IAS ଭାରତରେ ପୋଲିସ କାହାକୁ ଗିରଫ କରିପାରିବ ନାହିଁ ? ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କ’ଣ ଆପଣ ଦେଇ ପାରିବେ ?

0

ସାମ୍ପ୍ରତିକ ସମାଜରେ ଶିକ୍ଷା ର ଭୂମିକା ଅତ୍ୟନ୍ତ ଗୁରୁତ୍ୟପୂର୍ଣ୍ଣ। ଶିକ୍ଷା ମାନବକୁ ଅନ୍ଧକାରରୁ ଆଲୋକ ଆଡ଼କୁ ଅଗ୍ରସର କରାଇଥାଏ।ତେଣୁ ବର୍ତ୍ତମାନ ର ସମାଜରେ ଆୟର ମୁଖ୍ୟ ପନ୍ଥା ହେଉଛି ଶିକ୍ଷା।ତେବେ ସମସ୍ତେ ଶିକ୍ଷା ଅର୍ଜନ କରିବା ଉଚିତ।ଆବାଳବୃଦ୍ଧବନିତା ସର୍ବେ ଶିକ୍ଷା ର ଅଧିକାରୀ ହେବା ଦରକାର। ଶିକ୍ଷିତ ଠାରୁ ଆରମ୍ଭ କରି ମୂର୍ଖ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ନିହାତି ଆବଶ୍ୟକ।

ବର୍ତ୍ତମାନ କୌଣସି ଚାକିରି,ବ୍ୟବସାୟ,ପାଠପଢ଼ା ତଥା ବିଭିନ୍ନ କର୍ମ କ୍ଷେତ୍ରରେ ଏକକ ପ୍ରବେଶିକା ପରୀକ୍ଷା ଅତ୍ୟନ୍ତ ଜରୁରୀ।ତେବେ ଆମ ଦେଶ ରେ ଅନେକ କିଛି ସ୍ଥାନ ରେ ଅନେକ୍ କିଛି ଜିନିଷ ରହିଛି,ଯାହା ଆମ ଦେଶ ର ଅଗ୍ର ଗତି ରେ ସାହାଯ୍ୟ କରେ, ଯାହା ଜାଣିବା ଆମର ନିହାତି ଆବଶ୍ୟକମନୁଷ୍ୟକୁ ଜୀବନ କ୍ଷେତ୍ର ସବୁ ସମୟରେ ସବୁ ପରିସ୍ଥିତି ରେ କିଛି ନ କିଛି ପରୀକ୍ଷା ରେ ସମ୍ମୁଖୀନ ହେବାକୁ ପଡିଥାଏ।

ସବୁ ପରିସ୍ଥିତି ରେ ଆମର ବୁଦ୍ଧି ର ପ୍ରମାଣ ଦବାକୁ ପଡ଼େ।ତେଣୁ କର୍ମ କ୍ଷେତ୍ରରେ ତଥା ସମାଜରେ ସାଧାରଣ ଜୀବନ ଯାପନ ବେଳେ ସାଧାରଣ ଜ୍ଞାନ ନିତ୍ୟାନ୍ତ ଆବଶ୍ୟକ।ତେବେ ଆଜି ଆମେ ଆପଣମାନଙ୍କୁ କିଛି ଜେନେରାଲ ନଲେଜ ମାନେ ସାଧାରଣ ଜ୍ଞାନ ବିଷୟରେ ଅବଗତ କରାଇବୁ।ତେବେ ଆସନ୍ତୁ ଜାଣିବା ‘ଆଇ. ଏ. ସ’ ପରୀକ୍ଷା ଯୁକ୍ତ ବିଶ୍ଵ,ଦେଶ ରାଜ୍ୟ ର କିଛି ଗୁରୁତ୍ୱ – ପୂର୍ଣ୍ଣ ତଥ୍ୟ ତଥା ମାଜଳିଆ ପ୍ରଶ୍ନାବଳୀ।ଯାହା ଦ୍ଵାରା ଆମର ବୁଦ୍ଧିର କିଛି ବିକାଶ ସାଧନା ହୋଇପାରିବ।

ପ୍ରଶ୍ନ ୧- ଭାରତରେ ପୋଲିସ କାହାକୁ ଗିରଫ କରିପାରିବ ନାହିଁ?
ଉତ୍ତର- ସମ୍ବିଧାନ ଧାରା ୩୬୧ ଅନୁଯାୟୀ , ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ପୋଲିସ ଗିରଫ କରିପାରିବ ନାହିଁ।

ପ୍ରଶ୍ନ ୨- କେଉଁ ଜୀବଙ୍କର ରକ୍ତ ନାହିଁ କିନ୍ତୁ ନିଃଶ୍ୱାସ ପ୍ରଶ୍ୱlସ କରେ?
ଉତ୍ତର- ‘ହାଇଡ୍ରା’ ଜୀବ ରକ୍ତ ନ ଥାଇ ମଧ୍ୟ ନିଃଶ୍ୱାସ ପ୍ରଶ୍ୱlସ କରେ।

ପ୍ରଶ୍ନ ୩- କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ କେବେ ପ୍ରତିଷ୍ଠା ହେଲା?
ଉତ୍ତର- ୧୯୫୩ ମସିହାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ପ୍ରତିଷ୍ଠା ହୋଇଥିଲା।

ପ୍ରଶ୍ନ ୪- ପେନ୍ସିଲ କୁ ଓଡ଼ିଆ ରେ କଣ କୁହାଯାଏ?
ଉତ୍ତର- କଳା ଲେଖନୀ କାଠି।

ପ୍ରଶ୍ନ ୫-  ଭାରତରେ ପୋଲିସ କାହାକୁ ଗିରଫ କରିପାରିବ ନାହିଁ?
ଉତ୍ତର: ସମ୍ବିଧାନର ଧାରା ୩୬୧ ଅନୁଯାୟୀ, ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କୁ ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ପୋଲିସ ଗିରଫ କରିପାରିବ ନାହିଁ।

ପ୍ରଶ୍ନ ୬- ପାସୱାର୍ଡକୁ ଓଡ଼ିଆରେ କଣ କୁହାଯାଏ?
ଉତ୍ତର – ‘କୂଟ ଶବ୍ଦ’ କୁହାଯାଏ।

ପ୍ରଶ୍ନ ୭- ଓଡ଼ିଆରେ ବ୍ୟାଙ୍କ୍ କୁ କଣ କୁହାଯାଏ?

ଉତ୍ତର -‘ ଅର୍ଥ ଭଣ୍ଡାର ‘ କୁହାଯାଏ।

ପ୍ରଶ୍ନ ୮- ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ କେଉଁଠାରେ ଅବସ୍ଥିତ?
ଉତ୍ତର – ‘ଓଡ଼ିଶା’ ରେ ସବୁଠାରୁ ବଡ଼ ହକି ଷ୍ଟାଡିୟମ୍ ଅବସ୍ଥିତ।

ପ୍ରଶ୍ନ ୯- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ?
ଉତ୍ତର – ‘ସମୁଦ୍ର ଘୋଡ଼ା’ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରେ।

ପ୍ରଶ୍ନ ୧୦- ବିଶ୍ଵର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ କେଉଁଠାରେ ଅଛି?
ଉତ୍ତର – ଗୁଜୁରାଟ ରେ ‘ ନରେନ୍ଦ୍ର ଷ୍ଟାଡିୟମ୍ ‘ ସବୁଠାରୁ ବଡ଼ ଷ୍ଟାଡିୟମ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।