ର ପରିବେଷଣ କରିବା ପାଇଁ ପଡ଼ିଥାଏ ସେତେବେଳେ ନିଜ ଚରିତ୍ର ଭିତରେ ପଶି ଯିବ ପାଇଁ ପଡ଼ିଥାଏ ।ସେହି ଭଳି ଭାବରେ ଆଜି ଆମର ଗୋଟିଏ ସୁନ୍ଦର ହିରୋ ଓ ହିରୋଇନ୍ ଦୁଇ ଜଣ ଅଭିନୟ କରୁ କରୁ ପ୍ରେମ ରେ ପଡ଼ିଯାଇଛନ୍ତି।

ରାତି ୯ଟା ବେଳେ ନିଜ ବିବାହ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ସବ୍ୟ ଅର୍ଚ୍ଚିତା। ଏହାର  ପ୍ରାୟ ୫ ଘଣ୍ଟା ପୂର୍ବେ ନିଜ ଫେସବୁକରେ ଏକ ପୋଷ୍ଟ ସେୟାର କରି ଅର୍ଚ୍ଚିତାଙ୍କ ଉଦ୍ଦେଶ୍ୟରେ ସବ୍ୟ ଲେଖିଛନ୍ତି, ‘‘ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର।’’ ପ୍ରଥମେ ସବ୍ୟର୍ଚ୍ଚିତାଙ୍କ ହଳଦୀ ପର୍ବର ଫଟୋ, ତା’ପରେ ବରକନ୍ୟା ଭାବେ ସଜେଇ ହୋଇଥିବାର ଫଟୋ ସୋସିଆଲ୍ ମିଡିଆରେ ପ୍ରକାଶ ପାଇଥିଲା। ଦୁହିଁଙ୍କ ବିବାହ ରାଜସ୍ଥାନର ଏକ ହେରିଟେଜ୍ ହୋଟେଲରେ ହେଉଥିବା ଚର୍ଚ୍ଚା ହେଉଛି।ବିବାହ ନେଇ ସବ୍ୟସାଚୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ବେଳେ ଭଗବାନଙ୍କ ସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି ।

ତେବେ କେବେ, କେଉଁଠି ଓ କେତେବେଳେ ବାହାଘର ସମ୍ପର୍ଣ୍ଣ ହୋଇଛି ତାହାର ସବିଶେ‌ଷ ସୂଚନା ଦେଇନାହାନ୍ତି ସବ୍ୟର୍ଚ୍ଚିତା। ଗତକାଲି ପ୍ରିୱେଡିଂ ଫଟୋସୁଟ୍ ଭଳି ପ୍ରତୀୟମାନ ହେଉଥିବା ଫଟୋ ସହ ନୂଆଯାତ୍ରାକୁ ସଫଳ କରିବାକୁ ଲୋକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ସବ୍ୟସାଚୀ । ତେବେ ଏବେ ସାରା ଓଡିଶାରେ ସବ୍ୟ- ଅର୍ଚୀତାଙ୍କ ବାହାଘରର ଚର୍ଚା ଯୋର ଧରିଥିବା ବେଳେ , ଏହା ମଧ୍ୟରେ ସବ୍ୟଙ୍କ କିଛି ନିନ୍ଦୁକ ଅନ୍ୟ ଏକ କାରଣକୁ ନେଇ ସବ୍ୟଙ୍କୁ ସମା ଲୋଚନା କରିବା ଆରମ୍ଭ କରି ଦେଇଛନ୍ତି ।

ସବ୍ୟଙ୍କ ନୁଆ ବାହାଘର ଫଟୋ ସହିତ କିଛି ଲୋକ ତାଙ୍କ ପୁରୁଣା ବାହାଘରର ଫଟୋକୁ ଯୋଡି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତେବେ ଏହା ସହିତ ତାଙ୍କୁ ସମାଲୋଚନା ମଧ୍ୟ କରା ଜାଉଛି । ତେବେ ଆମେ କହି ରଖିବୁ ଯେ ,ଏବେ ସୋସିଆଲ ମିଡିଆରେ ସବ୍ୟଙ୍କର ଯେଉଁ ପୁରୁଣା ବାହାଘର ଫଟୋ ଘୁରି ବୁଲୁଛି ସେ ତାଙ୍କ ବାହାଘରର ଫଟୋ ନୁହେଁ ବରଂ ତାଙ୍କର ଏକ ଚଳଚିତ୍ରର ଅଂଶ, ଯାହାକି ଏବେ ଭାଇରାଲ ହେଉଛି ।

ତେବେ ସବ୍ୟଙ୍କ ପୁର୍ବ ବାହଘରର କଣ ପାଇଁ ଭାଙ୍ଗି ଜାଇଥିଲା ଏବଂ ପରସ୍ପରକୁ ସେମାନେ ଛାଡପତ୍ର ଦେଇଥିଲେ ତାହା ଏବେ ଯାଏ ସ୍ପଷ୍ଟ ହୋଇ ନାହିଁ । ଏହା ସେମାନଙ୍କର ବ୍ୟକ୍ତିଗତ ଜୀବନ , ତେଣୁ ଏଥିରେ ସାଧାରଣ ଜନତା ମୁଣ୍ଡ ପୁରାଇ ସେମାନଙ୍କୁ ସମାଲୋଚନା କରିବା କୌଣସି ମତରେ ବି ଠିକ ନୁହେଁ । ସମସ୍ତେ ଜାଣନ୍ତି ଯେ ସବ୍ୟ ଜଣେ ମହାନ ବ୍ୟକ୍ତିତ୍ୱ । ଅତୀତରେ ଘଟିଥିବା କିଛି ସାଧାରଣ ଭୁଲ ପାଇଁ ତାଙ୍କୁ ସମାଲୋଚନା କରିବା ଜମାବି ଠିକ ନୁହେଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।