ଗୁରୁବାର ଦିନ ଏହି ୫ଟି କାମ କଲେ ମା ଲଷ୍ମୀ ନିଜେ ଆପଣଙ୍କ ଘରକୁ ଆସିଥାନ୍ତି ନିଶ୍ଚୟ କରନ୍ତୁ ଏହି ଉପାୟ।

0

ମାତା ଲକ୍ଷ୍ମୀ ଧନ ର ଦେବୀ ଅଟନ୍ତି। ସେଥି ପାଇଁ ମାତା ଲକ୍ଷ୍ମୀଙ୍କ ସମସ୍ତେ ଆରୋଧାନା କରି ଥାଆନ୍ତି। ମାତା ଲକ୍ଷ୍ମୀଙ୍କ ର କୃପା ଦୃଷ୍ଟି ଯାହାଙ୍କ ଉପରେ ରହିଥାଏ ସେହି ବ୍ୟକ୍ତି ର ଧନ ର ଅଭାବ କେବେ ଦେଖା ଦିଏ ନାହିଁ। କିନ୍ତୁ ଅନେକ ସମୟରେ ଲୋକମାନେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ପାଇଁ ଅନେକ ପ୍ରକାର ର ଉପାୟ ମାନ କରିଥାନ୍ତି। କିନ୍ତୁ ସେମାନେ ସେଥିରେ ସଫଳ ହୋଇ ନାଥାନ୍ତି। ଯାହା ଫଳଟେ ମାତା ଲକ୍ଷ୍ମୀ ତାଙ୍କ ଉପରେ ଅପ୍ରସନ୍ନ ରହିଥାନ୍ତି।  ତେବେ ଆଜି ଆମେ ଜାଣିବା ଏପରି କିଛି ଉପାୟ ଗୁଡିକ ବିଷୟରେ ଯାହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରସନ୍ନ ରହିବେ ଓ ଏହା ସହିତ ଆପଣଙ୍କ ର ସବୁ ଦୁଃଖ କଷ୍ଟ କୁ ଦୁର କରିଦେବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ।


1. ଆପଣ ଯଦି ମାତା ଲକ୍ଷ୍ମୀଙ୍କ ର ଆଶୀର୍ବାଦ ପ୍ରାପ୍ତି କରିବା ପାଇଁ ଚାହୁଁଥାନ୍ତି ତେବେ ଆପନପ୍ରତ୍ୟକ ଗୁରୁବାର ଦିନ ଭଗବାନ ବିଷ୍ଣୁ ଙ୍କ ର ଆରୋଧାନା କରନ୍ତୁ। ତାଙ୍କୁ ପୂଜା କରିବା ସହିତ ଭକ୍ତିର ସହିତ ତାଙ୍କୁ ପ୍ରାଥନା କରନ୍ତୁ। ଏପରି କଲେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ନିଶ୍ଚିତ ଭାବରେ ପ୍ରସନ୍ନ ରହିବେ।

2. ଦ୍ୱିତୀୟ ଉପାୟଟି ହେଉଛି ଆପଣ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ଏହା ସହିତ ମାତା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗ ର ଫୁଲ ଚନ୍ଦନ ଇତ୍ୟାଦି ଅର୍ପଣ କରନ୍ତୁ। ଦେଖିବେ ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ ର ଆଶୀର୍ବାଦ ସର୍ବଦା ଆପଣଙ୍କ ସହିତ ଲାଗି ରହିବ ଓ ଆପଣଙ୍କ ର କୌଣସି ପ୍ରକାର ର ସମସ୍ୟା ଦେଖା ଦେବ ନାହିଁ।

3. ତୃତୀୟ ରେ ହେଉଛି ଆପଣ ଗୁରୁବାର ଦିନ ସ୍ନାନ କରିବା ସମୟରେ ହଳଦୀ ପାଣି ରେ ସ୍ନାନ କରନ୍ତୁ ଏବଂ ଏହା ସହ ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ପାଣି ଆର୍ପଣ କରନ୍ତୁ। ଦେଖିବେ ଆପଣଙ୍କ ର ସବୁ ଅସୁବିଧା ଦୁର ହେବା ସହିତ ଗଜରେ ଧନ ହିଁ ଧନ ଭରିଯିବ।

4. ଚତୁର୍ଥ ଉପାୟ ଟି ହେଉଛି ଯଦି ଆପଣ ମାତା ଲକ୍ଷ୍ମୀଙ୍କ ର ଆଶୀର୍ବାଦ ପ୍ରାପ୍ତି କରିବା ପାଇଁ ଚାହୁଛନ୍ତି ତେବେ ଏହି ଗୁରୁବାର ଦିନ ଉପବାସ ବ୍ରତ ରଖନ୍ତୁ। ଏହି ଗୁରୁବାର ଦିନ ଉପବାସ କରିବା ସହିତ କୌଣସି ହଳଦିଆ ବସ୍ତ୍ର ଦାନ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ଧନ ଲାଭ ହେବ ଓ ଆପଣଙ୍କ ର ସବୁ ଅସୁବିଧା ଦୁର ହେବ।

5. ଏହି ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ହୀ ତୁଲସି ଗଛ କୁ ପୂଜା କରିବା ସମୟରେ କଞ୍ଚା କ୍ଷୀର ଆର୍ପଣ କରନ୍ତୁ। ଏହା ସହି ଭଗବାନ ଶିବଙ୍କୁ ମଧ୍ୟ ଆରୋଧାନା କରନ୍ତୁ। ଦେଖିବେ ଆପଣଙ୍କ ର ସବୁ ଇଛା ପୁରାଣ ହେବ ଓ ଘରେ ଧନ ର ବର୍ଷା ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।